ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…
ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ବିଭାଗରେ ୭ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା…
ଭାଜପାର ବଡ଼ ପ୍ଲାନ, ଜେପି ନଡ୍ଡାଙ୍କ ସ୍ଥାନ ନେବେ ବସୁନ୍ଧରା ରାଜେ!
ନୂଆଦିଲ୍ଲୀ,୨୮।୯: ପୁଣି ଥରେ ଭାଜପା ଏକ ବଡ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ ଦଳର ହାଇକମାଣ୍ଡ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ବସୁନ୍ଧରା ରାଜେଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିପାରନ୍ତି। ଖୁବ ଶୀଘ୍ର ଏନେଇ ଘୋଷଣା…
ପୂର୍ବ ସରକାରରେ ଧରାପଡ଼ୁଥିଲେ କେରାଣ୍ଡି, ମହୁରାଳି, ଏବେ ଭାକୁର, ଶେଉଳ ଆଗକୁ …କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୯: ଶୁକ୍ରବାର ଜିଲାପାଳ ସମ୍ମିଳନୀ ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ। ପୂର୍ବ ସରକାରରେ କେବଳ କେରାଣ୍ଡି, ମହୁରାଳି ଧରା ଯାଉଥିଲା। ଏବେ ଭାକୁର, ଶେଉଳ ଧରା ପଡ଼ିଲେଣି ଆଗକୁ ତିମି ମଧ୍ୟ ପଡ଼ିବେ। ଏହା ସହ…
୫ ପୂର୍ବତନ ମନ୍ତ୍ରୀଙ୍କୁ ନୋଟିସ ଜାରି କଲେ ପଞ୍ଜାବ ସରକାର, ଘର ଖାଲି କରିବାକୁ ନିର୍ଦ୍ଦେଶ
ଚଣ୍ଡିଗଡ଼,୨୮।୯: ପଞ୍ଜାବ ସରକାର ୫ଜଣ ପୂର୍ବତନ ମନ୍ତ୍ରୀଙ୍କୁ ସେମାନଙ୍କ ସରକାରୀ ଘର ଖାଲି କରିବାକୁ ନୋଟିସ ଜାରି କରିଛନ୍ତି। ଏଥିରେ ସେହି ମନ୍ତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ, ଯେଉଁମାନେ ନିକଟରେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହି ମନ୍ତ୍ରୀମାନଙ୍କୁ ୧୫ ଦିନ ମଧ୍ୟରେ…
ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭାଜପାର ପରିବର୍ତ୍ତନ…
ଭୁବନେଶ୍ୱର,୨୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଯିବେ। ୩୦ ତାରିଖରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ଏବଂ ୧ ତାରିଖରେ ଚାଇଁବାସାର କୋଲ୍ହାନ…
କୋଲକାତା ବଳାତ୍କାର ହତ୍ୟା ମାମଲା: ଭୁଲ ଥିଲା ମହିଳା ଡାକ୍ତରଙ୍କ ପୋଷ୍ଟ ମର୍ଟମ ରିପୋର୍ଟ? ସନ୍ଦୀପ ଘୋଷ କରିଥିଲେ…
କୋଲକାତା,୨୮।୯: ଆର.ଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜୁନିଅର ମହିଳା ଡାକ୍ତରଙ୍କ ଶରୀରର ପୋଷ୍ଟମର୍ଟମ ପ୍ରକ୍ରିୟା ତାଙ୍କ ବିଶ୍ୱସ୍ତ ଡାକ୍ତରଙ୍କ ଜରିଆରେ ହସ୍ପିଟାଲର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଦ୍ୱାରା ସଂପୂର୍ଣ୍ଣ ଭାବେ…
ଏ ହେଉଛି ନୂଆ ଭାରତ, ଘରେ ପଶି ମାରେ:ପାକିସ୍ତାନକୁ ମୋଦିଙ୍କ ଚେତାବନୀ
ଶ୍ରୀନଗର,୨୮।୯: ଜମ୍ମୁ କଶ୍ମୀରର ଏମ ଷ୍ଟାଡିୟମରେ ବିଜୟ ସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,ଏହି ନିର୍ବାଚନ ଜମ୍ମୁ କଶ୍ମୀରର ଭବିଷ୍ୟତ ବାଛିବା। ଆଜି ମଧ୍ୟ ଶହୀଦ ବୀର ସର୍ଦ୍ଦାର ଭଗତ ସିଂଙ୍କ ଜନ୍ମ ବାର୍ଷିକୀ।…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନିଯୁକ୍ତି ପାଇବେ ହୋମ୍ଗାର୍ଡ, କାର୍ଯ୍ୟରତ ସମୟରେ ଦେହାନ୍ତ ହେଲେ ମିଳିବ…
ଭୁବନେଶ୍ୱର,୨୮ା୯: ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲାପାଳ ଏବଂ ଏସ୍ପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ ସରକାରରେ ହୋମ୍ଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରି ଦିଆଯାଇଥିଲା। ଆମ ସରକାର ହୋମ୍ଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ୱ…
ମିଳୁ ନାହାଁନ୍ତି ଚାଇନାର ଟପ୍ ଇକୋନୋମିଷ୍ଟ, ସି ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଅଛନ୍ତି ନିଖୋଜ
ବେଜିଂ,୨୮।୯: ଚାଇନାର ଏକ ସରକାରୀ ଥିଙ୍କ ଟ୍ୟାଙ୍କର ଜଣେ ଉଚ୍ଚ ଅର୍ଥନୀତିଜ୍ଞ ଗତ କିଛି ମାସ ହେବ ନିଖୋଜ ଥିଲେ। ସେ ଏକ ଘରୋଇ ଅନଲାଇନ ଚାଟ ଗ୍ରୁପରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସମାଲୋଚନା କରିଥିବା ଜଣାଯାଇଛି। ଚାଇନାର ଏକ…
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…
ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଶନିବାରଠାରୁ ୩୦…
ତିରୁପତି ଲଡୁ ବିବାଦ ପଛରେ ରହିଛି ପାକିସ୍ତାନର ହାତ? ଏହି ମାମଲାକୁ ନେଇ ବଡ କଥା କହିଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ
ନୂଆଦିଲ୍ଲୀ,୨୮।୯: ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶୁକ୍ରବାର ଦେଶରେ ବିକ୍ରି ହେଉଥିବା ତେଲ ଏବଂ ଘିଅର ଶୁଦ୍ଧତା ଉପରେ ପ୍ରଶ୍ନ ଉଠାଇ ତଦନ୍ତ ଦାବି କରିଛନ୍ତି। ତିରୁପତି ପ୍ରସାଦରେ ଅପମିଶ୍ରଣ ସମେତ ଅନେକ ପ୍ରସଙ୍ଗରେ…
କାନପୁର ଟେଷ୍ଟରେ ଏମିତି କିଛି କହିଦେଲେ ରିଷଭ ପନ୍ତ…ସବୁଠୁ ହେଉଛି ଚର୍ଚ୍ଚା
କାନପୁର,୨୮।୯: ଭାରତ ବନାମ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଷ୍ଟମ୍ପ ପଛରେ ଛିଡା ହୋଇ ରିଷଭ ପନ୍ତ ଏମିତି କିଛି କହିଛନ୍ତି, ଯାହା ଏବେ ଭାଇରାଲ ହୋଇଛି। ପ୍ରଥମ ଦିନରେ କେବଳ ୩୫ ଓଭର ଖେଳାଯାଇଥିଲା, କିନ୍ତୁ ଏହି…
Archives


