ବଢ଼ିଲା କନ୍ଦଳ: ପିସିସି ସଭାପତିଙ୍କ ଇସ୍ତଫା ଦାବି
ଭୁବନେଶ୍ୱର,୨୭ା୬: ସାଧାରଣ ନିର୍ବାଚନରେ ପରାଜୟ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ ପିସିସି ସଭାପତି ଇସ୍ତଫା ଦେଇ ଦେବା ଉଚିତ ବୋଲି କହିଛନ୍ତି। ଦଳର ଶୋଚନୀୟ ପରାଜୟ ପାଇଁ ପିସିସି…
ଜାତୀୟ ସଙ୍ଗିତକୁ ଅପମାନିତ କରିଛନ୍ତି ଓମ ବିର୍ଲା? ଜାଣନ୍ତୁ କାହିଁକି ଏମିତି କହିଲେ ସୁପ୍ରିୟା ଶ୍ରୀନେତ
ନୂଆଦିଲ୍ଲୀ,୨୭।୬: ଗୁରୁବାର ସଂସଦର ସ୍ବତନ୍ତ୍ର ଅଧିବେଶନର ଚତୁର୍ଥ ଦିନ। ୧୮ତମ ଲୋକ ସଭାରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଅଭିଭାଷଣ ଦେଇଥିଲେ ଏବଂ ସେ ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ଏସବୁ ମଧ୍ୟରେ କଂଗ୍ରେସ ମୁଖପାତ୍ର ଲୋକ ସଭା ବାଚସ୍ପତି…
ରାଜନୈତିକ ଚାପକୁ ନେଇ ମୁହଁ ଖୋଲିଲେ ସୁପ୍ରିକୋର୍ଟର ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୨୭।୬: ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ ରାଜନେତିକ ଚାପକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ୨୪ ବର୍ଷ ଧରି ବିଚାରପତି ଭାବେ କାର୍ଯ୍ୟ କରୁଛି, କିନ୍ତୁ କୌଣସି ରାଜନୈତିକ ଚାପରେ କେବେ କାମ କରିନାହାଁନ୍ତି। ଅକ୍ସଫୋର୍ଡ ୟୁନିଅନର…
ସଂସଦରେ ବଡ ଘୋଷଣା କଲେ ରାଷ୍ଟ୍ରପତି, ଦେଶର ବରିଷ୍ଠ ନାଗରିକଙ୍କୁ ମିଳିବ ଲାଭ
ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ଗୁରୁବାର ସମ୍ବୋଧିତ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଏକ ବଡ଼ ଘୋଷଣା କରିଥିଲେ। ସେ ଆୟୁଷ୍ମାନ ଯୋଜନା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶରେ ୭୦ ବର୍ଷରୁ…
ଐତିହାସିକ ପଦକ୍ଷେପ ନେବେ ମୋଦି ସରକାର: ରାଷ୍ଟ୍ରପତି କଲେ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୭।୬: ଦେଶରେ ୧୮ତମ ଲୋକ ସଭା ଗଠନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ଏକ ଭବିଷ୍ୟବାଣୀ କରିଛନ୍ତି। ଆଗାମୀ ବଜେଟରେ ଅନେକ ଐତିହାସିକ ପଦକ୍ଷେପ ନିଆଯିବ ବୋଲି ସେ…
ତାମିଲ ସଂସ୍କୃତିକୁ ଘୃଣା କରୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୨୭।୬: ସମାଜବାଦୀ ପାର୍ଟି ଏମପି ଆର.କେ ଚୌଧୁରୀ ଉତ୍ତରପ୍ରଦେଶର ମୋହନଲାଲଗଞ୍ଜରୁ ସେଙ୍ଗୋଲଙ୍କୁ ହଟାଇବା ପାଇଁ ଏକ ଚିଠି ଲେଖିବା ପ୍ରସଙ୍ଗ ତୀବ୍ର ହେବାରେ ଲାଗିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ସମାଜବାଦି ପାର୍ଟି ଏବଂ ଇଣ୍ଡିଆ ଆଲାଇନ୍ସକୁ…
ଆଖି ବୁଜିଲା ନାଲି ବାଘୁଣୀ ‘ସାରା’
ଭୁବନେଶ୍ୱର,୨୭।୬: ନନ୍ଦନକାନନରେ ଆଖି ବୁଜିଛି ନାଲି ବାଘୁଣୀ ‘ସାରା’। ବାଘ ସଫାରୀର ୩୩ ନମ୍ବର ଖୁଆଡରେ ରହୁଥିବା ଏହି ବାଘୁଣୀଟି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା। ତେବେ ସାରା ୨୦୦୯ରେ ଭୋପାଳ ଚିଡ଼ିଆଖାନାରୁ ଓଡ଼ିଶା ଆସିଥିଲା। ଏବେ ତାକୁ ୧୯ ବର୍ଷ…
ପୂର୍ବତନ ରାଷ୍ଟ୍ରପତିଙ୍କୁ ୪୫ ବର୍ଷ ଜେଲ
ତେଗୁସିଗଲପା,୨୭।୬: ପୂର୍ବ ଆମେରିକୀୟ ଦେଣ ହଣ୍ଡୁରାସର ପୂର୍ବତନ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହର୍ନାଡେଜଙ୍କୁ ଆମେରିକାର ଏକ କୋର୍ଟ ୪୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଡ୍ରଗ୍ସ କାରବାର ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଦଣ୍ଡିତ କରାଯାଇଛି। ଏହା ସହିତ ତାଙ୍କ ଉପରେ ୮ ମିଲିୟନ…
ନିଜ IRCTC ଆକାଉଣ୍ଟରୁ ଅନ୍ୟମାନଙ୍କ ପାଇଁ ଟିକେଟ୍ ବୁକ୍ କଲେ ହୋଇପାରେ ଜେଲ! ସ୍ପଷ୍ଟ କଲା ଆଇଆରସିଟିସି
ନୂଆଦିଲ୍ଲୀ,୨୭।୬:ଭାରତୀୟ ରେଲଓ୍ବେରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକ ଷ୍ଟେସନ ପରିବର୍ତ୍ତେ ଅନଲାଇନ ଟିକେଟ ପ୍ଲାଟଫର୍ମ IRCTC ରୁ ଟ୍ରେନ ଟିକେଟ ବୁକ୍ କରୁଛନ୍ତି। ଏବେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯେଉଁଠି ଲୋକମାନେ…
ଜେ ପି ନଡ୍ଡା ରାଜ୍ୟ ସଭା ନେତା ନିଯୁକ୍ତ
ନୂଆଦିଲ୍ଲୀ,୨୭।୬: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ରାଜ୍ୟ ସଭାର ନେତା ଭାବେ ଗୁରୁବାର ନିଯୁକ୍ତ କରାଯାଇଛି। ଉଚ୍ଚ ସଦନର ୨୬୪ତମ ଅଧିବେଶନରେ ଏନେଇ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
NEET ପେପର ଲିକ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ହାତରେ ଲାଗିଲା ଏହି ବଡ଼ ପ୍ରମାଣ
ନୂଆଦିଲ୍ଲୀ,୨୭ା୬: ନିଟ୍ ପେପର ଲିକ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମହାରାଷ୍ଟ୍ରରୁ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ପେପର ଲିକ୍ ମାମଲାର ତଦନ୍ତ କରୁଥିବା ଲାଟୁର ପୋଲିସ କେବଳ ନିଟ୍ ନୁହେଁ ବରଂ ଗ୍ରେଡ୍ ସି ଏବଂ ଗ୍ରେଡ୍ ବି…
‘ତାନାଶାହାର ବିନାଶ ହୋଇଯାଉ, ଏବେ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା’
ନୂଆଦିଲ୍ଲୀ,୨୭।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଥମେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ସିବିଆଇ ତାଙ୍କୁ ଗିରଫ କରିନେଇଛି। ଏପରିକି ଦିଲ୍ଲୀ କୋର୍ଟ ତାଙ୍କୁ ୩ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛି।…
Archives


