Home

ପ୍ରଥମେ ରାଗିଲେ, ପରେ ହସିଲେ

ନୂଆଦିଲ୍ଲୀ,୨୮ା୬: ପାର୍ଲାମେଣ୍ଟ ଅଧିବେଶନର ପଞ୍ଚମ ଦିନରେ ଲୋକ ସଭାରେ ନିଟ୍‌ ପ୍ରସଙ୍ଗ ଜୋରଦାର ହୋଇଥିଲା। ଲୋକ ସଭାରେ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ନିଟ୍‌ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ଉକ୍ତ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ…

ଇଣ୍ଡିଆ ମେଣ୍ଟ ଏମ୍‌ପିଙ୍କ ସହ ଚା’ ଖଟି କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୬: ଲୋକ ସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଇଣ୍ଡିଆ ଆଲାଏନ୍ସ ଏମ୍‌ପିଙ୍କ ସହ ଚା’ ଖଟି କରିଛନ୍ତି। ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଖଟିରେ ଅଯୋଧ୍ୟାର ସମାଜବାଦୀ ପାର୍ଟି ଏମ୍‌ପି ଅଓ୍ବଧେଶ ପ୍ରସାଦ ମଧ୍ୟ ତାଙ୍କ…

ପେରୁରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଚେତାବନୀ ଜାରି

ଲିମା,୨୮।୬: ପେରୁରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (GFZ) ରିପୋର୍ଟ କରିଛି ଯେ ଶୁକ୍ରବାର ପେରୁ ଉପକୂଳରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏଜେନ୍ସି ରିପୋର୍ଟ କରିଛି ଯେ ଏହି…

କୋହଲିଙ୍କ ଖରାପ ଫର୍ମକୁ ନେଇ ଉଠିଲା ପ୍ରଶ୍ନ: ରୋହିତ ଶର୍ମା କହିଲେ…

ନୂଆଦିଲ୍ଲୀ,୨୮।୬: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ୬୮ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହିପରି ଭାରତୀୟ ଦଳ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଆଡେନ ର୍ମାାମଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଦଳକୁ ଭେଟିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ…

‘ଆପଣ ଏଇଥିପାଇଁ ସଂସଦ ଆସିଥିଲେ,’… ସାଗରିକା ଘୋଷଙ୍କ ଉପରେ ଗର୍ଜିଲେ ଧନକର

ନୂଆଦିଲ୍ଲୀ,୨୮।୬: ଶୁକ୍ରବାର ସଂସଦ ଅଧିବେଶନର ପଞ୍ଚମ ଦିନ। ପେପର ଲିକ ବିବାଦ ଉପରେ ଆଲୋଚନା ପାଇଁ କଂଗ୍ରେସ ଏମପି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହା ପରେ ଶୁକ୍ରବାର ନିଟ ପ୍ରସଙ୍ଗରେ ଉତ୍ତେଜନା ମଧ୍ୟରେ ସଂସଦର…

ଗୃହରେ ବନ୍ଦ କରାଗଲା ରାହୁଲଙ୍କ ମାଇକ୍‌, ଓମ୍‌ ବିର୍ଲା କହିଲେ ମୋ’ ପାଖରେ…

ନୂଆଦିଲ୍ଲୀ,୨୮ା୬: ନିଟ୍‌ ପେପର ଲିକ୍‌ ପ୍ରସଙ୍ଗ ଏବେ ସରକାରଙ୍କ ତଣ୍ଟିରେ କଣ୍ଟା ସାଜିଛି। ଶୁକ୍ରବାର ପାର୍ଲାମେଣ୍ଟ ଅଧିବେଶନ ଚାଲିଥିବା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ୍‌ ପ୍ରସଙ୍ଗ ଉଠାଇଥିଲେ। ବାଚସ୍ପତି ଓମ୍‌ ବିର୍ଲା  ସମୟ ଦେବାକୁ ମନା କରିଦେଇଥିଲେ।…

ମଧ୍ୟ ପ୍ରଦେଶ ସରକାରଙ୍କ କଡା ଚେତାବନୀ, ପେପର ଲିକକାରୀଙ୍କୁ ୧୦ ବର୍ଷ ଜେଲ, ୧ କୋଟି ଟଙ୍କା ଜରିମାନା

ଭୋପାଳ,୨୮।୬: ମଧ୍ୟ ପ୍ରଦେଶରେ ପେପର ଲିକକାରୀଙ୍କ ପାଇଁ ସରକାର ଆଣିଲେ କଡା ନିୟମ। ଯେଉଁମାନେ ପେପର ଲିକ କରୁଛନ୍ତି ସେମାନଙ୍କ ବିରୋଧରେ ରାଜ୍ୟର ମୋହନ ସରକାର କଠୋର ଆଇନ ପ୍ରଣୟନ କରୁଛନ୍ତି। ଗୋଟିଏ ପଟେ ଯେଉଁମାନେ ଏହା କରୁଛନ୍ତି ସେମାନଙ୍କ ଉପରେ…

NEETକୁ ନେଇ ପାର୍ଲାମେଣ୍ଟରେ ହଟ୍ଟଗୋଳ

ନୂଆଦିଲ୍ଲୀ,୨୮ା୬: ପାର୍ଲାମେଣ୍ଟର ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ବିରୋଧୀମାନେ ଆଜି ସଂସଦର ଉଭୟ ଗୃହରେ ନିଟ୍‌କୁ ନେଇ ହଟ୍ଟଗୋଳ କରିଛନ୍ତି। ଗୃହର କାର୍ଯ୍ୟକାଳ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ ପ୍ରଥମେ ନିଟ୍‌ ବିଷୟରେ ଆଲୋଚନା…

ଭାରତର ଏହି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଇଲିସି ମାଛ, ଆମ୍ବ, ରସଗୋଲା ପଠାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଢାକା,୨୮।୬: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଗୁରୁବାର (ଜୁନ ୨୭) ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କୁ ଶୁଭେଚ୍ଛା ଉପହାର ସ୍ବରୂପ ୫୦ କିଲୋଗ୍ରାମ ଇଲିସି ମାଛ, ୫୦ କିଲୋଗ୍ରାମ ରସଗୋଲା ଏବଂ ୪୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ଏହାପୂର୍ବରୁ, ଜୁନ ୨୩ରେ…

ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ,୨୮।୬: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନ ଶୁକ୍ରବାର ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ…

କୋହଲିଙ୍କ ଫର୍ମଙ୍କୁ ନେଇ ଏମିତି କହିଦେଲେ କୋଚ ରାହୁଲ ଦ୍ରାବିଡ

ଗୁଏନା,୨୮।୬: ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୬୮ ରନ ବିଜୟ ସହ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଜୁନ ୨୯ରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ…

ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା, ବିମାନ ବାତିଲ

ନୂଆଦିଲ୍ଲୀ,୨୮ା୬: ଦିଲ୍ଲୀରେ ପ୍ରବଳ ବର୍ଷା ମଧ୍ୟରେ ଶୁକ୍ରବାର ସକାଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଅଘଟଣ ଘଟିଛି। ବିମାନବନ୍ଦରର ଟର୍ମିନାଲ-୧ର ଛାତର ଏକ ଅଂଶ ଭୁଶୁଡ଼ି ସେଠାରେ ଥିବା ଗାଡ଼ି ଉପରେ ପଡ଼ିଯାଇଥିଲା। ଫଳରେ ୩ ଜଣଙ୍କର ମୃତ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri