ନିକୁଞ୍ଜ ଧଳଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର,୩୦।୬(ଅସମାପିକା ସାହୁ): ବରିଷ୍ଠ ପ୍ରଶାସକ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏ ନେଇ ରବିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିକୁଞ୍ଜ ବିହାରୀ ଧଳ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ…
ଯେତେବେଳେ ଜୀବନରେ ଚ୍ୟାଲେଞ୍ଚ ଆସୁଛି ରାହୁଲ ଦ୍ରାଭିଡଙ୍କ ପରି ହୁଅନ୍ତୁ, ରାହୁଲ ଗାନ୍ଧୀଙ୍କ ପରି ନୁହେଁ, ଭାଇରାଲ ହେଉଛି ମେସେଜ
ନୂଆଦିଲ୍ଲୀ,୩୦।୬: ଶନିବାର ରାତିରେ ଅନୁଷ୍ଠିତ ଟି -୨୦ ବିଶ୍ୱକପ ଫାଇନାଲରେ ଭାରତ ୧୧ ବର୍ଷ ପରେ ପୁଣି ଇତିହାସ ସୃଷ୍ଟି କରିଛି। ଭାରତର ଏହି ବିଜୟକୁ ଦେଶ ତଥା ବିଶ୍ୱର ସବୁଆଡେ ପ୍ରଶଂସା କରାଯାଉଛି। ଏହି ବିଜୟକୁ ନେଇ ବିଭିନ୍ନ ପ୍ରକାରର…
ସବୁଠାରୁ ବୟସ୍କ ଟି-୨୦ ବିଶ୍ୱକପ୍ ଜିତିଥିବା କ୍ୟାପଟେନ କିଏ? ଲିଷ୍ଟର ଟପ୍ରେ ଭାରତୀୟ ଷ୍ଟାର୍ଙ୍କ ନାଁ
ନୂଆଦିଲ୍ଲୀ,୩୦।୬: ଟି-୨୦ ୨୦୨୪ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ୧୭ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ରୋହିତ ୩୭ ବର୍ଷ ବୟସରେ ଭାରତକୁ ବିଶ୍ୱ ଚାମ୍ପିୟନ କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ…
ରୋହିତ ଶର୍ମାଙ୍କ ପରେ କିଏ ହେବେ ଟିମ ଇଣ୍ଡିଆର କ୍ୟାପଟେନ, ରେସରେ ରହିଛି ଏହିମାନଙ୍କ ନାଁ
ନୂଆଦିଲ୍ଲୀ,୩୦।୬: ଶନିବାର ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଏହା ସହ ରୋହିତ ଶର୍ମା ଆଇସିସି ଟ୍ରଫି ଜିତିବାରେ ତୃତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଟାଇଟଲ ଜିତିବା ପରେ ରୋହିତ…
ଦାୟିତ୍ୱ ନେବାପରେ ଶ୍ରୀମନ୍ଦିର ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୩୦।୬: ମୁଖ୍ୟ ଶାସନ ସଚିବ ଭାବେ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର୍ ମନୋଜ ଆହୁଜା। ଲୋକସେବା ଭବନରେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶା…
ଏହା କେବଳ ମାତ୍ର ଟ୍ରେଲର, ଆଗକୁ ଫିଲ୍ମ ଅଛି ବାକି: କାହିଁକି ଏମିତି କହିଲେ ମନମୋହନ
ଭୁବନେଶ୍ୱର,୩୦।୬:ଗତ ନିର୍ବାଚନରେ ଓଡ଼ିଶାରେ ଜବରଦସ୍ତ ବିଜୟ ପରେ ରବିବାର ଭୁବନେଶ୍ୱରରେ ଭାଜପାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଦଳ ପକ୍ଷରୁ ନବନିର୍ବାଚିତ ବିଧାୟକ ଓ ଏମ୍ପିଙ୍କୁ ଦଳ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଭାଜପା ରାଜ୍ୟ ସଭାପତି ମନମୋହନ…
ଜାଡେଜାଙ୍କ ସନ୍ୟାସକୁ ନେଇ ଟୁଇଟରରେ କ’ଣ ଲେଖିଲେ ମୋଦି
ନୂଆଦିଲ୍ଲୀ,୩୦।୬: ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ ଟି -୨୦ ଫର୍ମାଟକୁ ବିଦାୟ ଦେଇଛନ୍ତି। ଏଥି ସହ ବର୍ତ୍ତମାନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିନ୍ଦ୍ର ଜାଡେଜାଙ୍କ ଅବସର ନେଇ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ରବିନ୍ଦ୍ର ଜାଡେଜାଙ୍କୁ…
ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସେନା ମୁଖ୍ୟ
ନୂଆଦିଲ୍ଲୀ,୩୦: ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି। ଚାଇନା ଏବଂ ପାକିସ୍ତାନ ସହିତ ସୀମାରେ କାମ କରିବାର ଜେନେରାଲ ଦ୍ୱିବେଦୀଙ୍କର ବ୍ୟାପକ ଅଭିଜ୍ଞତା ରହିଛି।…
କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ହଟିବେ ସିଦ୍ଦେରମେୟା! ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରଶ୍ନରେ ବଡ଼ ବୟାନ ଦେଲେ ଶିବକୁମାର
ବେଙ୍ଗାଲୁରୁ,୩୦।୬: କନର୍ର୍ାଟକର ମୁଖ୍ୟମନ୍ତ୍ରୀ ପରବିର୍ତ୍ତନ ନେଇ ଦଳ ଭିତରେ ତଥା ବାହାରେ ଚାପା ଗୁଞ୍ଜରଣ ଚାଲିଥିବାବେଳେ କର୍ନାଟକ କଂଗ୍ରେସ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋତେ ମୁଖ୍ୟମନ୍ତ୍ରୀ ହେବାପାଇଁ କାହାର ସୁପାରିଶର ଆବଶ୍ୟକତା…
ବିବାହ ପାର୍ଟିରେ ଗୁଳିମାଡ, ଜଣେ ମୃତ ୫ ଆହତ
ପ୍ୟାରିସ,୩୦।୬: ଉତ୍ତର-ପୂର୍ବ ଫ୍ରାନ୍ସର ଏକ ବିବାହ ଉତ୍ସବରେ ଅଜ୍ଞାତ ମାସ୍କ ବନ୍ଧୁକଧାରୀମାନେ ହଠାତ୍ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ଜଣ ଆହତ ହୋଇଥିବା ଖବର ମିଳିଛି। ରବିବାର ପୋଲିସ ସୂତ୍ରରୁ ଏହି ସୂଚନା ଦିଆଯାଇଛି। ସୂତ୍ରରୁ…
ଏହି ୪ ଗୁଣ ମହିଳାଙ୍କ ଭିତରେ ଥିଲେ ଭାଗ୍ୟବାନ ହୁଅନ୍ତି ସ୍ବାମୀ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ ସୁଖରେ ଜୀବନ ଅତିବାହିତ କରିପାରିବେ। ସେଭଳି ଏକ ନୀତିରେ ଚାଣକ୍ୟ ମହିଳାମାନଙ୍କର ଗୁଣ ବିଷୟରେ…
ମୋହନ ସରକାରଙ୍କୁ ପ୍ରଶଂସାରେ ପୋତିପକାଇଲେ ଧର୍ମେନ୍ଦ୍ର: କହିଲେ, ଓଡ଼ିଶାରେ ଚାଲିଛି…
ଭୁବନେଶ୍ୱର,୩୦।୬: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ଏକ ସମାରୋହରେ ମୋହନ ମାଝି ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ସରକାର ଭଗବାନ…
Archives


