ପୁରୀ ବିମାନବନ୍ଦର ଭାଗ୍ୟ ଡେଲୋଇଟ୍ ହାତରେ
ଭୁବନେଶ୍ୱର,୨୬ା୧(ସୁନିତ୍ ମିଶ୍ର): ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପୁରୀ ବିମାନବନ୍ଦର ନିର୍ମାଣଠାରୁ ଆରମ୍ଭକରି ବିମାନ ଚଳାଚଳ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେବ। ଯେପରିକି ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦାୟିତ୍ୱ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଚଲାଉଛି। ହେଲେ ଜୟପୁର, ରଙ୍ଗେଇଲୁଣ୍ଡା…
ଅନର୍ଥ ହୋଇଯାଇଥାନ୍ତା, ସୂର୍ଯ୍ୟକୁମାର ଯାଦବ ୨ ଥର ଭାଙ୍ଗିଲେ ଏହି ନିୟମ
ଚେନ୍ନାଇ,୨୫।୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟି-୨୦ କ୍ରିକେଟରେ ନିରନ୍ତର ଭଲ ପ୍ରଦର୍ଶନ କରିଛି। ଗତ ୬ ମାସ ମଧ୍ୟରେ, ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀ ଟିମ୍ ଇଣ୍ଡିଆ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତଠାରୁ ଶୋଚନୀୟ ପରାସ୍ତ ହୋଇଥିବା…
ଇଂଲଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ତିଳକ ବର୍ମା
ଚେନ୍ନାଇ,୨୫।୧: ଜବରଦସ୍ତ ଫର୍ମରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍। ଯୁବ ବ୍ୟାଟ୍ସମ୍ୟାନ୍ ତିଳକ ବର୍ମା ଏକାକୀ ଲଢ଼ି ଇଲଂଣ୍ଡଠାରୁ ବିଜୟକୁ ଛଡ଼ାଇ ଆଣିଛନ୍ତି। ଶନିବାର ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ରେ କିଛି ଏଭଳି ଦୃଶ୍ୟ କ୍ରିକେଟ ପ୍ରଶଂସକଙ୍କ…
ପେନସନ୍ ସହ ପିଏଫ୍ ଖାତାର ଏହି ନିୟମକୁ ବଦଳାଇଛି EPFO, ଜାଣିରଖନ୍ତୁ ନଚେତ…
ନୂଆଦିଲ୍ଲୀ,୨୫।୧: ପିଏଫ ଆକାଉଣ୍ଟ ସହିତ, ଇପିଏସ ଆକାଉଣ୍ଟ ଅର୍ଥାତ ପେନସନ ଆକାଉଣ୍ଟ ମଧ୍ୟ ଇପିଏଫ୍ଓ ଦ୍ୱାରା ରକ୍ଷଣାବେକ୍ଷଣ କରାଯାଏ। ସଂଗଠନର ସମସ୍ତ ସଦସ୍ୟ କର୍ମଚାରୀ ଯେପରି ସୁବିଧାଜନକ ଭାବରେ ସେମାନଙ୍କର ପେନସନ୍ ପାଇପାରିବେ ସେଥିପାଇଁ ପ୍ରାୟତଃ ନିୟମରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଏ।…
Padma Awards 2025: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା; ଜାଣନ୍ତୁ କାହାକୁ ମିଳିଲା…
ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଣତନ୍ତ୍ର ଦିବସର ପୂର୍ବ ସାରେ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ୩୦ ଜଣିଆ ଏହି ତାଲିକାରେ ଅନେକେ ଅଜ୍ଞାତ ଏବଂ ନିଆରା ପଦ୍ମ ବିଜେତା ଅଛନ୍ତି, ଯେଉଁଥିରେ କୁଏତର ଯୋଗ ପ୍ରଶିକ୍ଷକ ସମ୍ରାଟ ହରିମାନ…
ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର
ଭୁବନେଶ୍ୱର,୨୫।୧: ପଦ୍ମ ପୁରସ୍କାର ୨୦୨୫ ଘୋଷଣା କଲେ ସରକାର। ଓଡ଼ିଶାରେ ୪ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର। ମେଡିସିନ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ। କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ। କଳାରେ ଦୁର୍ଗା ଚରଣ ରଣବୀର, ସାହିତ୍ୟ ଓ ଶିକ୍ଷାରେ…
ଇତିହାସ ରଚିଲେ ଅର୍ଶଦୀପ: ବାବରଙ୍କୁ ପଛରେ ପକାଇ ଜିତିଲେ ଟି୨୦ର ସବୁଠାରୁ ବଡ଼ ରେକର୍ଡ
ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୪ ମସିହା ପାଇଁ ପୁରୁଷ ଟି-୨୦ କ୍ରିକେଟରଙ୍କ ନାମ ଘୋଷଣା କରିଛି। ଏହି ପୁରସ୍କାର ପାଇଁ ୪ ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ଭାରତର ଅର୍ଶଦୀପ ସିଂ, ପାକିସ୍ତାନର ବାବର ଆଜମ, ଅଷ୍ଟ୍ରେଲିଆର ଟ୍ରାଭିସ ହେଡ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୂତନ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ ଆରମ୍ଭ, ଜାଣନ୍ତୁ ଯୋଗ୍ୟତା…
ଭୁବନେଶ୍ୱର,୨୫।୧: ପୂରଣ ହେବ ପକ୍କା ଘର ଆଶା, ବିକଶିତ ହେବ ଓଡ଼ିଶା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନୂତନ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବାଇକ୍, ଫ୍ରିଜ, ଲାଣ୍ଡଲାଇନ୍ ଫୋନ୍ ଥିବା ପରିବାର ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ…
୨ ପରିବର୍ତ୍ତନ ସହ ମଇଦାନରେ ଟିମ୍ ଇଣ୍ଡିଆ
ଚେନ୍ନାଇ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଚେନ୍ନାଇ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ସିରିଜର ପ୍ରଥମ ମ୍ୟାଚ୍ରେ…
‘ଇସ୍ତଫା ଦେଇ ବାଂଲାଦେଶ ଛାଡି ପଳାଇବେ ମହମ୍ମଦ ୟୁନୁସ,’ ଫେସବୁକ ପୋଷ୍ଟ ପରେ ଆକ୍ସନ ମୋଡରେ ପୋଲିସ
ଢାକା,୨୫।୧: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଡକ୍ଟର ମହମ୍ମଦ ୟୁନୁସଙ୍କ ଇସ୍ତଫା ଏବଂ ପଳାୟନ ଗୁଜବ ପ୍ରଚାର କରିଥିବା ଯୁବକମାନଙ୍କୁ ବାଂଲାଦେଶ ପୋଲିସ ଗିରଫ କରିଛି। ଏହି ଯୁବକମାନେ ବିଏନପି-ଜମାତ ନେତାଙ୍କ ଘର ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ…
ଆମେରିକାକୁ ଧମକାଇଲା ଚାଇନା!
ବେଜିଂ,୨୫।୧: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର (୨୫ ଜାନୁଆରୀ, ୨୦୨୫) ଆମେରିକାର ନୂଆ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଏକ କଥା କହିଥିଲେ ଯାହାର ପ୍ରାୟ ଅର୍ଥ ‘ନିୟମ ମଧ୍ୟରେ ରହିବା’।…
ବଡ଼ ମା’-ବାପାଙ୍କୁ ହତ୍ୟା କଲେ ପୁତୁରା
ଗୋଲାମୁଣ୍ଡା,୨୫ା୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଧିନସ୍ଥ କାର୍ଲିଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ମା’ ନିର୍ମମ ହତ୍ୟା କରଛନ୍ତି ପୁତୁରା। ମୃତ ବଡ଼ ବାପା ବୁଡୁ ବାଗ ଓ ବଡ଼…
Archives


