Home

ଆମେରିକା ରାଷ୍ଟ୍ରପତି ରେସ୍‌ରୁ ଓହରିଲେ କେନେଡି, ଏବେ ଏହି ପ୍ରାର୍ଥୀଙ୍କୁ କରିବେ ସମର୍ଥନ

ଓ୍ବାଶିଂଟନ୍‌,୨୪।୮: ଆମେରିକାର ରାଷ୍ଟ୍ରପତି ରେସ୍‌ରୁ ରବର୍ଟ ଏଫ କେନେଡି ଜ୍ରୁ ଶୁକ୍ରବା ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ବର୍ତ୍ତମାନ ସେ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବେ। କେନେଡି ନିର୍ବାଚନ କ୍ଷେତ୍ରରେ ରହି ଗଣତାନ୍ତ୍ରିକ ପ୍ରାର୍ଥୀ କମଲା…

ବିଏସ୍‌ଏନ୍‌ଲ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ବର୍ଷେ ପର୍ଯ୍ୟନ୍ତ ମାଗଣା କଲ୍‌, ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ,୨୪।୮: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଆଜି ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଘରୋଇ କମ୍ପାନୀଗୁଡିକର ରିଚାର୍ଜ ଯୋଜନା ମହଙ୍ଗା ହେବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଘରୋଇ କମ୍ପାନୀଗୁଡିକ କିଛି ଦିନ ପୂର୍ବରୁ ସେମାନଙ୍କ ଯୋଜନାକୁ ୬୦୦ରୁ…

କିଏ ରହିବେ ଅଭିଯୁକ୍ତଙ୍କ ପକ୍ଷର ଓକିଲ? କୋଲାକାତା ମାମଲାକୁ ନେଇ ବଢୁଛି ପ୍ରଶ୍ନ

କୋଲକାତା,୨୪।୮: କୋଲକାତାର ଆର.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ନିର୍ମମ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସରକାରୀ ଓକିଲ ପ୍ରଦାନ କରାଯାଇଛି। ଏହାପୂର୍ବରୁ କୋର୍ଟ ‘ପଶୁ ପ୍ରବୃତ୍ତି’ ଥିବା ସଞ୍ଜୟ…

ଭାରତ ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ!

ନୂଆଦିଲ୍ଲୀ,୨୪।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ବିଗୁଲ ବାଜିବା ଦିନଠାରୁ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନାର ପରିସ୍ଥିତି ସ୍ପଷ୍ଟବାରି ହୋଇପଡୁଛି। ବର୍ତ୍ତମାନ ବର୍ଡର ଗାର୍ଡସ୍‌ ବାଂଲାଦେଶ (ବିଜିବି) ଭାରତ-ବାଂଲାଦେଶ ସୀମା ନିକଟରେ ପୂର୍ବରୁ ଚାଲିଥିବା କ୍ୟାଟେଲ ଫେସିଂ କାମ ବନ୍ଦ କରିଦେଇଛି।…

ସାମ୍ନାକୁ ଆସିଲା ଆର୍‌.ଜି କର ହସ୍ପିଟାଲର ସେହି କାଳ ରାତିର ସିସିଟିଭି ଫୁଟେଜ୍‌, ଭୋର୍‌ ୪ଟା ସମୟରେ ସଞ୍ଜୟ…

ନୂଆଦିଲ୍ଲୀ,୨୪।୮: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଏହି ସମୟରେ ଅଗଷ୍ଟ ୯ ତାରିଖ ରାତିରୁ ସିସିଟିଭି ଫୁଟେଜ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିଯୁକ୍ତ ସଞ୍ଜୟ ରୟ…

ପାକିସ୍ତାନକୁ ଭୁଲ୍‌ରେ ପଶିଗଲା ଭାରତୀୟ ସେନା ଡ୍ରୋନ୍‌

ନୂଆଦିଲ୍ଲୀ,୨୪ା୮: ଭାରତୀୟ ସେନାର ଏକ ପର୍ଯ୍ୟବେକ୍ଷଣ ଡ୍ରୋନ୍‌ ଭୁଲ୍‌ ବଶତଃ ଜମ୍ମୁ-କଶ୍ମୀରର ରାଜେରୀ ସେକ୍ଟରରୁ ଏଲ୍‌ଓସି ଅତିକ୍ରମ କରି ପାକିସ୍ତାନକୁ ପଶିଯାଇଥିଲା। ଅଗଷ୍ଟ ୨୩ ସକାଳ ୯ଟା ୩୦ରେ ଏହି ଘଟଣା ଘଟିଛି। ତେବେ ପାକିସ୍ତାନ ସେନା ଏହି ଡ୍ରୋନ୍‌ଟିକୁ ପାଇଥିବା…

ପୋଖରୀକୁ ଡେଇଁ ପଡ଼ିଲେ ବଳାତ୍କାର ଅଭିଯୁକ୍ତ: ଜଳକା ପାଲଟିଲା କ୍ରାଇମବ୍ରାଞ୍ଚ ଟିମ୍‌, ଆଉ ତା’ପରେ

ଗୁଆହାଟୀ,୨୪।୮: ଆସାମର ନାଗାଓଁ ଜିଲାର ଜଣେ ୧୪ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ତଫଜୁଲ ଇସଲାମର ଦେହାନ୍ତ ହୋଇଛି। ଆଜି ସକାଳ ୪ଟା ସମୟରେ ପୋଲିସ ଅଭିଯୁକ୍ତ ତାଫଜୁଲ ଇସଲାମକୁ କ୍ରାଇମବ୍ରାଞ୍ଚ ନେଇ ସିନ୍‌ ରିକ୍ରିଏଟ୍‌ କରିଥିଲା। ତା’ପରେ…

ମୋଦିଙ୍କ ଆଗରେ ଏମିତି ପ୍ରସ୍ତାବ ରଖିଦେଲେ ଜେଲେନସ୍କି, ଯାହା କରିବା ସମ୍ଭବ ନୁହେଁ

କିଭ୍‌,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଦ୍ୱିତୀୟ ୟୁକ୍ରେନ ଶାନ୍ତି ସମ୍ମିଳନୀ ଆୟୋଜନ କରିବାକୁ ଭାରତକୁ ପ୍ରସ୍ତାବ ଦେଇଛନ୍ତି। ଜେଲେନସ୍କି କହିଛନ୍ତି, ସେ ତାଙ୍କ ଧାରଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚାଇଛନ୍ତି ଏବଂ ଭାରତରେ ଶାନ୍ତି ସମ୍ମିଳନୀ ଆୟୋଜିତ…

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୪ା୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଏବଂ ମରାମତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଏସ୍‌ଆଇ ଡିଜିଙ୍କୁ ରାତାରାତି ଚିଠି ଲେଖିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ସମ୍ପର୍କରେ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଯାଞ୍ଚ କରି ମରାମତି…

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ସଚେତନତା ଶିବିର

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ପ୍ରୋତ୍ସାହନ ଦେବା ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ତଥା ଏହି ଯୋଜନାର ପ୍ରଚାର ପାଇଁ ୟୁକୋ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁଚରଣ…

କେୟାର ହସ୍ପିଟାଲର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ ପକ୍ଷରୁ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ରୋବୋଟିକ୍‌ ପଦ୍ଧତିରେ କିଭଳି ବିଭିନ୍ନ ପ୍ରକାର ଆଣ୍ଠୁ…

ସିଲ୍କ ଇଣ୍ଡିଆ ଏକ୍‌ଜିବିଶନ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୮ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ହୋଟେଲ ନ୍ୟୁ ମାରିୟନଠାରେ ଏକ ୯ ଦିନିଆ ସିଲ୍କ ଇଣ୍ଡିଆ ସ୍ବତନ୍ତ୍ର ପ୍ରଦଶର୍ନୀର ଆୟୋଜନ କରାଯାଇଛି। ଏପରିକି ଶୁକ୍ରବାର ସିଲ୍କ ଇଣ୍ଡିଆ ଏକ୍‌ଜିବିଶନ ଆଣ୍ଡ ସେଲ୍‌ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri