ପ୍ରଶାସନିକ ସ୍ତରରେ ବଡ଼ ପରିବର୍ତ୍ତନ: ବଦଳିଲେ ଦାରିଙ୍ଗବାଡ଼ି ବିଡିଓ, ଆସିଲେ…
ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ରାଜ୍ୟରେ ଗତ ଦୁଇଦିନ ହେଲା ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବଦଳି ତାଲିକାରେ ଦାରିଙ୍ଗବାଡ଼ିକୁ ନୂତନ ବିଡିଓ ଭାବେ ପ୍ରୀତିରଞ୍ଜନ ରଥଙ୍କୁ ବଦଳି…
ମୋଦି ବହୁତ ଶକ୍ତିଶାଳୀ, ହେଲେ ଭାଗବାନ ନୁହେଁ: କେଜରିଓ୍ବାଲ
ନୂଆଦିଲ୍ଲୀ,୨୬।୯: ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ ଦିଲ୍ଲୀର କାମ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି। ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ…
ରାହୁଲ ବାବାଙ୍କ ୩ ପିଢି ପର୍ଯ୍ୟନ୍ତ ଏତେ ଦମ୍ ନାହିଁ ଯେ ୩୭୦ ଫେରାଇ ଆଣିବେ: ଶାହା
ନୂଆଦିଲ୍ଲୀ,୨୬।୯: ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଉଧମପୁର, ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ…
ସ୍ତ୍ରୀଙ୍କ ମୃତ୍ୟୁ ପରେ ବିଗିଡ଼ି ଯାଇଥିଲା ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ସମୟରେ ଚାଲିଗଲା ଏହି ନେତାଙ୍କ ଜୀବନ
ଭଦ୍ରକ,୨୬ା୯(ସନାତନ ରାଉତ): ଭଦ୍ରକ ଜିଲାର ବରିଷ୍ଠ ନେତା ଲକ୍ଷ୍ମୀ ମହାପାତ୍ର(୭୬)ଙ୍କ ବୁଧବାର ରାତିରେ ପରଲୋକ ଘଟିଛି। ଅସୁସ୍ଥ ଥିବାରୁ ୫ ଦିନ ତଳେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ସ୍ବାସ୍ଥ୍ୟାବସ୍ଥା ଅବନତି ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ରାତି ପ୍ରାୟ…
ଅଧାରୁ ଭାଷଣ ବନ୍ଦ କରି କାହିଁକି ହସିଲେ ମୋଦି
ଚଣ୍ଡିଗଡ଼,୨୬।୯: ହରିୟାଣାର ସୋନିପତ ଠାରେ ବୁଧବାର ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ହଠାତ୍ ଅଧାରୁ ଅଟକି ଯାଇଥିଲେ। ସେ ତାଙ୍କ ଭାଷଣ ବନ୍ଦ କରି ଏକ ବାଳକ ବିଷୟରେ କହିବାକୁ ଲାଗିଲେ। ଘଟଣା…
ଫୁଲୁଛି ସୁବର୍ଣ୍ଣରେଖା: ପୁଣି ଏକ ବନ୍ୟା ଆଶଙ୍କା, ଲୋକେ ଭୟଭୀତ
ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଉତ୍ତର ବାଲେଶ୍ୱର ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ୩ ଦିନ ଧରି ତୁହାକୁ ତୁହା ବର୍ଷା ଲାଗି ରହିବାରୁ ଗ୍ରାମ, ବଜାର, ହାଟ ବର୍ଷା ପାଣିରେ ବୁଡ଼ିଯାଇ ବେହାଲ ହୋଇଛି। ଘନଘନ…
ହିଜାବରେ ନଜର ଆସିବେ ମହିଳା ସେନା, ମୁଣ୍ଡ ନୁହାଁଇଲେ ସରକାର
ଢାକା,୨୬।୯: ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରେ ସମଗ୍ର ଦେଶରେ ଇସଲାମୀକରଣ ତୀବ୍ର ହୋଇଛି। ସରକାରଙ୍କ କଥା ଛାଡନ୍ତୁ, ବର୍ତ୍ତମାନ ବାଂଲାଦେଶ ସେନା ମଧ୍ୟ ମୌଳିକବାଦୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ଏହା ପ୍ରଥମ ଥର ପାଇଁ ବାଂଲାଦେଶ ସେନା…
ଠିକାଦାରଙ୍କ ମନମାନି: ରାସ୍ତା ଖୋଳି ଛାଡ଼ିଦେଲେ, ଗାତରେ ପଡ଼ି ଛାତ୍ରୀଛାତ୍ର ଆହତ
ବରୀ,୨୬ା୯(ମହେନ୍ଦ୍ର ସ୍ବାଇଁ): ପାନୀୟ ଜଳ ଯୋଗାଣ ନିମନ୍ତେ ସରକାରଙ୍କ ତରଫରୁ ଅର୍ଥ ମଞ୍ଜୁର ହୋଇଛି। କିନ୍ତୁ ଦାୟିତ୍ୱରେ ଥିବା ଠିକାଦାର ନିଜର ମନମାନି ଯୋଗୁ ଦୀର୍ଘଦିନ ଧରି ଗ୍ରାମ୍ୟ ରାସ୍ତାକୁ ଖୋଳି ଦେଇ କାର୍ଯ୍ୟ ନ କରିବାରୁ ଯାତାୟାତରେ ଲୋକମାନେ ନାହିଁ…
କଙ୍ଗନାଙ୍କୁ ନେଇ ଏମିତି କହିଦେଲେ ଚିରାଗ ପାଶଓ୍ବାନ୍: ସବୁଠି ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୬।୯: ରାଜନୀତିରେ ପ୍ରବେଶ କରିବା ପରେ ଗତ ମାସରେ ସଂସଦ ବାହାରେ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଚିରାଗ ପାଶୱାନଙ୍କ ସାକ୍ଷାତର ଫଟୋ ଭାଇରାଲ ହୋଇଥିଲା। ସେହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଏହାପରେ କଙ୍ଗନା ଚିରାଗଙ୍କ ମଧ୍ୟରେ…
ଭାରତଠାରୁ ପଙ୍ଗା ନେଇ ଫସିଗଲା ବାଂଲାଦେଶ, ଶାହାଙ୍କ ବୟାନକୁ ନେଇ ଆଖି ଦେଖାଇବା ପରେ…
ଢାକା/ନୂଆଦିଲ୍ଲୀ,୨୬।୯: ବାଂଲାଦେଶରେ ଶେଖ ହସିନା କ୍ଷମତାଚ୍ୟୁତ ହେବାପରେ ବାଂଲାଦେଶର ସ୍ବର ବଦଳୁଥିବା ଦେଖାଯାଉଛି। ମହମ୍ମଦ ୟୁନୁସ ସରକାର ‘ଗୋଟିଏ ପଟେ ଚୋରି ଏବଂ ଅନ୍ୟଟି ସିନାଜୋରି’ ମନୋଭାବରୁ ବାହାରକୁ ଆସିବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ବେଳେବେଳେ ସେ ଭାରତକୁ ଆଖି…
‘ଆମର ଏଠି ନେତା ପୁଅ ନେତା ହୁଅନ୍ତିନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି’
ଭୁବନେଶ୍ୱର,୨୬ା୯: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ନଡ୍ଡା ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇବା ସହ ଭାଜପା ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ…
ହଠାତ୍ କ୍ରିକେଟ୍କୁ ଅଲବିଦା କହି ଚମକାଇଦେଲେ ଏହି କ୍ରିକେଟର୍
କାନପୁର,୨୬।୯: ଦ୍ୱିତୀୟ ଟେଷ୍ଟ ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। କାନପୁରର ଗ୍ରୀନ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ, କିନ୍ତୁ ଏହାପୂର୍ବରୁ ବାଂଲାଦେଶର ତାରକା ଅଲରାଉଣ୍ଡର ଶାକିବ ଅଲ ହାସନ ଟେଷ୍ଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ତେବେ…
Archives


