Home

ଶାଳକାଠ ଚୋରାଚାଲାଣବେଳେ ମାଡ଼ିବସିଲା ବନ ବିଭାଗ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନର ବଡପଶି ନିକଟରୁ ସୋମବାର ଅପରାହ୍ନ ଏକ ଶାଳ ଗଣ୍ଡି ବୋଝେଇ (ଓଡି ୧୧ଜେ୦୧୦୨ ନମ୍ବର) ଟ୍ରାକ୍ଟରକୁ ବନ ବିଭାଗ ଜବତ କରିଛି। ଟ୍ରାକ୍ଟରରୁ ୭ଟି ଗଣ୍ଡିକୁ ବନବିଭାଗ ଜବତ…

ରାଗିକି ନିଆଁବାଣ ହେଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୪: ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ ସିଜିନ୍‌ ଆରମ୍ଭ ଖରାପ ରହିଛି। ଦଳ ଲଗାତାର ୪ ମ୍ୟାଚ ହାରିଛି। ଟ୍ରାଭିସ ହେଡ, ଇଶାନ କିଷନ, ଅଭିଷେକ ଶର୍ମାଙ୍କଠାରୁ ଆରମ୍ଭ କରି ଦଳର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ନେ ଗତ ୪ଟି ମ୍ୟାଚ୍‌ରେ ଫ୍ଲପ…

ବାପା ସିଲେଇ ଦୋକାନ କରି ପୋଷୁଛନ୍ତି ପେଟ, ଆଇପିଏଲ୍‌ରେ ହଇଚଇ କରୁଛନ୍ତି ପୁଅ

ନୂଆଦିଲ୍ଲୀ,୭।୪: ଆଜିକାଲି ସନରାଇଜର୍ସ ହାଇଦ୍ରାବାଦର ଲେଗ ସ୍ପିନର ଜିଶାନ ଅନସାରୀଙ୍କୁ ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ୨୫ ବର୍ଷୀୟ ଯୁବ ଲେଗ ସ୍ପିନର ତାଙ୍କ ଡେବ୍ୟୁ ମ୍ୟାଚ୍‌ରେ ହିଁ କେଏଲ ରାହୁଲ, ଫାଫ ଡୁ ପ୍ଲେସିସ ଏବଂ…

ପୁଣି କ୍ୟାନସର୍‌ ସହ ଲଢୁଛନ୍ତି ଏହି ଅଭିନେତାଙ୍କ ସ୍ତ୍ରୀ: ପୋଷ୍ଟ ଶେୟାର କରି କହିଲେ…

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ତାହିରା କଶ୍ୟପ ତାଙ୍କର ସ୍ପଷ୍ଟବାଦୀତା ପାଇଁ ଜଣାଶୁଣା। ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୋଲାଖୋଲି ଭାବରେ କଥା ହୁଅନ୍ତି। ତାହିରା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ କଥା…

ମୁଖ୍ୟମନ୍ତ୍ରୀ ଆମକୁ ଲଲିପପ୍‌ ଧରେଇ ଦେଇଛନ୍ତି: ଗର୍ଜିଲେ ଶିକ୍ଷକ

କୋଲକାତା,୭।୨: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିକୁ ନେଇ ମମତା ସରକାର ଫସିଯାଇଛନ୍ତି। ଏହି ଠକେଇ ଯୋଗୁ ଚାକିରି ହରାଇଥିବା ଶିକ୍ଷକମାନେ ସୋମବାର କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ମମତା ବାନାର୍ଜୀଙ୍କୁ ଭେଟିବା ପରେ ଶିକ୍ଷକମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ପ୍ରକାଶ…

ଅକାଳରେ ଚାଲିଗଲା ୨ ଜୀବନ: ପୋଲିସ ତଦନ୍ତ ଜାରି

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗିର ଦୀପକ ଭୋଳଙ୍କ ମୃତଦେହ ରବିବାର ଏକ କାଜୁ ବଗିଚାରୁ ମିଳିଥିଲା। ସେହିଭଳି ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗିର ଲବଣୀ ନାୟକ ପୋଖରୀରେ ବୁଡି ଗତକାଲି ମୃତ୍ୟୁବରଣ କରିଛନ୍ତି। ସୋମବାର ଉଭୟଙ୍କ…

ନବୀନ ନିବାସରେ ଶୁଭିଲା ପାଣ୍ଡିଆନ ଗୋ ବ୍ୟାକ ନାରା: ଗର୍ଜିଲେ ମୁନ୍ନାଙ୍କ ସମର୍ଥକ

ଭୁବନେଶ୍ୱର,୭।୪: ୱକ୍‌ଫ ବିଲ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ତୁମ୍ବିତୋଫାନ । ବିଜେଡି ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ସସ୍ମିତ ପାତ୍ରଙ୍କ ଭାଜପା ସମର୍ଥିତ…

‘ଆମ ସଂସ୍କୃତି,ଆମ ଖେଳନା’ କାର୍ଯ୍ୟକ୍ରମ ଅନୁଷ୍ଠିତ: କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର

ତୁମୁଡିବନ୍ଧ,୭।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ସମୋବାର ପୂର୍ବାହ୍ନରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର…

କୋଦଳାରେ ଅଘଟଣ: ପୋଖରୀରେ ଚାଲିଗଲା ଜଣଙ୍କ ଜୀବନ

ବେଗୁନିଆପଡା,୭।୪(ସୁଶାନ୍ତ କୁମାର ପଟ୍ଟନାୟକ):ଗଞ୍ଜାମ କୋଦଳାରେ ଅଘଟଣ। ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଲେ ଜଣେ ବ୍ୟକ୍ତି। ମୃତକ ଜଣକ ହେଲେ କୋଦଳା ବାଇଗଣୀଆ ସାହିର ୪୦ ବର୍ଷୀୟ କଂଗ୍ରେସ ଜେନା। ଚିନାବାଦାମ ଖୁଚୁରା ବିକ୍ରୟ କରି ସେ ନିଜର ପେଟ ପୋଷୁଥିଲେ। ବୁଗୁଡ଼ାରୁ…

ନାବାଳିକା ଅପହରଣକାରୀଙ୍କୁ ଦୁଇବର୍ଷ ଜେଲ୍ 

କେନ୍ଦୁଝର,୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ସୋମବାର ଏକ ୧୬ ବର୍ଷ ବୟସ୍କା ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ତେଲକୋଇ ଥାନା ଅନ୍ତର୍ଗତ ଭିମକାଣ୍ତ ଗ୍ରାମର ଅଭିଯୁକ୍ତ ଅଭିମନ୍ୟୁ…

ଅନେକ ରୋଗକୁ ଦୂରେଇ ଦିଏ ଏହି ଫୁଲ

ଆପଣଙ୍କ ବଗିଚାରେ ଉଜ୍ଜ୍ୱଳ ଲାଲ, ଧଳା, ଗୋଲାପୀ, ହଳଦିଆ ଏବଂ କମଳା ରଙ୍ଗର ଫୁଲ, ଯାହାକୁ ହିବିସ୍କସ ବା ମନ୍ଦାର କୁହାଯାଏ, ସହଜରେ ଫୁଟିଥିବା ଦେଖିହେବ। ଦେବୀ-ଦେବତାଙ୍କ ପ୍ରିୟ ହେବା ବ୍ୟତୀତ, ଆୟୁର୍ବେଦରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ଅଛି…

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲାକୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର,୭ା୪: ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୮ ତାରିଖ ଯାଏ ଉତ୍ତରପଶ୍ଚିମ ଦିଗରେ ଏହା ଗତି କରିବ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବ। ୪୮ ଘଣ୍ଟା ଯାଏ ସାମାନ୍ୟ ଉତ୍ତର ଆଡ଼କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?