ଟି-୨୦ରେ ନୂଆ ଇତିହାସ ରଚିଲେ ଏହି କ୍ରିକେଟ୍ର,ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ…
ନୂଆଦିଲ୍ଲୀ,୫।୯: କାରିବିଆନ ପ୍ରିମିୟର ଲିଗ ଅର୍ଥାତ୍ ସିପିଏଲ୍ ୨୦୨୪ର ସପ୍ତମ ମ୍ୟାଚ ରେ ସେଣ୍ଟ କିଟ୍ସ ଆଣ୍ଡ୍ ନେଭିସ ପ୍ୟାଟ୍ରିୟଟ୍ସ ବନାମ ଗୁଇନା ଆମାଜନ ୱାରିୟର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଶିମ୍ରନ ହେଟମିୟରଙ୍କ ବିସ୍ଫୋରକ ଇନିଂସ ଯୋଗୁ ଗୁଇନ୍ଦା…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର, ଟଳିପଡ଼ିଲେ ୬ ମାଓବାଦୀ
ହାଇଦ୍ରାବାଦ,୫ା୯: ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରେ ୬ ମାଓବାଦୀ ନିହତ ହୋଇଛନ୍ତି। କୋଥଗୁଡେମ ଜିଲା ନୀଳାଦ୍ରିପେଟ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଏନ୍କାଉଣ୍ଟର କରିଥିଲେ। ମାଓବାଦୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଫଳରେ ୨ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି। ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ…
ବିନା କୋଚିଂରେ ଗର୍ଜେଡିର ଲିନ୍ସା ଏବେ ଡାକ୍ତରୀ ଛାତ୍ରୀ
ଦାରିଙ୍ଗବାଡି,୫ା୯(ଅରୁଣ ସାହୁ):ଅକ୍ଳାନ୍ତ ପରିଶ୍ରମ କେବେ ବୃଥା ଯାଏନି, ଦିନେ ନା ଦିନେ ସଫଳତା ଆଣିଦେବ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କ କ୍ଷେତ୍ରରେ। ସେ ଚଳିତ ନିଟ…
ତହସିଲ କାର୍ଯ୍ୟାଳୟ ପରିସରରେ ୧୬୩ ଧାରା
ନରସିଂହପୁର,୫ା୯: କଟକ ଜିଲା ନରସିଂହପୁର ତହସିଲ କାର୍ଯ୍ୟାଳୟ ପରିସରରେ ଗୁରୁବାର ୧୬୩ ଧାରା ଲାଗୁ ହୋଇଛି। ବିଏନ୍ଏସ୍ ୧୬୩(୨) ଧାରା ଲାଗୁ କରିଛି ଜିଲା ପ୍ରଶାସନ। ଓକିଲ ସଂଘ ଓ ତହସିଲଦାରଙ୍କ ବିବାଦ ଯୋଗୁ ଏହି ୧୬୩ ଧାରା ଲାଗୁ ହୋଇଛି।…
ଭାବି ସ୍ତ୍ରୀଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ନାଗା ଚୈତନ୍ୟ
ସାଉଥ୍ ସୁପରଷ୍ଟାର୍ ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ନିର୍ବନ୍ଧ ସରିଛି। ଏବେ ଉଭୟଙ୍କ ବିବାହ ଡେଟ୍କୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ଶୋଭିତାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଫଟୋରେ ଶୋଭିତା ଶାଢି ପିନ୍ଧିଥିବା…
ବାଂଲାଦେଶରୁ ଭାରତରେ ପ୍ରବେଶ କରୁଥିଲେ ମା-ଝିଅ, ଗୁଳି ଚଳାଇଲେ ଯବାନ, ଆଉ ତା’ ପରେ…
ନୂଆଦିଲ୍ଲୀ/ଢାକା,୫ା୯: ବାଂଲାଦେଶରେ ଶେଖ୍ ହାସିନାଙ୍କ ସରକାରକୁ ହଟାଇବା ପରେ ହିନ୍ଦୁ ସମେତ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରାଯାଉଛି। ସେମାନେ ଖସିଯିବାକୁ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏହାପୂର୍ବରୁ ମଧ୍ୟ ଏଭଳି ଚିତ୍ର ସୀମାରେ ଦେଖିବାକୁ ମିଳିଥିଲା। ଲୋକମାନେ ସୀମା…
୧୦୦୦ କୋଟି ସମ୍ପତ୍ତିର ମାଲିକ ବିରାଟ କୋହଲି; ଏହି ପ୍ରସଙ୍ଗରେ ଶାହରୁଖ-ସଲମାନଙ୍କଠାରୁ ଅଛନ୍ତି ପଛରେ…
ଶାହରୁଖ ଖାନ ଏବଂ ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିବାବେଳେ ବିରାଟ କୋହଲି କ୍ରିକେଟ ଜଗତକୁ ରାଜ୍ କରୁଛନ୍ତି। ନିକଟରେ ଦେଶର ସବୁଠାରୁ ଧନୀ ଅଭିନେତାଙ୍କ ତାଲିକା ପ୍ରକାଶ ପାଇଥିଲା ଯେଉଁଥିରେ ଶାହାରୁଖ ଖାନ ଜିତିଥିଲେ। ସୁପରଷ୍ଟାର ଶାହାରୁଖ ହେଉଛନ୍ତି…
ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ବ୍ୟକ୍ତି, ଆଉ ତା’ ପରେ…
ଭୋପାଳ,୫ା୯: ଦୀର୍ଘବର୍ଷ ଧରି ଦୁର୍ନୀତି ବିରୋଧରେ ଅଭିଯୋଗ କରି ଆସୁଥିଲେ ହେଁ ତାଙ୍କୁ ଅଣଦେଖା କରାଯାଉଥିଲା। ଶେଷରେ ଅଭିଯୋଗକାରୀ ଅଭିଯୋଗର ଦସ୍ତାବିଜ୍କୁ ମାଳା କରି ବେକରେ ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ। ଏପରି ଏକ ଦୃଶ୍ୟ ମଧ୍ୟପ୍ରଦେଶ ନିମଚ…
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା, ଟିକେଟ ନ ପାଇ ଦଳ ଛାଡିଲେ ୨ ବଡ଼ ନେତା
ଚଣ୍ଡିଗଡ,୫।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପାର ତାଲିକା ପ୍ରକାଶ ପାଇବା ମାତ୍ରେ ନେତାଙ୍କ ବିଦ୍ରୋହୀ ମନୋଭାବ ସାମ୍ନାକୁ ଆସିବା ଆରମ୍ଭ କରିଛି। ଟିକେଟ ନ ପାଇ ରାଗିଯାଇ ରାତିଆ ବିଧାୟକ ଲକ୍ଷ୍ମଣ ନାପା ଦଳରୁ ଇସ୍ତଫା ଦେଇଛନ୍ତି। ଏଥି ସହ…
ମାଛ ମଡ଼କ ଯୋଗୁ ଏମର୍ଜେନ୍ସି
ଏଥେନ୍ସ:ଗ୍ରୀସ୍ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ ସଂଖ୍ୟାରେ ମୃତ ମାଛ ପଡ଼ି ରହିଥିବାରୁ ଦୁର୍ଗନ୍ଧରେ ଭୋଲୋସ ସହର ଫାଟି ପଡୁଛି। ପରିସ୍ଥିତିକୁ…
୩୭୦ ଫେରାଇ ଆଣିବ ଇଣ୍ଡିଆ
ଜମ୍ମୁ,୫ା୯:ଲୋକ ସଭା ନିର୍ବାଚନରେ ଭାଜପାର ଦୁର୍ବଳ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକସ୍ତରରେ ଭାଙ୍ଗିପଡ଼ିଛନ୍ତି। ମୋଦି ଆମତ୍ବିଶ୍ୱାସ ହରାଇଦେଇଛନ୍ତି। ଖୁବ୍ଶୀଘ୍ର ତାଙ୍କ ସରକାରର ପତନ ଘଟିବାକୁ ଯାଉଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେହିପରି ଇଣ୍ଡିଆ…
ସମଲିଙ୍ଗୀ ସମ୍ପର୍କ ଯୌନ ଅପରାଧ: ଏନ୍ଏମ୍ସି
ନୂଆଦିଲ୍ଲୀ,୫ା୯:ଭାରତର ସର୍ବୋଚ୍ଚ ଡାକ୍ତରୀ ଶିକ୍ଷା ନିୟନ୍ତ୍ରକ ନ୍ୟାଶନାଲ ମେଡିକାଲ କମିଶନ (ଏନ୍ଏମ୍ସି) ସୋଡୋମି (ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ) ଏବଂ ଲେସ୍ବିଆନ୍ଜିଜମ୍ (ମହିଳାଙ୍କ ସମଲିଙ୍ଗୀ ସମ୍ପର୍କ)କୁ ମେଡିକାଲ ପାଠ୍ୟକ୍ରମରେ ପୁନଃ ସାମିଲ କରିଛି। ଅଣ୍ଡରଗ୍ରାଜୁଏଟ୍ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ରିଭାଇଜ୍ଡ ପାଠ୍ୟକ୍ରମର…
Archives


