ଆଜି ଏତିକି ବେଳେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପ୍ରଧାନମନ୍ତ୍ରୀ କିସ୍ତି ଟଙ୍କା
ଭୁବନେଶ୍ୱର,୧୮ା୬ (ଅନିଲ ଦାସ):କେନ୍ଦ୍ର ସରକାର ଚାଷୀଙ୍କୁ ଜୁନ୍ ୧୮ରେ ପିଏମ୍-କିଷାନ ଯୋଜନାରେ ୧୭ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି। ସାରା ଦେଶରେ ଏହି ଦିନକୁ ପିଏମ୍-କିଷାନ ଉତ୍ସବ ଦିବସ ଆକାରରେ ପାଳନ କରାଯାଉଛି। ଓଡ଼ିଶାରେ ମଧ୍ୟ ମଙ୍ଗଳବାର ଅପରାହ୍ନ ୪ଟା ୩୦ରୁ…
ଲେଖିକା ହେଲେ ଆଲିଆ
ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଲେଖିକା ଭାବରେ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ ‘ଇଡି ଫାଇଣ୍ଡ୍ସ ଏ ହୋମ୍’ ନାମକ ନିଜର ପ୍ରଥମ ଶିଶୁ ଚିତ୍ର ପୁସ୍ତକ ରବିବାର ଉନ୍ମୋଚନ କରିଛନ୍ତି। ମା’ ସୋନି ରାଜଦାନ ଏବଂ…
ଅଟିଜମ୍ ପିଲାଙ୍କୁ ଆଦର ଲୋଡ଼ା
ପ୍ରତିବର୍ଷ ଜୁନ୍ ୧୮କୁ ‘ଓ୍ବାଲର୍ଡ ଅଟିଜମ୍ ପ୍ରାଇଡ୍ ଡେ’ ଭାବେ ପାଳନ କରାଯାଇଆସୁଅଛି। ଏହି ଅବସରରେ ଚଳିତ ବର୍ଷର ସ୍ଲୋଗାନ ରହିଛି ‘ଟେକିଂ ଦ ମାସ୍କ ଅଫ୍’ ଅର୍ଥାତ୍, ଅଟିଜମ୍ ଆକ୍ରାନ୍ତ ପିଲାଙ୍କୁ ଘୃଣା ନ କରି ସେମାନଙ୍କୁ ଆଦର କରିବା,…
କୁକି, ମେଇତି ସମ୍ପ୍ରଦାୟ ସହ ଆଲୋଚନା କରିବ କେନ୍ଦ୍ର
ନୂଆଦିଲ୍ଲୀ,୧୮।୬: ମଣିପୁର ଜାତିଆଣ ହିଂସା ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ସୋମବାର ଏହା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାହା ଉକ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ…
ଓ୍ବାଇକରଙ୍କ ଶପଥକୁ ବନ୍ଦ କରାଯାଉ
ମୁମ୍ବାଇ,୧୮ା୬: ମୁମ୍ବାଇ ନର୍ଥ ଓ୍ବେଷ୍ଟ ଆସନରୁ ଶିବସେନା (ଶିନ୍ଦେ) ଟିକେଟରେ ନିର୍ବାଚନ ଲଢ଼ି ମାତ୍ର ୪୮ ଭୋଟ ବ୍ୟବଧାନରେ ଜିତିଥିବା ରବୀନ୍ଦ୍ର ଓ୍ବାଇକର ଭୋଟଗଣତିରେ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଜୁନ୍ ୪ରେ ଗୋରେଗାଓଁସ୍ଥିତ ଭୋଟ ଗଣତି କେନ୍ଦ୍ରରେ ରବୀନ୍ଦ୍ରଙ୍କ ଶାଳକ ମଙ୍ଗେଶ…
ରେଳ ମନ୍ତ୍ରଣାଳୟର ଅବ୍ୟବସ୍ଥାକୁ ଦାୟୀ କଲେ ବିରୋଧୀ
ନୂଆଦିଳ୍ଲୀ,୧୮ା୬: ପଶ୍ଚିମବଙ୍ଗ ଟ୍ରେନ୍ ଦୁର୍ଘଟଣାକୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ କରିଛନ୍ତି। ରେଳ ମନ୍ତ୍ରଣାଳୟର ଅତ୍ୟନ୍ତ କୁପରିଚାଳନା କାରଣରୁ ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା ଘଟି ଏତେସଂଖ୍ୟାରେ ଲୋକଙ୍କ ଜୀବନ ଗଲା। ଏଥିପାଇଁ…
ମନକୁ ହାଲୁକା କରେ ପିକ୍ନିକ୍
ସାରା ବିଶ୍ୱରେ ଜୁନ୍ ୧୮ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ପିକ୍ନିକ୍ ଡେ’ ବା ବିଶ୍ୱ ବଣଭୋଜି ଦିବସ। ଏହି ସ୍ବତନ୍ତ୍ର ଦିନରେ ଲୋକମାନେ ପିକ୍ନିକ୍ ମାଧ୍ୟମରେ ନିଜର ସାଙ୍ଗସାଥୀଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି। ଜଣେ ଅନ୍ୟ ଜଣଙ୍କ ସହ ସମୟ ଅତିବାହିତ…
ହୋଇଗଲା ଫାଇନାଲ! ଓଡ଼ିଶାର ଏହି ନେତାଙ୍କୁ ମିଳିପାରେ ଲୋକ ସଭାର ବାଚସ୍ପତି ପଦ
ନୂଆଦିଲ୍ଲୀ,୧୭।୬: ଲୋକ ସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ସୂଚନାନୁଯାୟୀ, ବାଚସ୍ପତି ଦୌଡରେ ସବୁଠାରୁ ଆଗରେ ଅଛନ୍ତି ଓଡ଼ିଶାର କଟକରୁ ଜିତିଥିବା ଭର୍ତ୍ତୃହରି ମହାତବ ଓ…
ଖାର୍ଗେଙ୍କ ବଡ଼ ଘୋଷଣା: ରାହୁଲ ଗାନ୍ଧୀ ଦେବେ ଇସ୍ତଫା, ୱାୟନାଡରୁ ନିର୍ବାଚନ ଲଢିବେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୭।୬: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ଘୋଷଣା କରିଛନ୍ତି ଯେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକ ସଭା ଆସନ ଛାଡିବେ ଏବଂ ରାଏବରେଲିରୁ ଏମ୍ପି ରହିବେ। ଏଥିସହିତ ଖାର୍ଗେ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି, କଂଗ୍ରେସ…
ଜାଣନ୍ତୁ କେଉଁ ଜିଲାରେ ଖୋଲିବ ସ୍କୁଲ, କେଉଁଠି ରହିବ ବନ୍ଦ
ଭୁବନେଶ୍ୱର,୧୭।୬: ପାଗ ବିଗୁଡୁଥିବାରୁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କ ଉପରେ ଛଡା ଯାଇଛି। ପାଣିପାଗର ସ୍ଥିତି ଦେଖି ଜିଲାପାଳମାନେ ସ୍କୁଲ ଖୋଲିପାରିବେ। ଏହି କ୍ରମରେ ଆସନ୍ତାକାଲି ଦେବଗଡ଼…
ପ୍ରଥମଥର କଟକ ଗସ୍ତରେ ଯାଇ ଏମିତି ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
କଟକ, ୧୭।୬(ଶିଳ୍ପା ପ୍ରିୟଦର୍ଶିନୀ)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କଟକ ଗସ୍ତରେ ଆସି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ପରେ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀ ବୁଲି ଦେଖିଥିଲେ। ପରେ ମୁଖ୍ୟମନ୍ତ୍ରୀ ବକ୍ସି…
ସ୍କୁଲ ଖୋଲିବାକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୧୭।୬(ଅସମାପିକା ସାହୁ): ଆସନ୍ତାକାଲି ସରୁଛି ଖରାଛୁଟି। ଏହାରି ମଧ୍ୟରେ ସ୍କୁଲ ଖୋଲିବାକୁ ନେଇ ବଡ଼ ଅପଡେଟ୍ ଆସିଛି। ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲାପାଳମାନେ ସ୍କୁଲ ଛୁଟି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲାପାଳମାନେ…
Archives


