Home

ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ମିଛ କହୁଥିବା ଲୋକଙ୍କୁ…

ଭୁବନେଶ୍ୱର,୨୫ା୮: ସୁଭଦ୍ରା ଯୋଜନା ପ୍ରସଙ୍ଗରେ ଭାଜପା ସରକାରକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଥିଲେ। ତେବେ ଏହି କଥାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନବୀନଙ୍କୁ କଡ଼ା କଟାକ୍ଷ କରିଛନ୍ତି। ପ୍ରଭାତୀ କହିଛନ୍ତି, କାଳିଆ ଯୋଜନା କଥା ଉଠାଇ,…

ବାଇକ୍‌ରେ ଖଞ୍ଜା ଯାଇଥିଲା ରିମୋଟ୍‌ ବୋମା: ବିସ୍ଫୋରଣ ହୋଇ ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର

ଇସଲାମାବାଦ,୨୫ା୮: ପାକିସ୍ତାନର ବାଲୁଚିସ୍ତାନର ପିଶିନ ଜିଲାର ଏକ ଥାନା ନିକଟରେ ବିସ୍ଫୋରଣ ଘଟି ୨ ଶିଶୁ ସମେତ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଥିବା ଜଣାପଡ଼ିଛି।…

ମେସେଜିଂ ଆପ୍‌ ଟେଲିଗ୍ରାମ୍‌ର ପ୍ରତିଷ୍ଠାତା ଗିରଫ

ପ୍ୟାରିସ୍‌,୨୫ା୮: ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଗିରଫ କରିଛି ପୋଲିସ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ଡୁରୋଭଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସେ ପ୍ରାଇଭେଟ ଜେଟ୍‌ରେ ଆଜରବାଇଜାନ ଯିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା ପରେ…

ଗହୀରମଥାରେ ନୀଳରକ୍ତ କଙ୍କଡ଼ାଙ୍କ ଜିଓ ଟ୍ୟାଗିଂ ହେଲାନି

ମହାକାଳପଡ଼ା,୨୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବହୁଳ ମାତ୍ରାରେ ଦେଖାଯାଉଥିବା ବିରଳ ପ୍ରଜାତିର ନୀଳରକ୍ତ କଙ୍କଡ଼ା ବା ହର୍ସୁକ୍ରାବର ଜିଓ ଟ୍ୟାଗିଂ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇନାହିଁ। ବାଲେଶ୍ୱର ଜିଲାରେ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌…

ଏଇ ଭାରତରେ

ତତ୍ତ୍ୱଶୀ କୁମ୍ବଲେ ଓ ଅଶୋକ ଟାଙ୍ଗେଡ ହ୍ବିସିଲବ୍ଲୋୟର ଭାବେ ବାଲ୍ୟ ବିବାହ ରୋକିବାରେ ଲାଗିଛନ୍ତି। ମହାରାଷ୍ଟ୍ରର ବିଡ୍‌ ଜିଲାରେ ସେମାନେ ଏହି ଅଭିଯାନ ଚଳାଇଛନ୍ତି। ଜିଲାପାଳ, ପୋଲିସ ଅଧୀକ୍ଷକ, ଗାଁ ମୁଖିଆଙ୍କ ସହଯୋଗରେ ଦୁଇ ବନ୍ଧୁ ପ୍ରତିବର୍ଷ ପ୍ରାୟ ୨୫୦ ବାଲ୍ୟ…

କୂଟନୀତିରେ ନୈତିକତା

ଧୁନିକ ଯୁଗରେ କୂଟନୀତିର ପରିଭାଷା ବଦଳିଯାଇଛି। ଅଧୁନା କୂଟନୀତିରେ କିଛି ଶକ୍ତିଶାଳୀ ଦେଶ କ୍ଷମତାଶାଳୀ ହୋଇ ଅନ୍ୟ ଦେଶଗୁଡ଼ିକୁ ସାମ୍ରାଜ୍ୟବାଦର ଫାଶରେ ପକାଇବାକୁ ପ୍ରୟାସ କରୁଛନ୍ତି। ସେମାନଙ୍କ ଅର୍ଥନୀତି ଯୁଦ୍ଧପୁଷ୍ଟ । କାରଣ ଖଳ କୂଟନୀତି ମାଧ୍ୟମରେ ଦୁଇ ପଡ଼ୋଶୀ ଦେଶକୁ…

ଦି କିଲୋ ଟମାଟୋ ଓ ୨୫ ପଇସା

ଫଳ ବ୍ୟକ୍ତିଙ୍କ ସଂଘର୍ଷର କାହାଣୀ ଆମକୁ ଅନେକ ପ୍ରେରଣା ଦେଇଥାଏ। ଦି କିଲୋ ଟମାଟୋକୁ ନେଇ ଗଢିଉଠିଥିବା କାହାଣୀ ଯେପରି ତାତ୍ତ୍ୱିକ ସେହିପରି ପ୍ରେରଣାଦାୟକ। ବ୍ୟକ୍ତି ଜଣଙ୍କ ବାହାରି ପଡ଼ନ୍ତି ଚାକିରି ଅନ୍ବେଷଣରେ। ଅନ୍ୟମନସ୍କ ଭାବେ ଚାଲି ଚାଲି ଯାଉଥାଆନ୍ତି। ରାସ୍ତାରେ…

ଶୁଣିବାକୁ ପଡ଼ୁଛି

ସମଗ୍ର ବିଶ୍ୱରେ ହିଂସାକୁ ଶେଷ କରିବା ପାଇଁ ଆମେ ୟୁକ୍ରେନ୍‌ ଏବଂ ପୋଲାଣ୍ଡ ଯାଉଥିବାବେଳେ, ଭାରତରେ ହିଂସା ବିଷୟରେ ବିଶ୍ୱ କ’ଣ କହୁଛି ତାହା ଦେଖିବା ଦରକାର। ୯ ଜୁନ୍‌ ୨୦୨୨ରେ ମିଳିତ ଜାତିସଂଘର ୩ ଜଣ ସ୍ବତନ୍ତ୍ର ରେକର୍ଡର ବାଲ୍‌କ୍ରିଷ୍ଣନ…

ମୋଦି ସରକାରଙ୍କ ବଡ଼ ଘୋଷଣା, ୨୫ବର୍ଷ କାମ କରିଥିଲେ ପେନସନରେ ମିଳିବ ୫୦ପ୍ରତିଶତ

ନୂଆଦିଲ୍ଲୀ,୨୪।୮: ପେନସନ ଯୋଜନା ସମ୍ପର୍କରେ ମୋଦି ସରକାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୁଣା ପେନସନ ସ୍କିମ ଏବଂ ନୂଆ ପେନସନ ସ୍କିମ ବଦଳରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ) କୁ ଅନୁମୋଦନ କରାଯାଇଛି। ସରକାର…

ସିବିଆଇ ରୁଜୁ କଲା ମାମଲା, ଗିରଫ ହେବେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ!

କୋଲକାତା,୨୪।୮: ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବେ ଅଡୁଆରେ। ନିଜ ହସ୍ପିଟାଲର ସେମିନାର ରୁମରୁ ଟ୍ରେନି ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଦିନ ଠାରୁ ସନ୍ଦୀପ ବିବାଦରେ ରହିଛନ୍ତି। ସିବିଆଇ…

ଆସୁଛି ଲଘୁଚାପ! ୩ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୪।୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ସେହିପରି ଉତ୍ତର-ପଶ୍ଚିମବଙ୍ଗରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ୩ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପରବର୍ତ୍ତୀ…

କ୍ଲିଅର କଲେ ମନମୋହନ, କିଏ ଯିବେ ରାଜ୍ୟ ସଭା?

ଭୁବନେଶ୍ୱର,୨୪।୮: ଭାଜପା ରାଜ୍ୟ ସଭା ପ୍ରାର୍ଥୀଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ପଡିଛି ପୂର୍ଣ୍ଣଚ୍ଛେଦ । ନିଜେ ସ୍ପଷ୍ଟ କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ଓଡ଼ିଶାରେ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ସିଟ ପାଇଁ ଭାଜପାରୁ ୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri