ନିଜ ଦମ୍ରେ ଏକେଲା ବିଧାନସଭା ନିର୍ବାଚନ ଲଢିବ ଏଏପି
ଚଣ୍ଡିଗଡ଼,୧୮।୭: ପ୍ରାୟ ସମସ୍ତ ରାଜନୈତିକ ଦଳ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମ ଆଦମୀ ପାର୍ଟି(ଏଏପି) ଚଣ୍ଡିଗଡ଼ରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ଏଏପି ଘୋଷଣା କରିଛି ଯେ…
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହି ଦିନ ମଧ୍ୟାହ୍ନ ସୁଦ୍ଧା ପ୍ରକାଶ କର ନିଟ୍ ରେଜଲ୍ଟ
ନୂଆଦିଲ୍ଲୀ,୧୮।୭: ନିଟ୍ ରେଜଲ୍ଟକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ NEET-UG 2024 ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ତଦନ୍ତ ରିପୋର୍ଟ ମାଗିଛନ୍ତି। ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ କୋର୍ଟରେ ଏହି ମାମଲାର ଶୁଣାଣି କରୁଛି। ଏହି ମାମଲାର ପରବର୍ତ୍ତୀ…
ନିଜ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା
ଅଭିନେତା ସଞ୍ଚୀବ କୁମାର ବଲିଉଡ୍ର ମେଗାଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ପ୍ରଶଂସକଙ୍କ ଗହଣରେ ହରି ଭାଇ ଭାବେ ଜଣାଶୁଣା ଥିଲେ। ସେ ନିଜ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ସେ କେବଳ ଜଣେ ଚମତ୍କାର ଅଭିନେତା…
ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା: ରେଳ ଧାରଣାରୁ ଖସିଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସର ୫ ବଗି
ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ…
କ’ଣ ଆଇସିସିର ଆଗାମୀ ଅଧ୍ୟକ୍ଷ ହେବେ ଜୟ ଶାହା? ଜାଣନ୍ତୁ କେବେ, କେଉଁଠାରେ ହେବ ନିଷ୍ପତ୍ତି…
ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଶୁକ୍ରବାର କଲମ୍ବୋରେ ହେବାକୁ ଥିବା ୪ ଦିନିଆ ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହୋଇପାରେ। ନ୍ୟୁଜଲ୍ୟାଣର ଗ୍ରେଗ୍ ଓ୍ବାର୍କଲେଙ୍କ ପରେ ବିସିସିଆଇ ସଚିବ ଜୟ ଶାହାଙ୍କ ଏହି ଦାୟିତ୍ୱ ତୁଲାଇବେ ବୋଲି…
୨୪ ଘଣ୍ଟା ପରେ କ୍ରିକେଟ୍ ପଡ଼ିଆରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଜାଣନ୍ତୁ କାହା ପଲ୍ଲା ଭାରି
ନୂଆଦିଲ୍ଲୀ,୧୮।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବାକୁ ପ୍ରଶଂସକମାନେ ସର୍ବଦା ଆଗ୍ରହୀ ଅଟନ୍ତି। ଜୁନ ମାସରେ ଖେଳାଯାଇଥିବା ୨୦୨୪ ଟି-୨୦ ବିଶ୍ୱକପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ୨୪ ଘଣ୍ଟା ପରେ ଭାରତ ଏବଂ ପାକିସ୍ତାନର…
ପ୍ୟାରେଣ୍ଟସ୍ ହେଲେ ରିଚା ଚଢା-ଅଲି ଫାଜଲ
ମୁମ୍ବାଇ: ବଲିଉଡ କପଲ ରିଚା ଚଢା ଏବଂ ଅଲି ଫାଜଲଙ୍କ ଏବେ ଖୁସିର ସୀମା ନାହିଁ। କିଛିଦିନ ହେବ ଅଭିନେତ୍ରୀ ତାଙ୍କ ଗର୍ଭଧାରଣକୁ ନେଇ ଖବରରେ ରହି ଆସୁଥିଲେ। ଏଥି ସହିତ, ବର୍ତ୍ତମାନ ସେ ତାଙ୍କ ଘରେ ଜଣେ ନୂତନ ଅତିଥିଙ୍କ…
ପାକିସ୍ତାନର ହୋଶ୍ ଉଡାଇବ ଭାରତ, ହାତରୁ ଚାଲିଯିବ….
ନୂଆଦିଲ୍ଲୀ,୧୮।୭: ଆଗାମୀ ୭୨ ଘଣ୍ଟା ପାକିସ୍ତାନ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ। ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନରୁ ପାକିସ୍ତାନ ବଞ୍ଚିତ ହୋଇପାରେ। ୧୯ ରୁ ୨୨ ଜୁଲାଇ ମଧ୍ୟରେ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଆଇସିସି ବୈଠକରେ ଏହା ଘୋଷଣା କରାଯାଇପାରେ।…
ଭୁବନେଶ୍ୱରରେ କିଣନ୍ତୁ କି ଦିଲ୍ଲୀରେ, ସମାନ ମୂଲ୍ୟରେ ମିଳିବ ସୁନା; ସରକାରଙ୍କ ବଡ଼ ଯୋଜନା…
ନୂଆଦିଲ୍ଲୀ,୧୮।୭: ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ ଦେଶରେ ଏକ ସମାନ ଦର ଲାଗୁ ହୋଇପାରେ। ଏହି ନୀତି ଲାଗୁ ହେବା ପରେ…
‘ପୋଲିସ ମୋତେ ମାରିବାକୁ ଚାହୁଁଛି’
ଲକ୍ଷ୍ନୌ,୧୮।୭: ଭାଜପା ବିଧାୟକ ଫତେହ ବାହାଦୂର ସିଂ ଉତ୍ତରପ୍ରଦେଶ ପୋଲିସ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ପୋଲିସ ଅପରାଧୀମାନଙ୍କ ସହ ମିଶି ତାଙ୍କୁ ମାରିବାକୁ ଚାହୁଁଥିବା ସେ କହିଛନ୍ତି। ତେବେ ଫତେହ ବାହାଦୂର ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂଙ୍କ…
ଏହି କାରଣକୁ ନେଇ ଗମ୍ଭୀର-ଜୟ ଶାହାଙ୍କ ମଧ୍ୟରେ ଫାଟ!
ନୂଆଦିଲ୍ଲୀ,୧୮।୭: ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ କିଏ ହେବେ? ଏହି ପ୍ରଶ୍ନ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। କିନ୍ତୁ ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକଙ୍କୁ ନେଇ ବିବାଦ ଲାଗି ରହିଛି। ବିସିସିଆଇ ସଚିବ ଜୟ ଶାହା ଏବଂ ନୂତନ ମୁଖ୍ୟ…
ପୁରୁଷୋତ୍ତମପୁର ତହସିଲରେ ଅବ୍ୟବସ୍ଥା, ମୌଳିକ ସେବା ଯୋଗାଇବାକୁ ଦାବି କଲା ଭାଜପା
ପୁରୁଷୋତ୍ତମପୁର,୧୮ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଗୁରୁବାର ଶାସକ ଭାରତୀୟ ଜନତା ପାର୍ଟି ସ୍ବର ଉତ୍ତୋଳନ କରିଛନ୍ତି। ଲୋକମାନେ ତହସିଲରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଭାଜପାର ପ୍ରତିନିଧିମାନେ…
Archives


