ତଦାରଖ କମିଟି, ପରିଚାଳନା କମିଟି ଉପସ୍ଥିତିରେ ହିଁ ହେବ ଗଣତି: ଗଜପତି ମହାରାଜ
ପୁରୀ,୧୮ା୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରୁ ବାହାରିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗୁରୁବାର ଅର୍ଥାତ୍ ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ ବୋଲି ଆଶା କରାଯାଉଛି। ଗଜପତି କହିଛନ୍ତି, ବାହାର ଏବଂ…
ଗାଁ ଦାଣ୍ଡରେ ଜମୁଛି ଡ୍ରେନ୍ ପାଣି, ରାସ୍ତାକୁ ଓହ୍ଲାଇଲେ ଲୋକେ
ତୁମୁଡ଼ିବନ୍ଧ,୧୮ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବୁଡାପଡ଼ା ଗ୍ରାମବାସୀ ୭ ନମ୍ବର ରାଜ୍ୟ ରାଜପଥର ତିଆରି କରାଯାଇଥିବା ଡ୍ରେନ୍ ପାଣି ଗାଁରେ ପଶିଯିବାରୁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏନେଇ ଗୁରୁବାର ପୂର୍ବାହ୍ନରେ ତୁମୁଡିବନ୍ଧଠାରୁ ରାୟଗଡ଼ାକୁ…
ଘରୁ ବାହାରନ୍ତୁ ନାହିଁ: ଆଡଭାଇଜରି ଜାରି କଲେ ସରକାର
ନୂଆଦିଲ୍ଲୀ/ଢାକା,୧୮।୭: ବାଂଲାଦେଶରେ ସଂରକ୍ଷଣର ଦାବିକୁ ନେଇ ଉତ୍ତେଜନା କାରଣରୁ ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ବନ୍ଦ ରହିଛି। ଦେଶର ଅଧିକାଂଶ ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶରେ ଥିବା ଭାରତୀୟ ଦୂତାବାସ ଭାରତୀୟ ସମ୍ପ୍ରଦାୟର…
ଗମ୍ଭୀରଙ୍କ କଥା ରଖିଲେ ରୋହିତ ଶର୍ମା, ନେବେ ଏହି ଦାୟିତ୍ୱ
ନୂଆଦିଲ୍ଲୀ,୧୮।୭: ଜୁଲାଇ ୨୭ରୁ ଶ୍ରୀଲଙ୍କାରେ ଟିମ ଇଣ୍ଡିଆକୁ ତିନି ମ୍ୟାଚ ବିଶିଷ୍ଟ ଟି-୨୦ସିରିଜ ଏବଂ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳିବାକୁ ପଡିବ। କିନ୍ତୁ ବିସିସିଆଇ ଏପର୍ଯ୍ୟନ୍ତ ଏହି ଏହି ଗସ୍ତ ପାଇଁ ଦଳ ଘୋଷଣା କରିନାହିଁ। ଭାରତର ପରବର୍ତ୍ତୀ ଟି-୨୦…
ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ମହିଳାଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ସୁନା ଅଳଙ୍କାର
ଦେବଗଡ଼,୧୮ା୭(ଶଶାଙ୍କ ଶେଖର ଝାଙ୍କର): ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ଜଣେ ବିବାହିତା ମହିଳାଙ୍କୁ ଅଭିନବ ଉପାୟରେ ଠକିବା ସହ ମଝି ରାସ୍ତାରୁ ସୁନା ଚୁଡି, ମଙ୍ଗଳସୂତ୍ର ଓ କାନଫୁଲ ନେଇ ୨ ଜଣ ଠକ ଫେରାର ହୋଇଯାଇଥିବା ଦେବଗଡ଼ ଆଦର୍ଶ…
ରତ୍ନଭଣ୍ଡାରରୁ ବାହାରିବା ପରେ ଗଜପତି ମହାରାଜ ଦେଲେ ବଡ଼ ସୂଚନା: କହିଲେ…
ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ନିର୍ଦ୍ଧାରିତ ସମୟ ୯ଟା ୫୧ରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ…
ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି: ୩୪ରେ ପହଞ୍ଚିଲା ସଂଖ୍ୟା
ନୂଆଦିଲ୍ଲୀ,୧୮।୭:ସୁପ୍ରିମକୋର୍ଟରେ ଗୁରୁବାର ୨ ନୂଆ ବିଚାରପତି ନିଯୁକ୍ତ ହୋଛନ୍ତି। ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଆର. ମହାଦେବନ ଏବଂ ଜମ୍ମୁ କଶ୍ମୀରର ତଥା ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନଙ୍ଗମେଇକାପାମ କୋଟିଶ୍ୱର ସିଂ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ…
୧୬୦ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଲା ଆଇସିସି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି-୨୦ ବିଶ୍ୱକପ ୨୦୨୪ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜନ କରିଥିଲା। ପ୍ରଥମ ଥର ପାଇଁ ଆମେରିକାରେ ଏତେ ବଡ କ୍ରିକେଟ ଇଭେଣ୍ଟ ଆୟୋଜିତ ହୋଇଥିଲା। ତେବେ ଆଇସିସି ପାଇଁ ଆମେରିକାରେ ଟି-୨୦ ବିଶ୍ୱକପ ଆୟୋଜନ…
ଓଡ଼ିଶା ଇତିହାସରେ ପ୍ରଥମ, ନବୀନ ଗଢିଲେ ଛାୟା କ୍ୟାବିନେଟ
ଭୁବନେଶ୍ୱର,୧୮।୭: ବୁଧବାର ଓଡ଼ିଶାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। କ୍ଷମତାସୀନ ମନ୍ତ୍ରୀମଣ୍ଡଳ ପରି ବିରୋଧୀଙ୍କ ମଧ୍ୟ ଏକ ମନ୍ତ୍ରୀ ମଣ୍ଡଳ ରହିଛି ଯାହାକୁ ‘ଛାୟା କ୍ୟାବିନେଟ’ ବୋଲି କୁହାଯାଏ। ଭାରତରେ…
ଆଇଏଏସ୍ ପୂଜା ଖେଡକରଙ୍କ ମା’ ଗିରଫ
ପୁଣେ ,୧୮।୭: ଆଇଏଏସ ଟ୍ରେନିଂ ଅଧିକାରୀ ପୂଜା ଖେଡକରଙ୍କ ମା’ ମନୋରାମା ଖେଡକରଙ୍କୁ ବେଆଇନ ବନ୍ଧୁକ ଥିବା ଅଭିଯୋଗରେ ପୁଣେ ପୋଲିସ ଗିରଫ କରାଯାଇଛି। ନିକଟରେ ମନୋରାମାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ପୁଣେ ଜିଲାର ମୁଲସି ଗ୍ରାମରେ ଜମି…
ଏସ୍ସିବି ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ
କଟକ,୧୮ା୭(ଶିଳ୍ପା ପ୍ରିୟଦର୍ଶିନୀ): ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସ୍ସିବିର ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି।…
ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ
ପୁରୀ,୧୮ା୭: ଗୁରୁବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ମନ୍ଦିର ଭିତରକୁ ଯିବା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସାଷ୍ଟାଙ୍ଗ ପ୍ରଣିପାତ କରିଛନ୍ତି। ସବୁକିଛି ଭଲରେ ଭଲରେ ହୋଇଯାଉ ବୋଲି…
Archives


