Home

୬ଜିଲାରେ ମୌସୁମୀ, ୩ ଦିନ କାଳବୈଶାଖୀ

ଭୁବନେଶ୍ୱର,୨୧।୬(ଅନୁରାଧା ମହାରଣା): ଧୀରେ ଧୀରେ ଆଗକୁ ବଢ଼ୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୨ଦିନ ମଧ୍ୟରେ ମୌସୁମୀ ଅଗ୍ରଗତି ହେବା ନେଇ ସ୍ଥିତି ଅନୁକୂଳ ରହିଛି। ପୂର୍ବରୁ ମୌସୁମୀ ମାଲକାନଗିରି, କୋରାପୁଟ, ନବରଗଙ୍ଗପୁର ଜିଲାକୁ ଛୁଇଁଥିବାବେଳେ ଗୁରୁବାର କଳାହାଣ୍ଡି, ରାୟଗଡ଼ା ଓ…

ଆଜି ପୂର୍ବାହ୍ନ ୧୧ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ, ୨୧ା୬(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ୨୨ ତାରିଖରେ ସ୍ନାନଯାତ୍ରା। ଏହି ଅବସରରେ ଚତୁର୍ଦ୍ଧାବିଗ୍ରହ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିବେ। ଶ୍ରୀବିଗ୍ରହମାନେ ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ। ତେବେ…

୨ଦିନରେ ୩ ଜୀବନ ନେଇଗଲେ ନାବାଳକ

ଭଦ୍ରକ,୨୧ା୬(ସନାତନ ରାଉତ): ଜଣେ ୧୫ ବର୍ଷୀୟ ନାବାଳକ ଦୁଇଦିନରେ ୩ଜଣଙ୍କ ଜୀବନ ନେଇଯାଇଛନ୍ତି। ପ୍ରଥମେ ନିଜ ଆଈଙ୍କୁ ମାରି ଦେବା ପରେ ଜଣେ ମହିଳା ଓ ତାଙ୍କ ଝିଅକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ…

୨ ଜିଲାକୁ ଯୋଡୁଛି ବାଉଁଶପୋଲ

ଚମ୍ପୁଆ,୨୧ା୬(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର କାଟୁଳିକନାଠାରେ ବୈତରଣୀ ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବାଉଁଶପୋଲ ୨ ଜିଲାକୁ ଯୋଡ଼ୁଛି। ପୋଲ ଉପରେ ୪ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ଯାତାୟାତ କରୁଛନ୍ତି। ୨ ଜିଲାକୁ ଗମନାଗମନ…

ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଯୋଗ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଏବଂ ଧ୍ୟାନର ଦେଶ କଶ୍ମୀରକୁ ଆସିବାର…

ଏ ଯାଏ ସରିଲାନି ଡ୍ରେନ୍‌ ସଫେଇ

ଭୁବନେଶ୍ୱର,୨୧।୬(ବନ୍ଦନା ସେଠୀ): ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚତ୍ ସାରିଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ବର୍ଷା ହେଉଛି। ମାତ୍ର ଏଯାଏ ମୌସୁମୀ ବର୍ଷା ଓ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ନ ଥିବା ଜଣାପଡିଛି। ବିଏମ୍‌ସିର…

ଅପରିଷ୍କାର ହୋଇପଡ଼ିଛି ମଙ୍ଗଳା ନଦୀ

ପୁରୀ,୨୧ା୬(ଅଜିତ୍‌ କୁମାର ମହାନ୍ତି): ପୁରୀ ସଦର ବ୍ଲକ ସମଙ୍ଗରା ପଞ୍ଚାୟତ ଅନ୍ତର୍ଗତ ଖଡ଼ିପଦା ଗ୍ରାମର ମେଳଣ ପଡ଼ିଆରେ ଗୁରୁବାର ସମାଜସେବୀ ସୂର୍ଯ୍ୟନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳା ନଦୀ ଅପରିଷ୍କାର ହୋଇପଡ଼ିଥିବାରୁ ଏହାର ପୁନରୁଦ୍ଧାର ପାଇଁ ବୈଠକରେ…

କାହିଁକି ହାରିଲା ବିଜେଡି: ଖୋଲାଖୋଲି କହିଦେଲେ ବବି ଦାସଙ୍କ ଭାଇ

ରସୁଲପୁର,୨୧ା୬(ରଞ୍ଜିତ ରାଉତ):ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ୯ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାସଭ୍ୟ, ବିଜେଡିର ଛାମୁଆ କର୍ମୀଙ୍କୁ ନେଇ ଗୁରୁବାର କୁଆଖିଆ ଏସ୍‌କେ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନରେ…

ସାମୁଦ୍ରିକ ମାଛ ନେବାକୁ ଆମେରିକା ଅରାଜି

ପାରାଦୀପ,୨୧ା୬(ଶରତ ରାଉତ): ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟରେ ପ୍ରମୁଖ ରୋଜଗାରର ଉତ୍ସ ହେଉଛି ସାମୁଦ୍ରିକ ମାଛ। ସମୁଦ୍ରରୁ ମାଛ ଧରି ବିଦେଶକୁ ରପ୍ତାନି କରି ମତ୍ସ୍ୟଜୀବୀମାନେ ପ୍ରତିପୋଷଣ ହୋଇଥାନ୍ତି। ସାମୁଦ୍ରିକ ମାଛର ବଡ଼ ବଜାର ହେଲା ଆମେରିକା। ଚଳିତ…

କେଜରିଓ୍ବାଲ ଜେଲରୁ ବାହାରକୁ ଆସିବା ପୂର୍ବରୁ ଇଡି ଯିବ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୬: ଅରବିନ୍ଦ କେଜରିୱାଲଙ୍କ ଜାମିନ ମାମଲାରେ ଟ୍ରାଏଲ କୋର୍ଟର ନିଷ୍ପତ୍ତି ବିରୋଧରେ ଶୁକ୍ରବାର ସକାଳେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବ। ବାସ୍ତବରେ ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଏକ୍ସାଇଜ ପଲିସି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ…

ମୋଦିଙ୍କ ରାଲିରେ ଚପଲ ମାଡକୁ ନେଇ କ’ଣ ପ୍ରତିକ୍ରିୟା ରଖିଲେ ରାହୁଲ

ନୂଆଦିଲ୍ଲୀ,୨୦।୬: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର (ଜୁନ ୨୦) ୟୁଜିସି-ନେଟ ଏବଂ ନିଟ-ୟୁଜି ପରୀକ୍ଷାରେ ପେପର ଲିକ ହେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଏହି ସମୟରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି…

ସଞ୍ଜୟ ରାଉତଙ୍କ ଦାବି, ଅଯୋଗ୍ୟ ଘୋଷିତ ହୋଇ ପାରନ୍ତି ଶାସକ ଦଳର ବିଧାୟକ

ନୂଆଦିଲ୍ଲୀ,୨୦।୬: ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଯେ ତାଙ୍କ ଦଳ ଆଗାମୀ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଯିବେ। ସେ କହିଛନ୍ତି ଯେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବା ଶାସକ ଦଳର ବିଧାୟକମାନେ ଅଯୋଗ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri