Home

ଷ୍ଟେଜ୍‌ ଉପରେ ହସିହସି ବିଦାୟୀ ଭାଷଣ ଦେଉଥିଲେ ଛାତ୍ରୀ , ହଠାତ୍‌ ଟଳିପଡ଼ିଲେ, ଭାଇରାଲ ହେଉଛି ମୃତ୍ୟୁର ଲାଇଭ୍‌ ଭିଡିଓ…

ମୁମ୍ବାଇ,୬ା୪: ମହାରାଷ୍ଟ୍ରର ଧାରାଶିବ୍‌ରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀ ଜଣକ ବିଦାୟ ସମାରୋହରେ ମଞ୍ଚ ଉପରେ ଖୁବ୍‌ ହସିହସି ଭାଷଣ ଦେଉଥିଲେ। ହଠାତ୍‌ ଟଳିପଡ଼ିଲେ। ସିନ୍ଦେ କଲେଜ, ପରନ୍ଦାର ଜଣେ ଛାତ୍ରୀ ମଞ୍ଚ ଉପରେ ଭାଷଣ ଦେଉଥିବା…

ଲଣ୍ଡନର ହାର୍ଟ ସର୍ଜନ କହି ପାଇଥିଲେ ଚାକିରି, ସର୍ଜରୀ ବେଳେ ୭ ରୋଗୀଙ୍କୁ ମାରିଦେଲେ…

ଦମୋହ,୬।୪: ମଧ୍ୟପ୍ରଦେଶର ଦମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି। ଜିଲା ଅଧିକାରୀ ଅଭିଯୋଗର ତଦନ୍ତ ଚଳାଇଛନ୍ତି। ମାସେ ମଧ୍ୟରେ ଉକ୍ତ ହସ୍ପିଟାଲରେ…

‘BJPରେ ମିଶିବାକୁ ଚାହୁଁଛନ୍ତି ରାଜ୍ୟର ସବୁ BJD ନେତା’

ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିରେ ସବୁକିଛି ଠିକ୍‌ ଚାଲିନାହିଁ। ଓ୍ବକଫ୍‌ ବିଲ୍‌କୁ ନେଇ ଦଳୀୟ ମୁଖ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିବା ସତ୍ତ୍ୱେ ଏମ୍‌ପି ସସ୍ମିତ ପାତ୍ର ଏହାକୁ ସମର୍ଥନ ଦେଇଥିଲେ। ଏହି ଘଟଣାକୁ ନେଇ ଏବେ ଦଳ ଦୁଇଫାଳ…

ରାମନବମୀରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ପମ୍ବନ ସେତୁ ଉଦ୍‌ଘାଟନ କରି କହିଲେ ଦେଶବାସୀଙ୍କ ପାଇଁ ଏହା…

ନୂଆଦିଲ୍ଲୀ,୬ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍‌ ରାମନବମୀର ଅବସରରେ ତାମିଲନାଡୁର ରାମେଶ୍ୱରମରେ ଐତିହାସିକ ନୂତନ ପାମ୍ବନ ସେତୁ ଉଦ୍‌ଘାଟନ କରିଛନ୍ତି। ଏହି ସେତୁ ହେଉଛି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ, ଯାହା ସମୁଦ୍ର ଉପରେ ନିର୍ମିତ। ଏହି…

‘ନବୀନ ଏବେ ବି ଗୃହବନ୍ଦୀ’

ଭୁବନେଶ୍ୱର,୬।୪: କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଓ୍ବକଫ୍‌ ବିଲ୍‌କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିଲ୍‌କୁ ବିଜେଡି ସମର୍ଥନ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଦଳର ଏମ୍‌ପି ସସ୍ମିତ ପାତ୍ର ଏକମାତ୍ର ବିଜେଡି…

ଥାର୍ଡ AC ଟିକେଟରେ ଫାଷ୍ଟ ACରେ କରନ୍ତୁ ଯାତ୍ରା! ରେଳବାଇର ଏହି ନିୟମ ଜାଣିନେଲେ ହେବେ ଉପକୃତ…

ନୂଆଦିଲ୍ଲୀ,୬।୪: ପ୍ରତିଦିନ ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଅଧିକାଂଶ ଯାତ୍ରୀ ଏସି କିମ୍ବା ସ୍ଲିପର କୋଚରେ ଟିକେଟ ବୁକ୍‌ କରି ଯାତ୍ରା କରନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ ଯଦି ଆପଣ ତୃତୀୟ ଏସିର…

ଅଫିସ ନା ଜେଲ୍‌? ଏଠାରେ କର୍ମଚାରୀଙ୍କୁ ମିଳିଥାଏ ଏମିତି ଦଣ୍ଡ, ଜାଣିଲେ…

ଯେକୌଣସି କମ୍ପାନୀରେ କାମ କରିବା ପାଇଁ କର୍ମଚାରୀଙ୍କୁ ଏପରି ଏକ ପରିବେଶ ଆବଶ୍ୟକ, ଯେଉଁଥିରେ କର୍ମଚାରୀ ତାଙ୍କ କାର୍ଯ୍ୟକୁ ସକାରାତ୍ମକ ଶକ୍ତି ସହିତ ଶେଷ କରିପାରିବେ। ତଥାପି, ଏପରି ବହୁତ କମ କମ୍ପାନୀ ଅଛି, ଯେଉଁଠାରେ ଜଣେ କୌଣସି ଅସୁବିଧା ଏବଂ…

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିରେ ରବିବାର ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିବମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ପୂଜାର୍ଚ୍ଚନା ସହ ସାମୁହିକ ହନୁମାନ ଚାଳିଶା ପଠନ କରିଥିଲେ। ପରେ ବିରାଟ ବାଇକ୍‌ ଶୋଭାଯାତ୍ରାରେ ବାହାରି ପ୍ରଥମେ ଡବେରୀ ସେଠାରୁ…

US Deportation Video: ପ୍ରବାସୀଙ୍କ ନିର୍ବାସନକୁ ମଜା ଉଡାଇଲା ହ୍ବାଇଟ୍‌ ହାଉସ! ଭିଡିଓକୁ ନେଇ ନୂଆ ବିବାଦ

ଓ୍ବାଶିଂଟନ,୬।୪: ହ୍ବାଇଟ ହାଉସ ଦ୍ୱାରା ଏହାର ଅଫିସିଆଲ X ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ସମାଲୋଚକମାନେ ଟ୍ରମ୍ପ ପ୍ରଶାସନ ଉପରେ ଦୁର୍ବଳ ପ୍ରବାସୀମାନଙ୍କ ଉପରେ ଅମାନବୀୟ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି। ଅଟକ ପ୍ରବାସୀମାନଙ୍କୁ…

ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ: ବର୍ତ୍ତମାନ କାଳବୈଶାଖୀ ଚାଲିଛି, ପବନ ବେଗ ଅଧିକ ଅଛି, କାହିଁକି କହିଲେ ଏମିତି…

ଭୁବନେଶ୍ୱର,୬ା୪: ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଓକ୍‌ଫ ବିଲ୍‌କୁ ବିଜେଡି ଏମ୍‌ପି ସସ୍ମିତ ପାତ୍ର ସମର୍ଥନ କରିବା ପରେ ସେ ଏପରି ବୟାନ ଦେବା ରାଜନୈତିକ ମହଲରେ…

8th Pay Commission: ୨୦୨୬ ଜାନୁଆରୀ ପହିଲାରୁ ଅବସର ନେଉଥିବା କର୍ମଚାରୀଙ୍କୁ ମିଳିବ କି ନାହିଁ ୮ମ ବେତନ କମିଶନର ଲାଭ? ଜାଣନ୍ତୁ…

ନୂଆଦିଲ୍ଲୀ,୬।୪: ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଚିନ୍ତା ବଢ଼ିପାରେ। କାରଣ କର୍ମଚାରୀମାନଙ୍କ ମନରେ ପ୍ରଶ୍ନ ହେବ ଯେ ଯଦି ସେମାନେ ୨୦୨୬ ଜାନୁଆରୀ ୧ ପୂର୍ବରୁ ଅବସର ନିଅନ୍ତି,…

ସୀମା ଟପିଲା ଯୌତୁକ ନିର୍ଯାତନା: ବୋହୂକୁ ନିର୍ଧୂମ ପିଟିଲେ ଶାଶୁ-ଶ୍ୱଶୁର

ବାଲେଶ୍ୱର,୬ା୪(ବାଞ୍ଛାନିଧି ଦେ): ଅଧିକ ଯୌତୁକ ଦାବି କରି ବୋହୂକୁ ଶାଶୁଘର ଲୋକଙ୍କ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶାଶୁଘର ଲୋକଙ୍କ ମାଡ଼ରେ ବୋହୂ ଗୁରୁତର ହୋଇ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ବୋହୂଙ୍କ ବାପଘର ଲୋକେ ବାଲିଆପାଳ ଥାନାରେ କଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?