Home

ଓଡ଼ିଶାରେ ଖୋଲିବ ଆଉ ୧୨ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର,୩୦।୮: ଆଗାମୀ ଦିନରେ ବିଭିନ୍ନ ଜିଲାରେ ପ୍ରାୟ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଓଡ଼ିଶା ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲାରେ ୧୨ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ଏବଂ ସରକାର…

ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି

ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ…

ବର୍ଷିଲେ କୋଲକାତା ପୀଡିତାଙ୍କ ମା’, କହିଲେ ମମତାଙ୍କ ପିଲା ନାହିଁ, ତେଣୁ ସେ ବୁଝି ପାରିବେନି ସନ୍ତାନ ହରାଇଥିବା ମାତା ପିତାଙ୍କ ଦୁଃଖ

କୋଲାକାତା,୩୦।୮: କୋଲକାତାର ଆର.ଜି କର ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ମା’ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବୁଧବାର ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ଆମକୁ…

ମୁଁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହୁଛି, ଏହା ଶୁଣି ଲୋକେ ତାଜୁବ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୦ା୮: ସୋସିଆଲ ମିଡିଆରେ ମୁଁ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହୁଛି ବୋଲି ଏକ ପୋଷ୍ଟ ଭାଇରାଲ ହେଉଛି। ଯାହା ଶୁଣି ଲୋକେ ଚକିତ ହୋଇଯାଇଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନାଁ ନେଇ ଜଣେ ଠକ ବ୍ୟକ୍ତି କ୍ୟାବ୍‌ ପାଇଁ ୫୦୦…

ଭାରତ ପାଇଁ ଆଉ ଏକ ଖରାପ ଖବର, ଏବେ ଏହି ପଡୋଶୀ ଦେଶରେ ହେବାକୁ ଯାଉଛି…

ନୂଆଦିଲ୍ଲୀ,୩୦।୮: ବାଂଲାଦେଶ ପରେ ମାଲଦ୍ୱୀପରେ ମଧ୍ୟ ରାଜନୈତିକ ସଙ୍କଟ ତୀବ୍ର ହେବାରେ ଲାଗିଛି। ସେଠାରେ ମଧ୍ୟ ଏକ ରାଜନୈତିକ ଆକ୍ରମଣ ହୋଇପାରେ ଏବଂ ଏହାର ଭୟ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଦେଇଛି, ଯେଉଁଥିପାଇଁ ତାଙ୍କ ଆଖିରେ ଆଉ…

କଂଗ୍ରେସକୁ ବଡ଼ ଝଟ୍‌କା: ହଠାତ୍‌ ଇସ୍ତଫା ଦେଲେ ବିଧାୟକ

ପୁଣେ,୩୦।୮: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ଦେଗଲୁରୁ ବିଧାୟକ ଜିତେଶ ଅନ୍ତାପୁରକର ଦଳର ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ସେ ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଅଶୋକ ଚଭାନଙ୍କ ନିକଟତର…

ଦ୍ରୁତ ବେଗରେ ପୃଥିବୀ ଆଡ଼କୁ ମୁହାଁଉଛି ଏହି ସାଟେଲାଇଟ୍‌, ଜାଣନ୍ତୁ କେଉଁଠାରେ ଖସିବ

ବ୍ରୁଶ୍‌ଲେସ୍‌,୩୦ା୮: ୟୁରୋପୀୟ ସ୍ପେସ୍‌ ଏଜେନ୍ସି (ESA)ର ଏକ ପୁରୁଣା ସାଟେଲାଇଟ୍‌ ବା ଉପଗ୍ରହ ପୃଥିବୀ ଆଡ଼କୁ ଗତି କରୁଛି। ଏହି ପୁରୁଣା ଉପଗ୍ରହର ପୃଥିବୀ ବାୟୁମଣ୍ଡଳରେ ପୁନଃ ପ୍ରବେଶ ୨୦ ସେପ୍ଟେମ୍ବର ୨୦୨୪ରେ ହେବ। ଏହି ଉପଗ୍ରହ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ…

ଏଲନ ମସ୍କଙ୍କୁ ବଡ଼ ଆଶ୍ୱସ୍ତି: ଜିତିଲେ କେସ୍‌

କାଲିଫର୍ନିଆ,୩୦।୮: ଟେସ୍‌ଲା ତଥା ଏକ୍ସ ମାଲିକ ଏଲନ ମସ୍କଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସେ ଏବଂ ତାଙ୍କ ବୈଦ୍ୟୁତିକ ଯାନ କମ୍ପାନୀ ଟେସଲା ଏକ ମୋକଦ୍ଦମା ଜିତିଛନ୍ତି। ସେ କ୍ରିପ୍ଟୋକରେନ୍ସି ଡୋଜକୋଏନକୁ ପ୍ରୋତ୍ସାହିତ କରିବା ଏବଂ ଅନ୍ତର୍ନିହିତ କାରବାର କରି…

ଆସିଲା ବଡ଼ ଅପଡେଟ୍‌: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଖେଳିବେ ନା ନାହିଁ, ଜାଣନ୍ତୁ କ’ଣ କହିଲେ ମାଲିକ

ନୂଆଦିଲ୍ଲୀ, ୩୦।୮: ଆସନ୍ତା ବର୍ଷ ଆଇପିଏଲ ୨୦୨୫ର ଆୟୋଜିତ ହେବ, କିନ୍ତୁ ଏହାପୂର୍ବରୁ ସମସ୍ତେ ଉତ୍ସାହର ସହିତ ମେଗା ନିଲାମକୁ ଅପେକ୍ଷା କରିଛନ୍ତି। ମେଗା ନିଲାମରେ ବହୁ ସଂଖ୍ୟକ ଖେଳାଳି ଅଂଶଗ୍ରହଣ କରିବେ। ବିଶେଷକରି ନିଲାମ ପୂର୍ବରୁ ରୋହିତ ଶର୍ମା ଚର୍ଚ୍ଚାର…

ଖୋଲା ଖଣି ପାଲଟିଛି ମରଣଯନ୍ତା

ବେଗୁନିଆ,୩୦।୮(ହରପ୍ରସନ୍ନ ପଣ୍ଡା): ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବଢ଼ିଚାଲିଛି। ମାଫିଆମାନେ ବେଆଇନଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରୁଛନ୍ତି। ପ୍ରଶାସନର ଚଢ଼ାଉ ପୂର୍ବରୁ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ କେବଳ ପଥର…

ବିନାଶ ଘଟାଇଲା ବାତ୍ୟା ‘ଶାନ୍‌ଶାନ୍‌’: ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ

ଟୋକିଓ,୩୦।୮: ବାତ୍ୟା ‘ଶାନ୍‌ଶାନ୍‌’ ଜାପାନରେ ବିନାଶ ଘଟାଇଛି। ପ୍ରବଳ ପବନ ଓ ବର୍ଷା ଯୋଗୁ ଭୂସ୍ଖଳନ ମଧ୍ୟ ଘଟିଛି। ବର୍ତ୍ତମାନ ସୁଦ୍ଧା ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିପଦକୁ ଦୃଷ୍ଟିରେ…

ଜେଲ୍‌ରେ ଇମ୍ରାନ ଖାନ୍‌ଙ୍କ ଜୀବନ ପ୍ରତି ବିପଦ: ପିଟିଆଇ ଆଣିଲା ସାଂଘାତିକ ଅଭିଯୋଗ

ଇସଲାମାବାଦ୍‌,୩୦।୮:ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ ପ୍ରତି ବିପଦ। ଇମ୍ରାନ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ଦାବି କରିଛି ଯେ, ରାୱଲପିଣ୍ଡିର ଆଡିଆଲା ଜେଲରେ ତାଙ୍କୁ ଏକାକୀ ବନ୍ଦୀଶାଳାରେ ରଖାଯାଇଛି। ସେ ଅତ୍ୟନ୍ତ କଠୋର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri