Home

ଶେଷରେ ଅଲଗା ହେଲେ ବ୍ରାଡ ପିଟ-ଆଞ୍ଜେଲିନା ଜୋଲି

ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ଆଇନଗତ ଯୁଦ୍ଧ ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ହଲିଉଡ ଦମ୍ପତି ସେମାନଙ୍କ ସର୍ତ୍ତାବଳୀ ଶେଷ କରି ଡିସେମ୍ବର ୩୦ରେ ଛାଡପତ୍ର ସର୍ତ୍ତାବଳୀରେ ଦସ୍ତଖତ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ଜେମ୍ସ…

ଭାରତ ବନ୍ଦ ପାଳନ: ଜ଼ିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିକ୍ଷୋଭକାରୀ

ଛତ୍ରପୁର,୩୧।୧୨(ଦିଲ୍ଲୀପ ସାମଲ): ଭାରତ ମୁକ୍ତି ମୋର୍ଚ୍ଚା ତତ୍ତ୍ୱାବଧାନରେ ନ୍ୟାୟ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା, ଭିଟାମାଟି ସୁରକ୍ଷା ଅଭିଯାନ, ଗଞ୍ଜାମ ଜ଼ିଲା ବାଉରୀ ଖଡାଳ ସମାଜ ବିକାଶ ମଞ୍ଚ, ଦକ୍ଷିଣାଞ୍ଚଳ ମହିଳା ସଂଘ ଏବଂ ଅନ୍ୟାନ୍ୟ ଦଳିତ ସଂଗଠନ…

କିଏ ସେହି ନିମିଷା ପ୍ରିୟା? ୟେମେନରେ ମିଳିଛି ମୃତ୍ୟୁଦଣ୍ଡ, ଭାରତ ସରକାର ବଢାଇଛନ୍ତି ସହଯୋଗର ହାତ

ସାନା,୩୧।୧୨: ୟେମେନର ସୁପ୍ରିମକୋର୍ଟ ଜଣେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଜଣେ ସାଧାରଣ ନାଗରିକ ତଲାଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ କୋର୍ଟ ନମିଷାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହା ପରେ ଭାରତ ସରକାର ବର୍ତ୍ତମାନ ନିମିଷାଙ୍କୁ ସାହାଯ୍ୟ କରିବାକୁ…

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ: ଆଧାର କାର୍ଡରୁ ମିଳିଲା ପରିଚୟ

ତିହିଡି,୩୧।୧୨(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ପଣ୍ଡାପୋଖରୀ ଛକରୁ ମଙ୍ଗଳବାର ସକାଳେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି l ଯୁବକଙ୍କ ପାଖରେ ପଡ଼ିଥିବା ତାଙ୍କ ବ୍ୟାଗରେ ଥିବା ଆଧାର କାର୍ଡରୁ ମୃତ ଯୁବକଙ୍କ ପରିଚୟ…

ପ୍ରଥମେ ମହାଅଭିଯୋଗ ଏବେ ଗିରଫ ହେବାର ଭୟ, ଦକ୍ଷିଣ କୋରିଆର ନିଲମ୍ବିତ ରାଷ୍ଟ୍ରପତିଙ୍କ ବଢୁଛି ଅଡୁଆ

ସିଓଲ,୩୧।୧୨: ନିଲମ୍ବିତ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ଗିରଫଦାରୀକୁ ଦକ୍ଷିଣ କୋରିଆ କୋର୍ଟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ଉପରେ ସାମରିକ ଆଇନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ତାଙ୍କୁ ଡିସେମ୍ବର ୩ରେ ମହାଅଭିଯୋଗ ଲଗାଯାଇଥିଲା। ମିଳିତ ତଦନ୍ତ…

ସମୁଦ୍ରରେ ଖୋଲିଲା ଭାରତର ପ୍ରଥମ କାଚ ସେତୁ

କନ୍ୟାକୁମାରୀ, ୩୧ା୧୨:ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍‌ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ ସେତୁକୁ ସୋମବାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ ସୋମବାର…

ବଦଳିଯିବ ବାଂଲାଦେଶର ନାମ? ଶାରିଆ ଆଇନ ଆଣିବାକୁ ହେଉଛି ପ୍ରସ୍ତୁତି

ଢାକା,୩୧।୧୨: ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଯାହା ଶେଖ ହସିନାଙ୍କୁ କ୍ଷମତାରୁ ହଟାଇ ଦେଇଛି ତାହା ପୁଣି ଥରେ ସକ୍ରିୟ ହେବାକୁ ଯାଉଛି। ଆଜି ଛାତ୍ର ନେତାମାନେ ରାଜଧାନୀ ଢାକାସ୍ଥିତ ସହିଦ ମିନାରରେ ଏକାଠି ହେବାକୁ ଯାଉଛନ୍ତି। ବାଂଲାଦେଶର ମୌଳିକବାଦୀ ସଂଗଠନ ଜମାତ-ଇ-ଇସଲାମି…

ଭାରତ ବନ୍ଦ ଡାକରା ପ୍ରଭାବ: ପର୍ଯ୍ୟଟକ ହଟହଟା

ଦାରିଙ୍ଗବାଡି, ୩୧।୧୨ (ଅରୁଣ ସାହୁ ): ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଦେଶରେ ନିର୍ବାଚନରେ ଅନିୟମିତତା ହେଉଛି ତେଣୁ ଇଭିଏମରେ ନିର୍ବାଚନକୁ ତୁରନ୍ତ…

ଗଞ୍ଜେଇ ଚାଲାଣ କରୁଥିଲେ,ଗଛରେ ପିଟିହୋଇ ଚାଲିଗଲା ଜୀବନ

ସୋନପୁର,୩୧।୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର କଲେଜ ରାସ୍ତାରେ ଏକ ଗଛକୁ ଧକ୍କା ଦେଇ ଜଣେ ବାଇକ ଆରୋହୀଙ୍କ ମଙ୍ଗଳବାର ସକାଳେ ମୃତ୍ୟୁ ହେଇଛି l ମୃତ ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିନି l ତାଙ୍କ ଘର ଛତିଶଗଡ ଅଞ୍ଚଳରେ l ସେ ବୌଦ୍ଧ…

ଆସିଗଲା ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ: ୨୦୨୫ରେ ଏହି ଦଳ ବିପକ୍ଷରେ ଖେଳିବ ଟେଷ୍ଟ ସିରିଜ୍‌

ନୂଆଦିଲ୍ଲୀ,୩୧।୧୨: ଚଳିତ ବର୍ଷ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନ ମିଶ୍ରିତ ହୋଇଥିଲା। ପ୍ରାୟ ୧୭ ବର୍ଷ ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା, କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟର ସମ୍ମୁଖୀନ ହୋଇଥିଲା। ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ…

ଚର୍ଚ୍ଚାରେ ନୀଳ ନୟନା, ବଚ୍ଚନ ପରିବାର ସହ ଆସିଲେନି ନଜର

ମୁମ୍ବାଇ: ପୁଣି ଥରେ ବଚ୍ଚନ ପରିବାର ଏକାଠି ନଜର ଆସିଛନ୍ତି। କିନ୍ତୁ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ଲୋକଙ୍କ ଦୃଷ୍ଟିକୁ ଆସି ନାହାଁନ୍ତି। ଘଟଣାହେଲା, ବଚ୍ଚନ ପରିବାର ମ୍ୟାନେଜିଂ ଡିରେକ୍ଟର ରାଜେଶ ଯାଦବଙ୍କ ପୁଅ ରିକିନଙ୍କ ବିବାହରେ ଯୋଗ ଦେଇଥିଲେ, ଯିଏକି…

ଅସହ୍ୟ କଲା ଫସଲ ହାନି, ଜୀବନ ହାରିଲେ ଯୁବ ଚାଷୀ

ବାଲିକୁଦା,୩୧।୧୨(ତାପସ ସ୍ବାଇଁ):ଫସଲଜନିତ କ୍ଷୟକ୍ଷତି ସହି ନ ପାରି ବେକରେ ରଶି ଲଗାଇ ଝୁଲିପଡ଼ିଲେ ଯୁବ ଚାଷୀ। ଏପରି ଦୁଃଖଦ ଘଟଣା ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ତଣ୍ଡିକୂଳ ପଞ୍ଚାୟତ ଅନ୍ତର୍ଗତ ସାରଣା ଗାଁରେ ଘଟିଛି। ସେ ହେଲେ ଉକ୍ତ ଗାଁର ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?