ନିଶା ଇଞ୍ଜେକ୍ସନ ନେଇ ସଞ୍ଜୟଙ୍କ ଠାରୁ ସତ କୁହାଇବ ସିବିଆଇ, ଜାଣନ୍ତୁ କେମିତି ହେବ ଟେଷ୍ଟ, ହୋଇପାରେ ବିପଦ!
ନୂଆଦିଲ୍ଲୀ,୧୩।୯: କୋଲକାତା ବଳାତ୍କାର ଓ ହତ୍ୟା ମାମଲାର ଫିଟିବ ଗୁମର। ଅଭିଯୁକ୍ତ ସଞ୍ଜୟ ରୟଙ୍କ ହୋଇପାରେ ନାର୍କୋ ଟେଷ୍ଟ। ଏନେଇ ସିବିଆଇ ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ଆଣିବ। ତେବେ ଏହା ପୂର୍ବରୁ ସଞ୍ଜୟଙ୍କ ପଲିଗ୍ରାଫ ଟେଷ୍ଟ ହୋଇ ସାରିଛି। ଏବେ ନାର୍କୋ…
ବିୟୁଟି କୁଇନଙ୍କୁ ଆରିରେ କାଟି, ବ୍ଲେଣ୍ଡରରେ ପେଶି ସ୍ବାମୀ ବନାଇଲେ ‘ପ୍ୟୁରି’
ଡି ଜୁରେ,୧୩।୯: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟ କ୍ରୀଷ୍ଟିନା ଜୋକସିମୋଭିକଙ୍କ ହତ୍ୟାକାଣ୍ଡ ୁପରୁ ପରଦା ଉଠିଛି। ଯିଏ ଏହି ଭୟଙ୍କର ଘଟଣା ଶୁଣିଛି କିମ୍ବା ପଢିଛି ସେ ଭୟଭୀତ ହୋଇପଡିଛି । ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡର ଫାଇନାଲିଷ୍ଟଙ୍କୁ ତାଙ୍କ ସ୍ବାମୀ ହିଁ…
କେଜରିଓ୍ବାଲଙ୍କୁ ଜାମିନ ମିଳିବା ପରେ ଏଏପି ନେତା କହିଲେ, ସତ୍ୟମେବ ଜୟତେ
ନୂଆଦିଲ୍ଲୀ,୧୩।୯: ଏକ୍ସାଇଜ ପଲିସି ମାମଲା ସହ ଜଡିତ ଅଭିଯୋଗରେ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ସେ ଜେଲରୁ ବାହାରକୁ ଆସିବାର ଖବର ରହିଛି। ଯାହା ପରେ ସେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ କରିବେ।…
ସାଙ୍ଗର ଠେଙ୍ଗା ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କିଟିକ୍ରା ଗ୍ରାମରେ ସାଙ୍ଗର ଠେଙ୍ଗା ମାଡ଼ରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ମାନେଶ୍ବର ମିର୍ଗାମୁଣ୍ଡାର ସୂର୍ଯ୍ୟନାରାୟଣ ପାଣିଗ୍ରାହୀ(୪୮)l ମିଳିଥିବା ସୂଚନା ଅନୁଯାଇ ଗତ ଗୁରବାର…
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚେନ୍ନାଇ ପହଞ୍ଚିଲେ ବିରାଟ, ସୁରକ୍ଷାକୁ ଦେଖିଲେ…, ଦେଖନ୍ତୁ ଭିଡିଓ
ଚେନ୍ନାଇ,୧୩।୯: ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଏକ ଦିବସୀୟ ସିରିଜ ପରେ ଲଣ୍ଡନ ଯାଇଥିଲେ, କିନ୍ତୁ ସେ ୧୯ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତ ଫେରିଛନ୍ତି ଏବଂ ଚେନ୍ନାଇରେ ଦଳରେ ଯୋଗ…
ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର: ଦ୍ୱିତୀୟ ସ୍ତ୍ରୀଙ୍କୁ ନେଇ…
ଭୁବନେଶ୍ୱର,୧୩ା୯(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱର ସାଇବର ଥାନାରେ ଅଭିନେତା ମନୋଜ ମିଶ୍ର ଓ ତାଙ୍କ ସ୍ତ୍ରୀ କିଛି ୟୁଟ୍ୟୁବର ଓ ୱେବ୍ ଚ୍ୟାନେଲ ମାଲିକଙ୍କ ବିରୋଧରେ ଗୁରୁବାର ଏଫ୍ଆଇଆର ଦାଖଲ କରିଛନ୍ତି। ସେମାନଙ୍କ ବୈବାହିକ ଜୀବନକୁ ନେଇ ସୋସିଆଲ୍ ମିଡିଆରେ ସମ୍ମାନହାନି କରିବା ଭଳି…
ହରିୟାଣା ନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ତାଲିକାରେ ରହିଛି ପ୍ରଧାନମନ୍ତ୍ରୀ ମୋଦି, ବବିତା ଫୋଗାଟଙ୍କ ସମେତ ଏସବୁ ନେତାଙ୍କ ନାମ
ଚଣ୍ଡିଗଡ଼,୧୩।୯: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ୪୦ ୪୦ନେତାଙ୍କୁ ବାଛିଛି। ଏହି ୪୦ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂ,…
Subhadra yojana: ମହିଳାଙ୍କ ପରେ ଛାତ୍ରୀଛାତ୍ରଙ୍କୁ ପାଇଁ ବଡ଼ ସୁଯୋଗ, ପ୍ରତି ପଞ୍ଚାୟତରେ ହେବ…
ଭୁବନେଶ୍ୱର,୧୩।୯: ରାଜ୍ୟରେ କୋଣ ଅନୁକୋଣରେ ବଢି ଚାଲିଛି ସୁଭଦ୍ରା ପାଇଁ ଉତ୍ସାହ। ତେବେ ୧୧ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ରାଜ୍ୟରେ ୪୫ ଲକ୍ଷ ଆବେଦନକାରୀ ପଞ୍ଜିକରଣ କରିଛନ୍ତି। ଏନେଇ ଘରେଘରେ ସୁଭଦ୍ରା ବାବଦରେ କଲେଜର ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଭାର ପ୍ରତିଯୋଗିତା…
ଆକ୍ସନ ମୋଡ୍ରେ ଅରବିନ୍ଦ ପାଢୀ: ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ ହେବା ପ୍ରସଙ୍ଗରେ ଦେଲେ କଡ଼ା ନିର୍ଦ୍ଦେଶ
ପୁରୀ,୧୩।୯: ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗକୁ ବିବାଦ ବଢିବାରେ ଲାଗିଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ…
ଭାରତର ୯୧ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି…
ଗ୍ରେଟର ନୋଏଡା,୧୩।୯: ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗ୍ରେଟର ନୋଏଡା ଟେଷ୍ଟକୁ ରଦ୍ଦ କରାଯାଇଛି। ଏପରିକି ଶୁକ୍ରବାର ଗୋଟିଏ ବି ବଲ ବୋଲିଂ କରାଯାଇପାରି ନାହିଁ କିମ୍ବା ଏହି ଟେଷ୍ଟରେ ଟସ ମଧ୍ୟ ହୋଇନାହିଁ। ଆଜି ପ୍ରବଳ ବର୍ଷା ହେତୁ ଶେଷ…
ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି, କେଜରିଓ୍ବାଲଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୧୩।୯: ଏକ୍ସାଇଜ ପଲିସି ସ୍କାମ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦୁଇଟି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି। ପ୍ରଥମ ଆବେଦନ ଉପରେ କୋର୍ଟ ସିବିଆଇ ଗିରଫକୁ ବୈଧ ବୋଲି ବିବେଚନା କରିଥିଲେ। ଦ୍ୱିତୀୟ ଆବେଦନ ଉପରେ ଏହି…
ଇତିହାସ ରଚିଲେ କ୍ରିଷ୍ଟିଆନୋ ରୋନାଲଡୋ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଏମିତି କାରନାମା ହାସଲ କଲେ…
ନୂଆଦିଲ୍ଲୀ,୧୩।୯: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲରମାନଙ୍କ ମଧ୍ୟରେ କ୍ରିଷ୍ଟିଆନୋ ରୋନାଲଡୋଙ୍କ ନାମ ସାମିଲ ଅଛି। ପର୍ତ୍ତୁଗାଲ ପାଇଁ ଖେଳିଥିବା ଏହି କିମ୍ବଦନ୍ତୀ ଫୁଟବଲର୍ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ସୋସିଆଲ ମିଡିଆରେ ଏକ ବିଲିୟନ ଅର୍ଥାତ୍ ୧୦୦ କୋଟି…
Archives


