ବଢୁଛି ଚୋରା ମଦ କାରବାର: ଆଗକୁ ଆନ୍ଦୋଳନ ପାଇଁ ସଜବାଜ
ଦାରିଙ୍ଗବାଡି,୨୬।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ସନ୍ଧ୍ୟା ନଇଁଲେ ଲୋକେ ଆଉ ଘରୁ ପଦାକୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ସେପଟେ ସନ୍ଧ୍ୟା ହେଲେ ଦୋକାନବଜାର ବନ୍ଦ ହେଇଯାଉଛି। ବ୍ରିଟିଶ ଅମଳର…
୫୦୦ କୋଟି କ୍ଲବରେ ‘ସ୍ତ୍ରୀ ୨’
ମୁମ୍ବାଇ: ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ଅଭିନେତା ରାଜକୁମାର ରାଓଙ୍କ ‘ସ୍ତ୍ରୀ ୨’ ଚଳଚ୍ଚିତ୍ର ଶନିବାର ସୁଦ୍ଧା ବିଶ୍ୱବ୍ୟାପୀ ୫୦୫ କୋଟିର ବ୍ୟବସାୟ କରିଛି। ଏନେଇ ରବିବାର ‘ସ୍ତ୍ରୀ ୨’ ଫିଲ୍ମର ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଶନିବାର ସୁଦ୍ଧା…
୨ ଫୁଟ ଚଉଡ଼ା, ୫୦ ଫୁଟ ଉଚ୍ଚର କୋଠା
ନୂଆଦିଲ୍ଲୀ: ମାତ୍ର ଦେଢ଼ରୁ ୨ ଫୁଟ ଚଉଡ଼ାବିଶିଷ୍ଟ ସ୍ଥାନରେ ୫୦ ଫୁଟରୁ ଅଧିକ ଉଚ୍ଚର ଏକ କୋଠା ନିର୍ମାଣ ହୋଇଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକଟ କରିବା…
୧୩ ମିନିଟ୍ରେ ପହଞ୍ଚତ୍ଲା ଲାପ୍ଟପ୍
ବେଙ୍ଗାଲୁରୁ: ବେଙ୍ଗାଲୁରୁର କେତେକ ଅଞ୍ଚଳରେ ଇ-କମର୍ସ ପ୍ଲାଟ୍ଫର୍ମ ଫ୍ଲିପ୍କାର୍ଟ ନିଜର ‘ଫ୍ଲିପ୍କାର୍ଟ ମିନିଟ୍ସ’ ନାମରେ ଇନ୍ଷ୍ଟାଣ୍ଟ ସର୍ଭିସ୍ ସେବା ଆରମ୍ଭ କରିଛି। ବେଙ୍ଗାଲୁରୁର ସନ୍ନି ଗୁପ୍ତା ନାମକ ଜଣେ ଯୁବକ ଶନିବାର ‘ଫ୍ଲିପ୍କାର୍ଟ ମିନିଟ୍ସ’ରୁ ଏକ ଲାପ୍ଟପ୍ ଅର୍ଡର କରିଥିଲେ। ତେବେ ଉକ୍ତ…
୨୦ ବର୍ଷ ପରେ ପଞ୍ଜାବୀ ବାପା, ଜାପାନୀ ପୁଅଙ୍କ ମିଳନ
ଅମୃତସର: ପଞ୍ଜାବର ଅମୃତସର ଜିଲାରେ ସୁଖପାଲ ସିଂ ନାମକ ଜଣେ ବ୍ୟକ୍ତି ଦୀର୍ଘ ୨୦ ବର୍ଷ ପରେ ନିଜ ପୁଅ ରିନ୍ ତକାହାତା(୨୧)ଙ୍କୁ ଭେଟିଛନ୍ତି। ସେ ୨୦ ବର୍ଷ ପୂର୍ବେ ନିଜ ପ୍ରଥମ ସ୍ତ୍ରୀ ସାଚି ତକାହାତା ଓ ତାଙ୍କ ପୁଅ ରିନ୍ଙ୍କୁ…
ମୋଦିଙ୍କୁ ପାକିସ୍ତାନ ଯିବାକୁ ଆସିଲା ନିମନ୍ତ୍ରଣ: ଜାଣନ୍ତୁ ୮ ବର୍ଷ ପରେ କାହିଁକି ଡାକିଲେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ
ଇସଲାମାବାଦ୍,୨୬।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି। ଶେହବାଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଅନ୍ୟ ନେତାଙ୍କ ସହ ନିମନ୍ତ୍ରଣ କରିଛନ୍ତି। ସରକାରୀ ପରିଷଦ (ସିଏଚ୍ଜି)ର ବୈଠକରେ…
ଶରୀରରେ ଟାଟୁ ଥିଲେ ମିଳିବନି ସରକାରୀ ଚାକିରି! ଜାଣନ୍ତୁ କ’ଣ କହୁଛି ନିୟମ
ନୂଆଦିଲ୍ଲୀ,୨୬।୮: ସାରା ବିଶ୍ୱରେ ଟାଟୁର କ୍ରେଜ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତ ସମେତ ଅନେକ ଦେଶରେ ଲୋକମାନେ ସମଗ୍ର ଶରୀରରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଭାରତରେ ସ୍ଥାୟୀ ଟାଟୁ କରିବା ପାଇଁ କ୍ରେଜ…
ଅସହ୍ୟ ହେଲା ପରକୀୟା ପ୍ରୀତି:ସ୍ବାମୀଙ୍କ ପ୍ରେମିକା ଘର ଆଗରେ ସ୍ତ୍ରୀଙ୍କ ଧାରଣା
ଭୁବନେଶ୍ୱର,୨୬ା୮(ସତ୍ୟଜିତ୍ ରାଉତ):ସ୍ତ୍ରୀ ଓ ପରିବାରକୁ ଛାଡ଼ି ସ୍ବାମୀ ପ୍ରେମିକାଙ୍କ ପାଖରେ ରହୁଛନ୍ତି। ପ୍ରେମିକା ଜଣକ ମଧ୍ୟ ଆଗରୁ ବିବାହିତା। ତେବେ ସ୍ବାମୀଙ୍କ ଏହି ପରକୀୟା ପ୍ରୀତିରେ ଅତିଷ୍ଠ ହୋଇପଡିଛନ୍ତି ସ୍ତ୍ରୀ। ଶେଷରେ ସ୍ବାମୀର ପ୍ରେମିକାଙ୍କ ବାପଘର ଆଗରେ ସ୍ତ୍ରୀ ଧାରଣା ଦେଇଛନ୍ତି।…
ଜୁନାଗଡ଼ ଏନ୍ଏସି: ୨୭ରେ ଅନାସ୍ଥା ଭୋଟ
ଭବାନୀପାଟଣା,୨୬।୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍ଏସିରେ ଆସନ୍ତା ୨୭ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ ହେବ। ଏନେଇ କଳାହାଣ୍ଡି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଅନାସ୍ଥା ଭୋଟ ପାଇଁ…
ନବନିର୍ବାଚିତ ବିଧାୟକଙ୍କୁ ଏମିତି ମନ୍ତ୍ର ଦେଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୨୬।୮(ଅନିଲ ଦାସ):ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ରବିବାର ଶଙ୍ଖ ଭବନରେ ଆରମ୍ଭ ହୋଇଛି। ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଲଢ଼େଇ ଜାରିରଖିବାକୁ ଦଳର…
ଲିପ୍ ସିରିଜ ଜରିଆରେ ଛାତ୍ରୀଛାତ୍ରଙ୍କ ସାମୂହିକ ବିକାଶ
ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍ ଇଣ୍ଟରନ୍ୟାଶନାଲ ଏଜୁକେଶନ ଗ୍ରୁପର ବହୁ ପ୍ରତୀକ୍ଷିତ ‘ଲିପ୍’ (ଲର୍ଣ୍ଣ-ଏନଗେଜ-ଆସ୍ପାୟାର-ପ୍ରସ୍ପର) ସିରିଜ ଗ୍ରୁପର ପଟିଆ ସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଓ ଓଡିଏମ୍ ଗ୍ଲୋବାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛିି।…
ଭାଜପା ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ରାଜନୈତିକ ଉଷ୍ମତା: ବିଜେଡିର ଟାର୍ଗେଟ୍
ଆସିକା,୨୬ା୮(ସୁରେନ୍ଦ୍ର ନାଥ ସାହୁ):ଗଞ୍ଜାମ ଜିଲା ଆସିକା ବିଧାୟକ ସରୋଜ ପାଢୀଙ୍କ ଆସିକା ଅଞ୍ଚଳର ୨ଜଣ ବାଲିଘାଟ ଲିଜଧାରୀଙ୍କ ସହ ବାର୍ତ୍ତାଳପର ଏକ ଅଡିଓ ଦୁଇଦିନ ହେଲା ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହାକୁ ନେଇ ବିରୋଧୀ ବିଜେଡି ଓ ଶାସକ ଦଳ…
Archives


