ମୁଖ୍ୟମନ୍ତ୍ରୀ ରାଜା ନୁହଁନ୍ତି: ଧାମିଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫।୯: ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ଜଙ୍ଗଲ ମନ୍ତ୍ରୀ ତଥା ଅନ୍ୟମାନଙ୍କ ମତାମତକୁ ଅଣଦେଖା କରି ବିବାଦୀୟ ଆଇଏଫଏସ ଅଧିକାରୀଙ୍କୁ ରାଜଜୀ ଟାଇଗର ରିଜର୍ଭର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ…
ଗୁରୁ ହିଁ ଜୀବନର ପଥ ପ୍ରଦର୍ଶକ
ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ଗୁରୁଙ୍କ ଆଶୀର୍ବାଦ ବିନା ଜୀବନ ନିରର୍ଥକ। ତେଣୁ ଗୁରୁ ହିଁ ଅଗ୍ରପୂଜ୍ୟ ଓ ଚିର ନମସ୍ୟ ବୋଲି ବରଗଡ଼ ରାଣାପ୍ରତାପ ସ୍କୁଲରେ ବୁଧବାର ଅନୁଷ୍ଠିତ ତସ୍ମୈଶ୍ରୀ ଗୁରବେ ନମଃ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ…
କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା
ବରଗଡ଼,୫।୯(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ଆସନ୍ତା ୮ତାରିଖ ଅନୁଷ୍ଠିତ ହେବ। ତେବେ ଉକ୍ତ ଦିନ ସିଏମ୍ କିଷାନ ସହାୟତା ପ୍ରଦାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଥିବା ଯୋଗୁ କୃଷି କର୍ମଚାରୀମାନେ ନୂଆଖାଇ ପାଳନରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏ…
କୋଲକାତା ବଳାତ୍କାର ମାମଲା: ସିବିଆଇ ଆଗରେ ସବୁ ସତ ଓଗାଳିଲେ ସନ୍ଦୀପ ଘୋଷ, କଲେ ବଡ଼ ଖୁଲାସା
କୋଲକାତା,୫।୯: କୋଲକାତାର ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ସମୟରେ ପୂର୍ବତନ କଲେଜ ପ୍ରିନ୍ସପାଲ ସନ୍ଦୀପ ଘୋଷ ସିବିଆଇ ଆଗରେ…
୩ କୋଟିରେ ନିର୍ମାଣ ହେବ ଏନ୍ଏସି କାର୍ଯ୍ୟାଳୟ
ଭବାନୀପାଟଣା, ୫ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନ୍ଏସିର ନିଜସ୍ବ ଗୃହ ଦୀର୍ଘ ୫୫ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ଼ ଏନ୍ଏସି କାର୍ଯ୍ୟାଳୟର ନୂତନ ଗୃହ କେବେ ନିର୍ମାଣ ହେବ ସେ…
ହରିୟାଣା ବିଧାନସଭା ନିର୍ବାଚନ ନେଇ ପ୍ରକାଶ ପାଇଲା ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା, ମୁଖ୍ୟମନ୍ତ୍ରୀଙ୍କ ଆସନ ପରିବର୍ତ୍ତନ
ଚଣ୍ଡୀଗଡ଼,୪ା୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭାଜପା ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ନାଏବ ସିଂ ସନିଙ୍କ ଆସନ ପରିବର୍ତ୍ତନ କରାଯାଇଛି। ସେ ଲାଡଓ୍ବା ଆସନରୁ…
ହରିଜନ ଶବ୍ଦ ବ୍ୟବହାରକୁ ନେଇ ଜେତିଲା ବିବାଦ, ଜମିବାଡ଼ି କିଣାବିକା କବଲାରେ…
କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅନୁସୂଚିତ ଜାତି ଏକତା ମଞ୍ଚ କେନ୍ଦୁଝର ତରଫରୁ ବୁଧବାର କେନ୍ଦୁଝର ସବ ରେଜିଷ୍ଟ୍ରାର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜମିବାଡ଼ି କିଣା ବିକା ସମୟରେ କବଲା ଉପରେ ହରିଜନ ଶବ୍ଦ ବ୍ୟବହାର ନ କରିବାକୁ ଏକ…
ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଟଙ୍କା, ସୁନା ଗହଣା ଲୁଟିନେଲେ ଯୁବକ, ଆଉ ତା’ ପରେ…
ଖଣ୍ଡପଡ଼ା,୪ା୯(ଅଜୟ କୁମାର ମହାରଣା): ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଜଣେ ଯୁବକ ସୁନା ଗହଣା ଓ ଟଙ୍କା ଲୁଟ୍ କରି ନେଇଛନ୍ତି। ଏନେଇ ଖଣ୍ଡପଡ଼ା ଥାନା ପୋଲିସ ବୁଧବାର ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
୮୫୦ରୁ ଊର୍ଦ୍ଧ୍ୱ ଖଣିଜ ରତ୍ନପଥର ପ୍ରଦର୍ଶିତ, ବିଶ୍ୱ ରେକର୍ଡ ପାଇଁ ଆଶା ବାନ୍ଧିଛନ୍ତି ସଂଗ୍ରାହକ
ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣମଣ୍ଡପରେ ବୁଧବାର ‘ଦି ଓ୍ବାଣ୍ଡର ମିନେରାଲ୍ସ ପ୍ରୋଗ୍ରାମ’ ଜରିଆରେ ଖଣିଜ ରତ୍ନପଥର ଏବଂ ଜୀବାଶ୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି…
ସୁପ୍ରିମକୋର୍ଟରେ ପହଞ୍ଚିଲେ ଆର୍ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ, କହିଲେ ହାଇକୋର୍ଟ ଦେଇଥିବା…
ନୂଆଦିଲ୍ଲୀ/କୋଲକାତା,୪ା୯: କୋଲକାତାର ଆର୍ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚି ଆବେଦନ କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ, ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କୋଲକାତା ହାଇକୋର୍ଟ ତାଙ୍କ ପକ୍ଷର…
ନବୀନଙ୍କୁ କାଉଣ୍ଟର କଲେ ଭାଜପାର ଏହି ନେତ୍ରୀ, କହିଲେ ବିଜେଡି…
ଭୁବନେଶ୍ୱର,୪ା୯: ବିଜେଡି ସୁପ୍ରିମୋ ବୁଧବାର ଭାଜପାକୁ କଡ଼ା ଟାର୍ଗେଟ୍ କରିଥିବା ବେଳେ ଭାଜପା ମଧ୍ୟ ଏହାର ପାଲଟା ଜବାବ ଦେଇଛି। ଭାଜପାର ମୁଖପାତ୍ର ଉର୍ମିଳା ମହାପାତ୍ର ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ବିଜେଡି ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା…
ନିର୍ଦ୍ଦେଶନାମା ଜାରି, ଜିଲାକୁ ଜିଲା ବୁଲି ସଚିବ କରିବେ…
ଭୁବନେଶ୍ୱର,୪ା୯: ଏଣିକି ସବୁ ଜିଲା ବୁଲିବେ ସଚିବ। ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ। ଏ ନେଇ ଯୋଜନା ଓ…
Archives


