ସୋନାକ୍ଷୀଙ୍କ ପରେ ଏବେ କପୁର ପରିବାରରେ ବାଜିବ ସାହାନାଇ!
ମୁମ୍ବାଇ: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କର କୋର୍ଟ ମ୍ୟାରେଜ ପରେ ମୁମ୍ବାଇର ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ ବୈଷ୍ଟିୟନିରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ସୋନାକ୍ଷୀ ସିହ୍ନାଙ୍କ ବିବାହ ରିସେପ୍ସନ ପାର୍ଟିରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ। ପାର୍ଟିରେ…
ଆକାଶଙ୍କୁ ଦାୟିତ୍ୱ ଦେବା ପଛରେ କ’ଣ ରହିଛି ମାୟାବତୀଙ୍କ ରଣନୀତି
ଲକ୍ଷ୍ନୌ,୨୪।୬: ବୟସ ବଢିବା ସହିତ ଦଳର ଲୋକ ପ୍ରିୟତା ହ୍ରାସ ପାଉଥିବା ଆଧାରକୁ ବିଚାରକୁ ନେଇ ବିଏସପି ମୁଖ୍ୟ ମାୟାବତୀ ବର୍ତ୍ତମାନ ତାଙ୍କ ସାନ ପୁତୁରା ଆକାଶ ଆନନ୍ଦଙ୍କଠାରୁ ଏକ ‘ଚମତ୍କାର’ ଆଶା ରଖିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନରେ ଦୁଇ ଦଶନ୍ଧି…
ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଭାବ ବିହ୍ବଳ ହେଲେ ଲୋକେ
କେନ୍ଦୁଝର,୨୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ଜନ୍ମମାଟିରେ ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇ ଏକ ରୋଡ୍ ଶୋ’ରେ ଝୁମ୍ପୁରାକୁ ଯାଇଛନ୍ତି। ଜନ୍ମମାଟିରେ ମୋହନ୍ଙ୍କୁ ଦେଖି ଲୋକେ ଭାବ ବିହ୍ବଳ ହୋଇ ପଡ଼ିଛନ୍ତି। ସତେ ଯେପରି ଗ୍ରାମ…
ବିହାରରେ ପ୍ରବେଶ କରାଇଦେବୁ ନାହିଁ:ସୋନାକ୍ଷୀ-ଜାହିରଙ୍କ ବିବାହ ପରେ ତାତିଲେ ଲୋକେ
ପାଟନା,୨୪।୬ ବିହାରୀ ବାବୁ ଭାବେ ପ୍ରସିଦ୍ଧ ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ଅଭିନେତା ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ପାଟନାରେ ଏହି ବିବାହକୁ ବିରୋଧ କରୁଥିବା ଏକ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରକୁ ହିନ୍ଦୁ ଶିବ ଭବାନୀ…
ବିରୋଧୀଙ୍କୁ ଅଲ୍ଟିମେଟମ୍ ଦେଲେ ମୋଦି
ନୂଆଦିଲ୍ଲୀ,୨୪।୬: ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆଜିରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନବନିର୍ବାଚିତ ସଂସଦର ସମସ୍ତ ସଦସ୍ୟ ଶପଥ ଗ୍ରହଣ କରୁଛନ୍ତି। ଲୋକ ସଭାର…
ବିଜେଡିର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪ା୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରବିବାର ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମମାଟିକୁ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ପ୍ରଥମେ ଘଟଗାଁ ତାରିଣୀ ପୀଠକୁ ଯାଇ…
ବର୍ଷା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ରଦ୍ଦ ହୋଇଗଲେ କ’ଣ ହେବ ଟିମ୍ ଇଣ୍ଡିଆର ଅବସ୍ଥା
ନୂଆଦିଲ୍ଲୀ,୨୪।୬: ଟି-୨୦ ବିଶ୍ୱକପ୍ରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ଆଜି ମୁହାଁମୁହିଁ ହେବେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ସେଣ୍ଟ ଲୁସିଆର ଡାରେନ ସାମି ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେମିଫାଇନାଲ ଦୃଷ୍ଟିକୋଣରୁ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ ଅତ୍ୟନ୍ତ…
ଜାଣନ୍ତୁ ସୁଭଦ୍ରା ଯୋଜନାରୁ କିଏ ପଡ଼ିବେ ବାଦ୍, ଆଉ ଯୋଗ୍ୟ ହିିତାଧିକାରୀଙ୍କ ଆବେଦନ ପାଇଁ ଦରକାର କେଉଁ ଡକ୍ୟୁମେଣ୍ଟ
ଭୁବନେଶ୍ୱର,୨୪ା୬: ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ୪ଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା…
ପ୍ରଶ୍ନ ଘେରରେ ଆରମ୍ଭ ହେବ ମୋଦିଙ୍କ ୩.୦ ସରକାରଙ୍କ ପ୍ରଥମ ଲୋକ ସଭା ଅଧିବେଶନ
ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା। ୨୦୨୪ ରେ ତୃତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୋମବାର ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ।…
କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି
ନୂଆଦିଲ୍ଲୀ,୨୪ା୬: ଭାଜପା ଏମ୍ପି ଭର୍ତ୍ତୃହରି ମହତାବ ସୋମବାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଛନ୍ତି। ଲଗାତର ୬ ଥର ବିଜେଡିର ଏମ୍ପି ହୋଇଥିବା ବେଳେ ଭର୍ତ୍ତୃହରି ଗତ ନିର୍ବାଚନରେ ଭାଜପାରେ…
ଓଜନ ବଢାଏ ଏହି ଖରାପ ଅଭ୍ୟାସ
ନିଶାଦ୍ରବ୍ୟ ସେବନ ଏଭଳି ଏକ ଖରାପ ଅଭ୍ୟାସ ଯାହା ଅଯଥାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। କେବଳ ସେତିକି ନୁହେଁ, ଏଥିପାଇଁ ଅକାଳ ମୃତ୍ୟୁର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଏଭଳି କୁଅଭ୍ୟାସକୁ ବର୍ଜନ କରିବା ଆବଶ୍ୟକ। ଏହା…
ଭାରତ ଆଜି ଅଷ୍ଟ୍ରେଲିଆକୁ ଭେଟିବ:ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍..
ଗ୍ରସ୍ ଆଇସ୍ଲେଟ୍, ୨୩।୬(ପି.ଟି.):ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ରେ ଭାରତ ଏହାର ଶେଷ ସୁପର-୮ ମ୍ୟାଚ୍ ସୋମବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୨ଟିଯାକ ମ୍ୟାଚ୍ ଜିତି ୪ ପଏଣ୍ଟ ସହ ଗ୍ରୁପ୍-୧ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ…
Archives


