ଟ୍ରାକ୍ରୁ ଖସିଲା ମାଲ୍ବାହୀ ଟ୍ରେନ୍, ଦୁଇ ବଗି ଭାଙ୍ଗିଲା
ପାରାଦୀପ,୨ା୯(ଶରତ ରାଉତ): ପାରାଦୀପ ରଙ୍ଗିଆଗଡ଼ ରେଲଓ୍ବେ ଷ୍ଟେଶନ ପାଖ ବାଉରିଆପାଳନନ୍ଦା ଠାରେ ସୋମବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍ର ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଛି। ଗୋଟିଏ ରେଲଓ୍ବେ ଟ୍ରାକ୍ରୁ ଖସି ପଡ଼ିଥିବା ବେଳେ ଅନ୍ୟ ବଗି ଭାଙ୍ଗି ଗଳିପଡ଼ିଛି। ଏହି ଘଟଣା…
ନିଜ ଗୋଡ଼ରେ ନିଜେ କୁରାଢି ମାରୁଛି ବାଂଲାଦେଶ
ଢାକା/ନୂଆଦିଲ୍ଲୀ,୨।୯: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ସହିତ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମୀକ୍ଷା କରିପାରିବେ। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତାହିଦ ହୁସେନ କହିଛନ୍ତି ଯେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର…
ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କହିଲେ ଆମେ…
ନୂଆଦିଲ୍ଲୀ,୨ା୯: ବୁଲଡୋଜର ମଡ଼ାଇବା ଉପରେ ବ୍ରେକ୍ ଲଗାଇବେ କି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି, ଆମେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବୁ, ସମସ୍ତ ରାଜ୍ୟକୁ ଅନୁସରଣ କରିବାକୁ ପଡ଼ିବ। ଅପରାଧୀଙ୍କ ବିରୋଧରେ ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୧୭…
‘ପାଓ୍ବାର ଷ୍ଟାର’ ପଓ୍ବନ କଲ୍ୟାଣଙ୍କୁ ଶୁଭେଚ୍ଛା ଜଣାଇଲେ ଶାହା
ନୂଆଦିଲ୍ଲୀ,୨।୯: ସାଉଥ୍ ଇଣ୍ଡଷ୍ଟ୍ରିର ପାଓ୍ବାର ଷ୍ଟାର ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ତାଙ୍କ ଜନ୍ମଦିନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରଛନ୍ତି। ଏକ୍ସ ପୋଷ୍ଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଲେଖିଛନ୍ତି, ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ…
ଇତିହାସରେ ପ୍ରଥମ: ସ୍ବାମୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କଲେ ସ୍ତ୍ରୀ
ଥିରୁଭାନନ୍ତପୁରମ୍,୨ା୯: କେରଳର ଅମଲାତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ସ୍ବାମୀଙ୍କ ପରେ ସ୍ତ୍ରୀ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ବିଦାୟୀ ମୁଖ୍ୟ ସଚିବ ଆଇଏଏସ୍ ଭି.ବେଣୁଙ୍କ ବିଦାୟ ସମାରୋହରେ ମୁଖ୍ୟମନ୍ତ୍ରୀ ପି. ବିଜୟନ…
ଆର୍ମି କ୍ୟାମ୍ପ୍ରେ ଗୁଳି: ଜଣେ ଯବାନ ଆହତ
ଶ୍ରୀନଗର,୨ା୯: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତ୍ମଘାତୀ କାର୍ଯ୍ୟ କରିଛନ୍ତି। ଆତଙ୍କବାଦୀମାନେ ସୋମବାର ଜମ୍ମୁର ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ପ୍ ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ପ୍ରତିରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,…
ରକ୍ତରେ ଜୁଡୁବୁଡୁ ଥିଲେ ଡାକ୍ତର, ମୁଁ ଡରିକି ପଳାଇ ଗଲି, ସଞ୍ଜୟଙ୍କ ନୂଆ ଦାବି
କୋଲକାତା,୨।୯: କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ହତ୍ୟା ଓ ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ତାଙ୍କ ଓକିଲ କବିତା ସରକାରଙ୍କୁ କହିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ଏଥିରେ ତାଙ୍କୁ ଫସାଇ ଦିଆଯାଉଛି।…
ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ୩ଜଣଙ୍କୁ ବିବାହ, ଶାରୀରିକ ସମ୍ପର୍କ ରଖିବା ସହ ଲୁଟୁଥିଲେ ଟଙ୍କା
ଭୁବନେଶ୍ୱର,୨ା୯(ସୂର୍ଯ୍ୟକାନ୍ତ ବେହେରା): ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କଠାରୁ ଟଙ୍କା ଠକି ନେଉଥିଲେ। ଏଭଳି ଜଣେ ନକଲି ଇନ୍ସପେକ୍ଟରଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ…
ଗ୍ରାମୀଣ ରାସ୍ତା ନିର୍ମାଣରେ ଅବହେଳା
କେନ୍ଦ୍ରାପଡ଼ା,୨ା୯ (ଜଗନ୍ନାଥ ଧଳ): ଗତ ଲଗାଣ ବର୍ଷା ଓ ନଦୀରେ ପାଣି ଆସିବାରୁ ଗ୍ରାମ୍ୟ ରାସ୍ତା ବେହାଲ ହୋଇଛି। ଏହି ରାସ୍ତାରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆଦି ପହଞ୍ଚତ୍ ପାରୁ ନ ଥିବାରୁ ଗ୍ରାମବାସୀ ଦୁରବସ୍ଥା ଭୋଗୁ ଥିବାର ଭିଡିଓ ଓ…
ପାକିସ୍ତାନର ନିଦ ହଜାଇଥିବା ଏହି ମହିଳା କିଏ
ଇସଲାମାବାଦ,୨।୯: ଭାରତର ପଡୋଶୀ ଦେଶ ପାକିସ୍ତାନକୁ ନେଇ ଏକ ବଡ ଖବର ଆସିଛି। ପାକିସ୍ତାନ, ଯିଏ କି ନିଜର ଘୃଣ୍ୟ କାର୍ଯ୍ୟକଳାପ ପାଇଁ ଜଣାଶୁଣା, ଆଜିକାଲି ଜଣେ ମହିଳା ଦେଶର ନିଦ ହଜାଇ ଦେଇଛନ୍ତି। ମହିଳାଙ୍କ ଦ୍ୱାରା ପୁରା ପାକିସ୍ତାନ ଭୟଭୀତ…
ମରାମତି ନାଁରେ ଅନୁଦାନ ହରିଲୁଟ୍
ଯାଜପୁର,୨ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅନ୍ତର୍ଗତ ଧର୍ମଶାଳା, କୋରେଇ, ବଡ଼ଚଣା ଓ ରସୁଲପୁର ବ୍ଳକରେ ନିର୍ମିତ ରାସ୍ତାଗୁଡ଼ିକର ଅଗ୍ରାଧିକାର ଭିତ୍ତିରେ ମରାମତି କରାଯାଉଛି। ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍ଜିଏସ୍ଓ୍ବାଇ)ରେ ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ…
କୋଲକାତା ବଳାତ୍କାର ମାମଲା: ଅଭିଯୁକ୍ତ କହିଲେ ମହିଳା ଡାକ୍ତରଙ୍କ ରକ୍ତ ଦେଖି…
କୋଲକାତା,୨ା୯: କୋଲକାତା ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଦିନକୁ ଦିନ ନୂଆ ନୂଆ କଥା କହୁଛନ୍ତି। ସେ ତାଙ୍କ ଓକିଲ କବିତା ସାର୍କଙ୍କୁ…
Archives


