Home

ଗାଜାରୁ ୧୯ ଅସୁସ୍ଥ ଶିଶୁଙ୍କୁ ମୁକ୍ତ କଲା ଇସ୍ରାଏଲ୍‌

ଖାନ୍‌ ୟୁନିସ(ଗାଜା ଷ୍ଟ୍ରିପ୍‌),୨୯ା୬: ଗାଜା ଷ୍ଟ୍ରିପ୍‌ରୁ ଇସ୍ରାଏଲ୍‌ କର୍ତ୍ତୃପକ୍ଷ ୧୯ ଅସୁସ୍ଥ ତଥା ଆହତ ଶିଶୁଙ୍କ ସମେତ ୬୮ ଜଣଙ୍କୁ ମୁକ୍ତ କରିଦେଇଛନ୍ତି। ସେମାନଙ୍କୁ ଗାଜା ଛାଡ଼ି ଇଜିପ୍ଟ ଯିବାକୁ ଅନୁମତି ମିଳିଛି। ପାଖାପାଖି ୨ ମାସ ମଧ୍ୟରେ ପ୍ରଥମ ଥର…

ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ୟୁଜିସି-ନେଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୯ା୬ (ପି.ଟି.): ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ‘ଆସିଷ୍ଟାଣ୍ଟ ପ୍ରଫେସର’ ଏବଂ ‘ଜୁନିୟର ରିସର୍ଚ୍ଚ ଫେଲୋଶିଫ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର’ ପଦରେ ନିଯୁକ୍ତି ପାଇଁ ୟୁଜିସି-ନେଟ୍‌ ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହୋଇଥିଲା। ଦେଶର ୩୧୭ ସହରରେ ୧୧.୨୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…

ପ୍ରସ୍ତାବ ମାଗିଲା ପରୀକ୍ଷା ସଂସ୍କାର କମିଟି

ନୂଆଦିଲ୍ଲୀ,୨୯ା୬ (ପି.ଟି.): ସର୍ବଭାରତୀୟ ଏଣ୍ଟ୍ରାନ୍ସଗୁଡ଼ିକରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ବିବାଦ ଲାଗିରହିଥିବାବେଳେ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ କମିଟି ଶୁକ୍ରବାର କେନ୍ଦ୍ରର ଛାତ୍ରୀଛାତ୍ର, ଅଭିଭାବକଙ୍କ ସମେତ ପକ୍ଷମାନଙ୍କଠାରୁ ପ୍ରସ୍ତାବ ଆହ୍ବାନ କରିଛି।…

ଭାରତ-ଦକ୍ଷିଣ ଆଫ୍ରିକା ଅପରାଜେୟ

ବ୍ରିଜଟାଉନ୍‌ (ବାର୍ବାଡୋସ), ୨୯।୬: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ଟି୨୦ କ୍ରିକେଟ ବିଶ୍ୱକପର ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ଟୁର୍ନାମେଣ୍ଟରେ ଦୁଇ ଦଳ ଏପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି। ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଥିବା ଭାରତ ଲିଗ୍‌ ମ୍ୟାଚରେ…

ଜାତୀୟ ପରିସଂଖ୍ୟାନ ଦିବସ

ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ପ୍ରତିବର୍ଷ ଜୁନ୍‌ ୨୯ରେ ପାଳନ କରାଯାଏ। ପରିସଂଖ୍ୟାନ ଏବଂ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଅବଦାନକୁ ମନେ ରଖିବା ପାଇଁ ଏହି ଦିନ ପାଳନ କରାଯାଇଥାଏ। ପ୍ରଫେସର ମହଲାନୋବିସ ଯିଏକି ଭାରତୀୟ…

ଟି୨୦ ବିଶ୍ୱକପ୍‌: ଆଜି ମହାମୁକାବିଲା

ବ୍ରିଜଟାଉନ୍‌ (ବାର୍ବାଡୋସ), ୨୯।୬: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ଶନିବାର ସ୍ଥାନୀୟ କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମହାମୁକାବିଲାରେ ପରସ୍ପରର ସମ୍ମୁଖୀନ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନରଅପ୍‌ ଭାରତ ତୃତୀୟ…

ସଂସଦରେ କିଏ ଅନ୍‌-ଅଫ୍‌ କରନ୍ତି ମାଇକ୍‌? ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୮।୬: NEET ପେପର୍‌ ଲିକ୍‌ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ତେବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସଂସଦରେ ସରକାରଙ୍କୁ ଘେରୁଛନ୍ତି। ହେଲେ ଏସମ୍ପର୍କରେ କୌଣସି ପୂର୍ଣ୍ଣରୂପେ ଆଲୋଚନା ହୋଇପାରୁ ନାହିଁ। ସଂସଦରେ ଏହି ମୁଦ୍ଦା ଉଠାଇ ବିରୋଧୀ…

ସ୍ଲଟ୍‌ ବୁକିଂ ନେଇ ସରକାର କିଛି ନିଷ୍ପତ୍ତି ନେଇନାହାନ୍ତି: ଆଇନମନ୍ତ୍ରୀ

ପୁରୀ,୨୮ା୬(ଅଜିତ୍‌ କୁମାର ମହାନ୍ତି)- ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଲଟ୍‌ ବୁକିଂ ବା ଅନ୍‌ଲାଇନ ରେଜିଷ୍ଟ୍ରେଶନ ବ୍ୟବସ୍ଥା ଲାଗୁ ହେବାର ଯୋଜନା ରହିଛି ବୋଲି ଗଜପତି ମହାରାଜା ଏକ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହାକୁ ନେଇ…

ସ୍ତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟାର ବାଟ ବାଛି ନେଲେ ଭଜନ ଗାୟକ, ଭାଇଙ୍କୁ ପଠାଇଲେ ଭିଡିଓ

ଗ୍ବାଲିଅର,୨୮।୬: ମଧ୍ୟପ୍ରଦେଶ ଗ୍ବାଲିୟରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭଜନ ଗାୟକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ସେ ନିଜ ଭାଇକୁ ୬ ମିନିଟ ୫୦ ସେକେଣ୍ଡର ଏକ ଭିଡିଓ…

କ’ଣ ସତରେ ରାହୁଲଙ୍କ ମାଇକ୍‌କୁ କରାଯାଇଥିଲା ବନ୍ଦ, ଜଣାପଡିଲା ସାଂଘାତିକ କଥା…

ନୂଆଦିଲ୍ଲୀ,୨୮।୬: ଲଗାତାର ଦ୍ୱିତୀୟ ଥର ଲୋକ ସଭା ବାଚସ୍ପତି ହେବା ପରେ କୋଟା ଏମପି ଓମ ବିର୍ଲା ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ସଂସଦରେ ଯେତେବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ NEET ପେପର ଲିକ୍‌ ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ ତାଙ୍କ…

୩୦ରେ ସମ୍ବର୍ଦ୍ଧିତ ହେବେ ୭୮ ବିଧାୟକ, ୨୦ ଏମ୍‌ପି

ଭୁବନେଶ୍ୱର, ୨୮।୬(ସୁନିତ୍‌ ମିଶ୍ର)): ରାଜ୍ୟବାସୀଙ୍କ ଆଶୀର୍ବାଦରେ ଭାଜପା ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିପାରିଛି। ଏଥିସହ ଦେଶବାସୀଙ୍କ ଆଶୀର୍ବାଦ ପାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋଇଛି । ରାଜ୍ୟବାସୀ ଏଥର ୭୮…

ମହାପ୍ରଭୁଙ୍କୁ ଲାଗିହେଲା ଓଷୁଅ, ସୁସ୍ଥ ଅନୁଭବ କରିବେ… 

ପୁରୀ,୨୮ା୬(ଅଜିତ୍‌ କୁମାର ମହାନ୍ତି)-ଦାରୁବିଗ୍ରହ ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ଗତ ୬ଦିନ ହେଲା ଅଣସର ପିଣ୍ଡିରେ ବିଶ୍ରାମ କରୁଥିବାବେଳେ ଦଇତାପତି ସେବକମାନେ ତାଙ୍କର ଗୁପ୍ତ ସେବା କରୁଛନ୍ତି। ଅନବସରର ଷଷ୍ଠ ଦିବସରେ ଶୁକ୍ରବାର ଶ୍ରୀବିଗ୍ରହମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri