ଶାହାଙ୍କ ମନ୍ତବ୍ୟ ଶୁଣି ରାଗିଗଲେ ଅଜିତ ଗୋଷ୍ଠୀର ନେତା
ପୁଣେ,୨୩।୭: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ମହାୟୁତିରେ ଆଲୋଡ଼ନ ହେବାର ସମ୍ଭାବନା ଅଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଶରଦ ପାୱାରଙ୍କୁ ନେଇ କହିଥିଲେ ଯେ ସେ ଦୁର୍ନୀତିକୁ ସଂସ୍ଥାପିତ କରିଛନ୍ତି। ଏହା ଉପରେ ଅଜିତ ପାୱାର ଦଳର ନେତା…
ଦିନେ କପଡା ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏହି ଅଭିନେତା: ଏବେ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସାଉଥ୍ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟା ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୂର୍ଯ୍ୟ ଜୁଲାଇ ୨୩, ୧୯୭୫ରେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ସୂର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ସରଭାନନ ଶିବକୁମାର। ସେ ତାମିଲ ଅଭିନେତା ଶିବକୁମାରଙ୍କ ପୁଅ।…
ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଲେ ସୀତାରମଣ, ଲଗାତାର ୭ଥର ବଜେଟ ଉପସ୍ଥାପନ କରି ଏହି ନେତାଙ୍କ ଭାଙ୍ଗିବେ ରେକର୍ଡ
ନୂଆଦିଲ୍ଲୀ,୨୩।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି। ସେ କିଛି ସମୟ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ। ସେ ବଜେଟର ଏକ କପି ରାଷ୍ଟ୍ରପତିଙ୍କୁ ମଧ୍ୟ ଦେବେ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ଟାରେ ଦେଶର ସଂସଦରେ…
ଓ୍ବିକରେ ୩ ଦିନ ଅଫ୍, କରିବାକୁ ପଡିବ ଏତିକି ଘଣ୍ଟା କାମ
ବେଙ୍ଗାଲୁରୁ,୨୩।୭: ITES କର୍ମଚାରୀ ସଂଘ (କିଟୁ) ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ ସରକାରଙ୍କୁ IT / ITES / BPO କ୍ଷେତ୍ର କର୍ମଚାରୀଙ୍କ ପାଇଁ କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ରିପୋର୍ଟ ହୋଇଥିବା ଯୋଜନାକୁ ପୁନର୍ବିଚାର କରିବାକୁ ଅନୁରୋଧ କରିଛି। ୟୁନିୟନ ଅନୁଯାୟୀ, ସରକାର…
ପୁଣି ଭାରତର ଟେନ୍ସନ୍ ବଢାଇଲା ନେପାଳ
ନୂଆଦିଲ୍ଲୀ/କାଠମାଣ୍ଡୁ,୨୩।୭: ନେପାଳରେ ଚାଇନା ସମର୍ଥକ ଓଲି ସରକାର ଗଠନ ହେବା ସହିତ ଭାରତ-ନେପାଳ ସୀମା ବିବାଦ ପ୍ରସଙ୍ଗ ପୁଣି ଥରେ ତୀବ୍ର ହେବାରେ ଲାଗିଛି। ନେପାଳର ନୂତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଲିମ୍ପିଆଡୁରା, ଲିପୁଲେଖ, କାଲାପାନି ସମେତ ମହାକାଲି ନଦୀର…
ଏଆଇକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଅର୍ଥମନ୍ତ୍ରୀ: ଭବିଷ୍ୟତରେ ଚାକିରି…
ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ସରକାର ଆଜି ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ସରକାର ଏକ ଅଥ ର୍ନୈତିକ ସର୍ଭେ ଉପସ୍ଥାପନ କରିଛନ୍ତି। ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) ସମ୍ବନ୍ଧୀୟ ସୂଚନା ଦିଆଯାଇଛି। ଏହା ସହିତ ରୋଜଗାର ଉପରେ ଏହାର କି ପ୍ରଭାବ ପଡିପାରେ…
ଆଶୀର୍ବାଦ ଅଟାର ନବୋନ୍ମେଷୀ ଅଭିଯାନ
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମହୋତ୍ସବରେ ‘ଆଶୀର୍ବାଦ ଅଟା’ ସାମିଲ ହୋଇଛି। ଏପରିକି ଏହି ଅନନ୍ୟ ଆଞ୍ଚଳିକ ପାର୍ବଣର ଏକ ଆକାଂକ୍ଷିତ ଅଂଶ ହୋଇ ବ୍ରାଣ୍ଡ୍ ରହି ଆସିଛି।…
ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜୁନ୍ ଶେଷ ସୁଦ୍ଧା ହୋଇଥିବା ବ୍ୟାଙ୍କର ପ୍ରଥମ ତ୍ରୈମାସିକ…
ଦିନିକିଆ ବାୟୋମେଡିକାଲ ଆଣ୍ଡ ରିସର୍ଚ୍ଚ ଓ୍ବାର୍କଶପ
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ସରକାରୀ ପ୍ରତିଷ୍ଠାନ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ବା ପିଆର୍ଏମ୍ଏମ୍ସିଏଚ୍ ବାରିପଦା ଏବଂ ଆଇସିଏମ୍ଆର୍୍-ଆର୍ଏମ୍ଆର୍ସି ଭୁବନେଶ୍ୱରର ମିଳିତ ସହଭାଗିତାରେ ଏକ ଦିନିକିଆ କର୍ମଶାଳା ‘ଜୈବ ଚିକତ୍ସା ଏବଂ ସ୍ବାସ୍ଥ୍ୟ ଗବେଷଣା’ ଶୀର୍ଷକ…
ଡ୍ରିମ୍ସରେ ଏଆଇଏମ୍ଏସ୍ର ରାଜ୍ୟ ସମ୍ମିଳନୀ
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଆସୋସିଏଶନ୍ ଅଫ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ ସ୍କୁଲ(ଏଆଇଏମ୍ଏସ୍)ର ଓଡ଼ିଶା ରାଜ୍ୟ ଶାଖାର ଏକ ଦିନିକିଆ ସମ୍ମିଳନୀ ଓ ଆଲୋଚନାଚକ୍ର ସୋମବାର କଟକର ଟାଙ୍ଗୀସ୍ଥିତ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏପରିକି…
ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍ଇଣ୍ଡିଆ: ସେଲ୍ଫି ନେଲେ ଖେଳାଳି
କଲମ୍ବୋ,୨୩।୭: ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି। ମୁଖ୍ୟ କୋଚ ଗୌତମ ଗମ୍ଭୀର ମଧ୍ୟ ଭାରତୀୟ ଦଳ ସହ ପହଞ୍ଚିଛନ୍ତି। ମୁଖ୍ୟ କୋଚ ଭାବରେ ଏହା ଗମ୍ଭୀରଙ୍କ ପ୍ରଥମ ଗସ୍ତ। ଟିମ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ୩ ମ୍ୟାଚ ଟି-୨୦ ଏବଂ…
ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍ ବରୋଦା(ବିଓବି)ର ୧୧୭ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ବିଓବି କଟକ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ମଧ୍ୟ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ କଟକ…
Archives


