ସ୍ବର ବଦଳାଇ ପଡୋଶୀଙ୍କଠୁ ୬ ଲକ୍ଷ ଲୁଟ୍: ଅପରାଧରେ ସହାୟକ ହେଲା ଏଆଇ ଟେକ୍ନୋଲୋଜି
ଠାଣେ,୩୦।୬: ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି। ତେବେ ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ…
ଜେଲ୍ରୁ ମୁକୁଳିବା ପରେ ଏମିତି ଘୋଷଣା କଲେ ହେମନ୍ତ ସୋରେନ୍
ଭୋଗ୍ନାଡିହ,୩୦ା୬:ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରବିବାର ସାରା ଦେଶରେ ସାମନ୍ତବାଦୀ ତତ୍ତ୍ୱଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ୧୮୫୫ରେ ବ୍ରିଟିଶଙ୍କ ବିରୋଧରେ ସାନ୍ତାଳଙ୍କ ବିଦ୍ରୋହର ବର୍ଷପୂର୍ତ୍ତି ଅବସରରେ ‘ହୁଲ୍ ଦିବସ’ ପାଳନ କରାଯାଇଛି। ଜେଲ୍ରୁ ମୁକୁଳିବା ପରେ ପ୍ରଥମ ଥର…
ଏହି କାମ ନ କଲେ ମିଳିବ ନାହିଁ କିସାନ ସମ୍ମାନନୀଧି ଯୋଜନାର ଲାଭ!
ଲକ୍ଷ୍ନୌ,୩୦।୬: ପ୍ରକୃତ କୃଷକମାନଙ୍କୁ ପିଏମ କିସାନ ସାମ୍ମାନ ନିଧି, କିସାନ କ୍ରେଡିଟ କାର୍ଡ ସମେତ ସମସ୍ତ ସରକାରୀ ଯୋଜନାର ସୁବିଧା ପ୍ରଦାନ କରିବାକୁ କୃଷକଙ୍କ ରେଜିଷ୍ଟ୍ରି ପ୍ରସ୍ତୁତ ହେବ। ସୋମବାର ଠାରୁ ଏଗ୍ରିଷ୍ଟାକ (ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ଫର କୃଷି) ଯୋଜନା…
ଇଡି, ସିବିଆଇ ବିରୋଧରେ ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ
ନୂଆଦିଲ୍ଲୀ,୩୦।୬: ଆମ ଆଦମୀ ପାର୍ଟି (ଏଏପି) ଅଭିଯୋଗ କରିଛି ଯେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା ଖୋଲାଖୋଲି ଭାବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ବିଭ୍ରାନ୍ତ କରୁଛନ୍ତି। ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ରବିବାର…
ଜୁଲାଇ ୧ରୁ ଆଇପିସି, ସିଆର୍ପିସି, ଏଭିଡେନ୍ସ ଆକ୍ଟ ଯୁଗ ହେବ ଶେଷ: କାର୍ଯ୍ୟକାରୀ ହେବ ଏହି ୩ ନୂଆ ଆଇନ୍
ନୂଆଦିଲ୍ଲୀ,୩୦ା୬:ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି),…
ଗୋଟିଏ ଦିନରେ ଅବସର ନେଲେ ୪ ମୁଖ୍ୟ ଅଧିକାରୀ
ଏମ.ରାମପୁର,୩୦।୬(ଶଶୀଭୂଷଣ ପ୍ରହରାଜ): ଗୋଟିଏ ଦିନରେ ରବିବାର ଏକା ଥରକେ ୪ଜଣ ମୁଖ୍ୟ ଅଧିକାରୀ, ଅଧିକାରିଣୀ ଅବସର ନେଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ଏମ.ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ। ଅବସର ନେଇଥିବା ଅଧିକାରୀ, ଅଧିକାରିଣୀ ହେଲେ ବିଇଓ ସଙ୍ଗୀତା…
ମୁଖ୍ୟ ସଚିବ ହେଲେ ଆଇଏଏସ ମନୋଜ କୁମାର ସିଂ, ଯୋଗୀ ହୋଇଗଲେ ଖୁସି
ନୂଆଦିଲ୍ଲୀ,୩୦।୬: ୧୯୮୮ବ୍ୟାଚ ଆଇଏଏସ ଅଧିକାରୀ ମନୋଜ କୁମାର ସିଂଙ୍କୁ ଉତ୍ତର ପ୍ରଦେଶର ନୂତନ ମୁଖ୍ୟ ଶାସନ ସଚିବ କରାଯାଇଛି। ସେ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ କମିଶନର (ଆଇଆଇଡିସି) ଏବଂ ସିଇଓ ୟୁପିଏଡା ପଦବୀରେ ମଧ୍ୟ ରହିବେ। ତାଙ୍କୁ ମୁଖ୍ୟ ଶାସନ…
ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆରେ ଯୁବକଙ୍କୁ ମୃତ୍ୟୁଦଣ୍ଡ
ପ୍ୟାଙ୍ଗୋୟାଙ୍ଗୋ, ୩୦।୬: ଉତ୍ତର କୋରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ(୨୨) ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ତାଙ୍କୁ ଗତ ୨୦୨୨ରେ ସର୍ବସମ୍ମୁଖରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। ରବିବାର ଦକ୍ଷିଣ କୋରିଆର ଏକୀକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ…
ଭାଜପା ବିଧାୟକଙ୍କ ଧମକ ପରେ ଶୋ’ ବାତିଲ କଲେ ହାସ୍ୟ ଅଭିନେତା
ହାଇଦ୍ରାବାଦ, ୩୦।୬: ଷ୍ଟାଣ୍ଡ୍ଅପ୍ ହାସ୍ୟ ଅଭିନେତା ଡାନିଏଲ ଫର୍ନାଡିଜ୍ ରବିବାର ହାଇଦ୍ରାବାଦରେ ହେବାକୁ ଥିବା ତାଙ୍କର ଶୋ’କୁ ସୁରକ୍ଷାଜନିତ କାରଣରୁ ବାତିଲ କରିଛନ୍ତି। ହାଇଦ୍ରାବାଦରେ ଡାନିଏଲଙ୍କୁ ଷ୍ଟାଣ୍ଡ ଅପ୍ କମେଡି ଶୋ କରାଇଦିଆଯିବ ନାହିଁ ବୋଲି ପୂର୍ବରୁ ସ୍ଥାନୀୟ ଘୋଶାମହଲ ନିର୍ବାଚନମଣ୍ଡଳୀର…
ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପ୍ରିୟ ଖେଳାଳି କିଏ? ଯିଏ ଜିତାଇଲେ ଟି-୨୦ ଓ୍ବାଲର୍ଡକପ୍
ନୂଆଦିଲ୍ଲୀ,୩୦।୬:ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଟି-୨୦ ବିଶ୍ୱକପ ଜିତିଛି। ଟିମ ଇଣ୍ଡିଆ ବିଜୟରେ କୋଚ ରାହୁଲ ଦ୍ରାବିଡଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଯେତେବେଳେ ଦ୍ରାବିଡ ଟ୍ରଫି ଉଠାଇଥିଲେ, ସେତେବେଳେ ସେ ଭାବ ବିହ୍ବଳ ହୋଇ ଯାଇଥିଲେ। ଜଣେ ପ୍ରଶିକ୍ଷକ ଭାବରେ…
ସଂରକ୍ଷଣ ବଢ଼ାଇବା ପାଇଁ ଆଇନ ଅଣାଯାଉ: କଂଗ୍ରେସ
ନୂଆଦିଲ୍ଲୀ,୩୦ା୬:ଶିକ୍ଷାନୁଷ୍ଠାନ ଏବଂ ସରକାରୀ ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗଙ୍କ ନିମନ୍ତେ ରହିଥିବା ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ବଢ଼ାଇବା ପାଇଁ ପାର୍ଲାମେଣ୍ଟରେ ଆଇନ ଅଣାଯିବାକୁ କଂଗ୍ରେସ ରବିବାର ଦାବି କରିଛି। ସୂଚନାଯୋଗ୍ୟ, ବିହାର ସରକାର ସଂରକ୍ଷଣ…
କିଛି ନ ଖେଳି ହେଲେ ବିଶ୍ୱ ଚାମ୍ପିୟନ, ପକେଟ ହେବ ଗରମ, ଜାଣନ୍ତୁ କିଏ ଅଛନ୍ତି ଏହି ତାଲିକାରେ
ନୂଆଦିଲ୍ଲୀ,୩୦।୬: ଦୀର୍ଘ ୧୧ ବର୍ଷ ଅପେକ୍ଷା ଶେଷ କରି ଭାରତୀୟ ଦଳ ଟି -୨୦ ବିଶ୍ୱକପ ଜିତିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ଜିତିଛି। ପ୍ରଥମ ଥର…
Archives


