Home

ହଠାତ୍‌ ଶ୍ରମିକଙ୍କ ନିକଟରେ ପହଞ୍ଚି ସୁଖ ଦୁଃଖ ବୁଝିଲେ ରାହୁଲ

ନୂଆଦିଲ୍ଲୀ,୪।୭: ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କିଙ୍ଗସୱେ କ୍ୟାମ୍ପରେ ପହଞ୍ଚିଛନ୍ତି। ରାହୁଲ ଗାନ୍ଧୀ କିଙ୍ଗସୱେ କ୍ୟାମ୍ପର ଲେବର ଚୌକରେ କେତେଜଣ ଶ୍ରମିକଙ୍କୁ ଭେଟିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାହୁଲ ଗାନ୍ଧୀଙ୍କ ଏହି ଭାଇରାଲ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ କେନ୍ଦୁଝରରୁ କେନ୍ଦୁ ଆଣିଥିଲେ ଜଣେ ବ୍ୟକ୍ତି: ଏହା ଦେଖିବା ପରେ ହଠାତ୍‌…

ଭୁବନେଶ୍ୱର,୪।୮:ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝି ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ ମିଶୁଛନ୍ତି, ସୁଖଦୁଃଖ ହେଉଛନ୍ତି ଏବଂ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆଶ୍ୱାସନା ମଧ୍ୟ ଦେଉଛନ୍ତି। ଲୋକଙ୍କ…

ହାଥରସ୍‌ ସତ୍‌ସଙ୍ଗ ଦଳାଚକଟା ମାମଲା: ୬ ଗିରଫ

ହାଥରସ୍‌,୪ା୭: ଉତ୍ତରପ୍ରଦେଶର ହାଥରସ୍‌ରେ ଘଟିଥିବା ଦଳାଚକଟା ମାମଲାରେ ଆୟୋଜନକାରୀ କମିଟିର ୬ ଜଣଙ୍କୁ ଗୁରୁବାର ଗିରଫ କରିଛି ପୋଲିସ। ଦଳାଚକଟା ଘଟଣାର ୭୨ ଘଣ୍ଟା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬ ଜଣ ଗିରଫ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତ…

ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ କଲେ ମୁଖ୍ୟମନ୍ତ୍ରୀ, ଯୁଦ୍ଧକାଳୀନ ଭିତ୍ତିରେ ଦୁର୍ବଳ ନଦୀବନ୍ଧ ମରାମତି ପାଇଁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର,୪ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

ଆଜି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ରାଞ୍ଚି,୪।୭: ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ହେମନ୍ତ ସୋରେନଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ଗୁରୁବାର ରାଜ ଭବନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୋରେନ ଆଜି ନିଜେ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସନ୍ଧ୍ୟା…

୫୬ ବର୍ଷ ବୟସରେ ପୁଣି ବାପା ହେବାକୁ ଯାଉଛନ୍ତି ଅରବାଜ୍‌ !

ବମ୍ବେ: ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି ମାସ ପୂର୍ବରୁ ସେ ମେକଅପ୍‌ ଆର୍ଟିଷ୍ଟ ଶୁରା ଖାନ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏବେ ବିବାହର କିଛି ମାସ ପୂର୍ବରୁ ଏବେ ଶୁରା ଗର୍ଭବତୀ ଥିବା…

ମହାକାଶ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ମଣିପୁର ଯାଆନ୍ତୁ

ନୂଆଦିଲ୍ଲୀ,୪।୭: ନିକଟରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଥିଲେ ଯେ ଯଦି ଆମେ ପ୍ରଧାନମନ୍ତ୍ରୀଙ୍କୁ ମହାକାଶକୁ ପଠାଇ ପାରିବା ତେବେ ଆମେ ବହୁତ ଗର୍ବ ଅନୁଭଭବ କରିବୁ। ଏସ ସୋମନାଥଙ୍କ ଏହି ବିବୃତ୍ତିରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା…

ଏହି ହାଟରେ ଖୋଲାଖୋଲି ବିକ୍ରି ହୋଇଥାଏ ନୋଟ୍‌; ଚୋରିର ଭୟ ଶୂନ, ସୁରକ୍ଷାକର୍ମୀ ବି…

ବିଶ୍ୱରେ ଅନେକ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳେ। ଯେମିତିକି ହାଟରେ ସାଧାରଣତଃ ଫଳ, ପରିବା, ଶସ୍ୟ, ମସଲା ଆଦି ମିଳିଥାଏ। ହେଲେ ଭାରତର ପଡ଼ୋଶୀ ବାଲାଂଦେଶରେ ଟଙ୍କାର ହାଟ ଲାଗିଥାଏ। ଏଠାରେ ଖୋଲାଖୋଲି ଭାବେ ନୋଟ୍‌ ବିକ୍ରି ହୋଇଥାଏ।…

ହାଥରସ୍‌ ଘଟଣାକୁ ନେଇ ସାମ୍ନାକୁ ଆସିଲା ବଡ଼ ସତ, ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି…

ହାଥରସ୍‌,୪ା୭: ହାଥରସ୍‌ରେ ଘଟିଥିବା ଦୁଃଖଦ ଘଟଣା ପରେ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସୁଛି। ଗୁରୁବାର ଏକ ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି। ଯାହା ବାବାଙ୍କ କଥା ଉପରେ ପ୍ରଶ୍ନ ଉଠାଇଛି। ଏହି ଭିଡିଓରେ ବାବାଙ୍କ ଫଟୋ ଭାଇରାଲ…

କିର୍‌ ଷ୍ଟାର୍ମର କିଏ? ବ୍ରିଟେନ ନିର୍ବାଚନରେ ଯିଏ ସୁନକଙ୍କୁ ଦେଉଛନ୍ତି କଡ଼ା ଟକ୍କର, ହୋଇପାରନ୍ତି ପ୍ରଧାନମନ୍ତ୍ରୀ…

ଲଣ୍ଡନ,୪।୭: ବ୍ରିଟେନ୍‌ରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବଡ଼ ଧରଣର ଓଲଟପାଲଟ ହୋଇପାରେ। ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ବାଚନ ହାରିଯାଇପାରନ୍ତି ବୋଲି କୁହାଯାଉଛି। ତାଙ୍କୁ ଲେବର ପାର୍ଟିର ନେତା କିର୍‌ ଷ୍ଟାର୍ମର କଡ଼ା ଟକ୍କର ଦେଇପାରନ୍ତି।…

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…

ନୂଆଦିଲ୍ଲୀ,୪ା୭: ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ଟିମ୍‌ ଇଣ୍ଡିଆ ଗୁରୁବାର ବାର୍ବାଡୋସ୍‌ରୁ ଘରକୁ ଫେରିଛି। ଦିଲ୍ଲୀ ବିମାନବନ୍ଦରରେ ଟିମ୍‌ ଇଣ୍ଡିଆକୁ ସ୍ବାଗତ କରାଯାଇଥିଲା। ଟି-୨୦ ବିଶ୍ୱକପ୍‌ ଜିତିଥିବା ଭାରତୀୟ କ୍ରିକେଟ…

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ

ଉଭୟ ହିନ୍ଦୀ ଏବଂ ବଙ୍ଗାଳୀ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଜଣାଶୁଣା ପ୍ରଖ୍ୟାତ ଅଭିନେତ୍ରୀ ସ୍ମୃତି ବିଶ୍ୱାସ ନାରଙ୍ଗଙ୍କ ପରଲୋକ ଘଟିଛି। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଅଭିନେତ୍ରୀ ୧୦୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖ୍ରୀଷ୍ଟିଆନ ରୀତିନୀତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri