ତ୍ରିପୁରାରେ କାହିଁକି ବ୍ୟାପୁଛି ଏଡ୍ସ? ୮୨୮ ଛାତ୍ର ପଜିଟିଭ୍, ୪୭ ମୃତ
ଅଗରତାଲା,୧୦।୭: ତ୍ରିପୁରାରେ ଛାତ୍ରମାନଙ୍କ ମଧ୍ୟରେ ଏଡ୍ସ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ୮୨୮ଜଣ ଛାତ୍ର ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମାତ୍ର ୩୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ…
କିଏ ହେବେ ଟିମ୍ ଇଣ୍ଡିଆର ବୋଲିଂ କୋଚ: ରେସ୍ରେ ଅଛନ୍ତି ଏହି ୩ ବୋଲର
ନୂଆଦିଲ୍ଲୀ,୧୦।୭: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ହୋଇଛନ୍ତି। କେବଳ ଦ୍ରାବିଡ ନୁହଁନ୍ତି, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର, ବୋଲିଂ କୋଚ ପାରାସ ମାମ୍ବ୍ରେ ଏବଂ ଫିଲ୍ଡିଂ କୋଚ ଟି ଦିଲୀପ ମଧ୍ୟ ନିଜ ନିଜ…
ଘରେ ନିଆଁ ଲାଗି ଫାଟିଗଲା ଗ୍ୟାସ୍ ଟାଙ୍କି: ଉଡ଼ିଗଲା ଆଜ୍ବେଷ୍ଟସ୍,ଆସବାବପତ୍ର ପୋଡ଼ି ପାଉଁଶ
ସାକ୍ଷୀଗୋପାଳ,୧୦ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗଙ୍ଗାଧର ସେନାପତିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ଘରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯାଇଥିଲା। ଫଳରେ ଘରର ଆଜ୍ବେଷ୍ଟସ୍ ସମେତ ରୋଷେଇ ଘରର…
ବ୍ୟାଟିଂ ନ କରିବି ସାମସନଙ୍କ ପାଇଁ ସ୍ମରଣୀୟ ହୋଇଗଲା ତୃତୀୟ ଟି୨୦
ହରାରେ,୧୦।୭: ଟି୨୦ ବିଶ୍ୱକପ୍ ୨୦୨୪ର ଟୁର୍ନାମେଣ୍ଟ ଜିତିଥିବା ଟିମ୍ର ଅଂଶ ଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କ ପାଇଁ ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ସ୍ମରଣୀୟ ହୋଇଛି। ସିରିଜର ଅନ୍ତିମ ୩ ମ୍ୟାଚ୍ ଲାଗି…
ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା
ସମ୍ବଲପୁର,୧୦ା୭: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ବର୍ଷକ ପରେ ଜିଲା ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ସମ୍ବଲପୁର ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ବାଲ କହିଛନ୍ତି, ବର୍ଷେ ପୂର୍ବରୁ ସହରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ମିକ ଶୋଭାଯାତ୍ରା…
ରାହୁଲ ଦ୍ରାବିଡ ଯିବା ଦେଖି ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍ଙ୍କ ସ୍ତ୍ରୀ
ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର୍ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ନୂତନ ମୁଖ୍ୟ କୋଚ କରାଯାଇଛି। ନିକଟରେ ଭାରତକୁ ଟି-୨୦ ବିଶ୍ୱକପ ଚାମ୍ପିୟନ କରିଥିବା ରାହୁଲ ଦ୍ରାବିଡ ଏହି ଟୁର୍ନାମେଣ୍ଟ ପରେ ଭାରତୀୟ ଦଳ ସହ ଚୁକ୍ତିନାମା ଶେଷ…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨୩୩ କୋଟିର ବିମାନ, ମନ୍ତ୍ରୀଙ୍କ ପାଇଁ କିଣାଗଲା ଦାମୀ ଗାଡ଼ି
ଭୋପାଳ,୧୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଇଁ କିଣାଯିବ ବିମାନ। ଏହାର ମୂଲ୍ୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ବୋଲି କୁହାଯାଉଛି। ଏଥିସହ ମନ୍ତ୍ରୀମାନଙ୍କ ପାଇଁ ଦାମୀ ଗାଡ଼ି ମଧ୍ୟ କିଣାଯାଇସାରିଛି। ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମନ୍ତ୍ରୀମାନଙ୍କୁ ତାହା ଯୋଗାଇ…
ସ୍ବାମୀ ପ୍ରେମିକାଙ୍କ ସହ ଘରେ ଥିବା ବେଳେ ପୋଲିସ ନେଇ ପହଞ୍ଚିଗଲେ ସ୍ତ୍ରୀ, ପରେ ଯାହା ହେଲା ଦେଖିଲେ…
ବର୍ତ୍ତମାନ ସମୟରେ ବିବାହ ପରେ ଅନୈତିକ ସମ୍ପର୍କ ରଖିବା ମାମଲା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କିଛି ଧରାପଡ଼ୁଥିବାର ଭିଡିଓ ସାମ୍ନାକୁ ଆସିଥାଏ। ଏହି କ୍ରମରେ ଏବେ ଜଣେ ସ୍ବାମୀଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ପତ୍ନୀଜଣଙ୍କ ସ୍ବାମୀଙ୍କୁ ଅନ୍ୟ…
ବିଦାୟ ନେବାବେଳେ ଏମିତି କାମ କରି ହୃଦୟ ଜିତିଲେ ରାହୁଲ ଦ୍ରାବିଡ
ନୂଆଦିଲ୍ଲୀ, ୧୦।୭: ଟିମ୍ ଇଣ୍ଡିଆର ବିଦାୟୀ କୋଚ ରାହୁଲ ଦ୍ରାବିଡ ପୁଣି ମହାନତା ଦେଖାଇଛନ୍ତି। କୋଚ ଭାବରେ ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ରାହୁଲ ବର୍ତ୍ତମାନ ଅତିରିକ୍ତ ବୋନସ ନେବାକୁ ମନା କରିବାରୁ ଦେେ ଚର୍ଚ୍ଚାରେ ଅଛନ୍ତି। ବୋର୍ଡ ଅଫ କଣ୍ଟ୍ରୋଲ…
ଗିଲ୍ଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେକୁ ୧୮୩ ରନ୍ର ଟାର୍ଗେଟ୍
ହରାରେ,୧୦।୭: ଭାରତ ଜିତିବା ପାଇଁ ଜିମ୍ବାୱେକୁ ୧୮୩ ରନ୍ର ଲକ୍ଷ୍ୟ ଦେଇଛି। କ୍ୟାପଟେନ ଶୁବମନ ଗିଲ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୯ ବଲ ସମ୍ମୁଖରେ ୬୬ ରନ ସ୍କୋର କରିଥିଲେ। ଗିଲଙ୍କ ଏହି ଇନିଂସରେ ୭ ଚୌକା ଓ ୩…
ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହକୁ ‘ସର୍କସ’ କହିଲେ ଆଲିଆ, ଆତ୍ମସମ୍ମାନ ପାଇଁ…
ବମ୍ବେ: ଖ୍ୟାତନାମା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଜୁଲାଇ ୧୨ରେ ବିବାହ କରିବାକୁ ଯାଉଛନ୍ତି। ହେଲେ ବିବାହ ପୂର୍ବରୁ ହେଉଥିବା ନାନାଦି ଉତ୍ସବ ସରିବାର ନାଁ ନେଉନାହିଁ। ବଲିଉଡ୍ ତାରକାମାନେ ବେଶ ସଜେଇ ହୋଇ ଏସବୁରେ ଯୋଗ ଦେଉଥିବା…
ଦୋଷ ମାନିଲା ଏନ୍ଟିଏ: NEET-UG ପରୀକ୍ଷାରେ ହୋଇଛି ବିଭ୍ରାଟ
ନୂଆଦିଲ୍ଲୀ,୧୦।୭: ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) NEET-UG ୨୦୨୪ ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଏନଟିଆର ଅନୁଯାୟୀ ପାଟନା ଏବଂ ଗୁଜରାଟର ଗୋଧ୍ରାସ୍ଥିତ କେତେକ କେନ୍ଦ୍ରରେ ପରୀକ୍ଷାରେ ଅନିୟମିତତା ହୋଇଛି। ଏନେଇ ଏହା ମଧ୍ୟ କହିଛି ଯେ,…
Archives


