ହାତୀ ଘଉଡାଇବାକୁ ଯାଇ ଜୀବନ ହାରିଲେ ଯୁବକ
ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ସରସରା ସେକସନ କୁଲୁକୁତାରେ ଏକ ଦୁଃଖଦ ଘଟଣା ଘଟିଛି। କୁଲୁକୁତା ଅଞ୍ଚଳରେ ପ୍ରାୟ ୭ ଦିନ ଧରି ଏକ ଗୋଠଛଡା ଦନ୍ତା ଘୁରି ବୁଲି ଆତଙ୍କ ସୃଷ୍ଟି କରୁଥିଲା l ଧନ ଜୀବନ…
ମୁହଁରେ କପଡ଼ା ପକାଇ ସୁନାଚେନ୍ ଲୁଟିନେଲେ ଲୁଟେରା
ଗଞ୍ଜାମ,୪।୯(ବିଦ୍ୟାଧର ସାହୁ):ଗଞ୍ଜାମ ବଡ଼ ବଜାର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ଚୋରି ହୋଇଥିବା ଜଣାପଡିଛି । ବଜାର ହରିଜନ ସାହିରୁ ମନୋଜ ନାୟକଙ୍କ ପଲସର ଗାଡି, ଟୁଟୁକେଶରୀ ନାୟକଙ୍କ (ଓଡିଆଇ୦୭ଭି ୮୬୦୭)ସିଡ଼ି ଡିଲକ୍ସ ଗାଡି…
ପ୍ରଶାନ୍ତ କିଶୋରଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋଟି ଚାଳନା କରିବେ ଚିରାଗ ପାସଓ୍ବାନ! ତାଙ୍କ ଇସାରାରୁ ବଢିଲାଣି ଚର୍ଚ୍ଚା
ନୂଆଦିଲ୍ଲୀ,୪।୯: ବିହାର ରାଜନୀତିରେ ଆଜିକାଲି ଲୋକଜନଶକ୍ତି ପାର୍ଟିର ସଭାପତି ତଥା ହାଜିପୁର ଏମପି ଚିରାଗ ପାସୱାନ ଏବେ ଚର୍ଚ୍ଚାରେ ଅଛନ୍ତି। ସାମ୍ପ୍ରତିକ ସମୟରେ, ତାଙ୍କର ବୟାନ ଓ କାର୍ଯ୍ୟକଳାପ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । ରାଜନୈତିକ ମହଲରେ ଚର୍ଚ୍ଚା…
କାଙ୍ଗାଳ ସ୍ଥିତିରେ ପାକିସ୍ତାନ: ପାନେ ଦେଲେ ଚାଇନା-ସାଉଦି ଆରବ
ଇସଲାମାବାଦ୍,୪।୯: କରଜ ଜାଲରେ ପଡ଼ିଥିବା ପାକିସ୍ତାନ ପୁଣି ଦାରିଦ୍ର୍ୟର ସମ୍ମୁଖୀନ ହୋଇଛି। ପାକିସ୍ତାନକୁ ତାର ବନ୍ଧୁ ଚାଇନା ଏବଂ ସାଉଦି ଆରବକୁ ମଧ୍ୟ ଝଟ୍କା ଦେଇଛି। ବର୍ତ୍ତମାନ ଉଭୟ ଦେଶ ପାକିସ୍ତାନରେ ନିବେଶରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନରେ ଅର୍ଥନୈତିକ ଅବନତିର…
ବୁଲ୍ଡୋଜର ଚଳାଇବା ପାଇଁ ସାହସ ଦରକାର: ଅଖିଳେଶଙ୍କୁ ଟାର୍ଗେଟ୍ କଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୪।୯: ଆଜିକାଲି ଉତ୍ତରପ୍ରଦେଶ ରାଜନୀତିରେ ବୁଲଡୋଜର ଆଲୋଚନାର ବିଷୟ ହୋଇଛି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା କନୌଜର ଏମ୍ପି ଅଖିଳେଶ ଯାଦବ ଗୋରଖପୁରରେ କହିଥିଲେ, ଯଦି ୨୦୨୭ରେ ସରକାର ପରିବର୍ତ୍ତନ କରନ୍ତି ତେବେ ବୁଲଡୋଜରଗୁଡିକ ଗୋରଖପୁର ଆଡକୁ ଯିବ। ମୁଖ୍ୟମନ୍ତ୍ରୀ…
କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା ନିର୍ବାଚନରେ ଏଣ୍ଟ୍ରି କରିବେ ଭିନେଶ! ରାହୁଲଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୪।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ମହଲ ଗରମ ରହିଛି । ଏହି ସମୟରେ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ଉଭୟ କୁସ୍ତିଯୋଦ୍ଧା ନିର୍ବାଚନ ପ୍ରାର୍ଥୀ ଘୋଷଣା…
ବଢୁଛି ଡଲି ଚାଏଓ୍ବାଲାଙ୍କ କ୍ରେଜ୍: ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାଗୁଛନ୍ତି ଏତିକି ଲକ୍ଷ ଟଙ୍କା
ନାଗପୁର,୪।୯:ହାଇଦ୍ରାବାଦରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଚା’ ପରିବେଷଣ କରିବା ପରେ ନାଗପୁରର ଡଲି ଚାଏୱାଲା ରାତାରାତି ସୋସିଆଲ ମିଡିଆ ଷ୍ଟାର୍ ପାଲଟିଯାଇଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୪.୨ ମିଲିୟନ୍ ଫଲୋଅର୍ସ ଅଛନ୍ତି। ଡାଲି ଚାଏୱାଲା ଏତେ ପ୍ରସିଦ୍ଧ ହୋଇଗଲେ ଯେ, ଲୋକମାନେ…
ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ,୧୯୬୫ ପରେ ପ୍ରଥମଥର ଘଟିଲା ଏମିତି…
ରାଓ୍ବଲପିଣ୍ଡି,୪।୯: ବାଂଲାଦେଶ ବିପକ୍ଷରେ ଘରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବା ପରେ ପାକିସ୍ତାନ ଦଳ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି। ଏହି ପରାଜୟର ଗୋଟିଏ ଦିନ ପରେ ପାକିସ୍ତାନ ଦଳ ଆଉ ଏକ ବଡ଼ ଝଟକା ଦେଇଛି। ୨ ମ୍ୟାଚ୍ ଟେଷ୍ଟ…
ପାକିସ୍ତାନକୁ ଧୂଳି ଚଟେଇଲା ବାଂଲାଦେଶ
ରାଓ୍ବଲପିଣ୍ଡି,୪ା୯: ପାକିସ୍ତାନ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ ୬ ଉଇକେଟରେ ଜିତି ନେଇଛି ବାଂଲାଦେଶ। ଏଥିସହିତ ଦଳ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିଛି। ମ୍ୟାଚ ଜିତିବା ଲାଗି ମଙ୍ଗଳବାର ମ୍ୟାଚର ୫ମ…
ରାଗିଗଲେ କିମ ଜୋଙ୍ଗ ଉନ; ୩୦ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେବାକୁ ଦେଲେ ନିର୍ଦ୍ଦେଶ
ସିଓଲ,୪।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଦେଶର ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେଇଛନ୍ତି। ସେମାନଙ୍କର ଦୋଷ ଥିଲା ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ…
ମୋ ପୁଅ କ୍ୟାରିୟର୍ ନଷ୍ଟ କରିଦେଇଛନ୍ତି ଧୋନୀ: ସଙ୍ଗୀନ ଅଭିଯୋଗ ଆଣିଲେ ଯୁବରାଜ ସିଂଙ୍କ ବାପା
ନୂଆଦିଲ୍ଲୀ,୪।୯:ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ ପୁଣି ଥରେ ଏମଏସ ଧୋନୀଙ୍କୁ ଟାର୍ଗେଟ୍ କରିଛନ୍ତି। ନିଜେ ଭାରତ ପାଇଁ ଖେଳିଥିବା ଯୋଗରାଜ ଧୋନୀଙ୍କୁ ସମାଲୋଚନା କରି ତାଙ୍କ ପୁଅ ଯୁବରାଜଙ୍କ କ୍ୟାରିୟର ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି।…
ଜିଓ ଆଣିଲା ସବୁଠୁ ଶସ୍ତା ପ୍ଲାନ୍: ମାତ୍ର ୧୭୩ ଟଙ୍କାରେ ଅସୀମିତ ମାଗଣା କଲ୍-ଡାଟା
ନୂଆଦିଲ୍ଲୀ,୪।୯: ଜିଓ, ଏୟାରଟେଲ, ଭିଆଇ(ଭୋଡାଫୋନ ଆଇଡିଆ) ମୋବାଇଲ ରିଚାର୍ଜ ଯୋଜନାକୁ ଗତ ମାସରେ ମହଙ୍ଗା କରିଛନ୍ତି। ଏହା ପରେ ଲକ୍ଷ ଲକ୍ଷ ୟୁଜର୍ସ ସରକାରୀ ଟେଲିକମ କମ୍ପାନୀ ବିଏସ୍ଏନ୍ଏଲ୍କୁ ସ୍ଥାନାନ୍ତରିତ ହୋଇଛନ୍ତି। ତଥାପି ରିଲାଏନ୍ସ ଜିଓ ଏହାର ୟୁଜର୍ସମାନଙ୍କ ପାଇଁ ଅନେକ…
Archives


