Home

ଉପ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କୁ ନାଲି ଆଖି ଦେଖାଇଲା କଂଗ୍ରେସ!

ନୂଆଦିଲ୍ଲୀ,୯।୮: ଉତ୍ତରପ୍ରଦେଶର ୧୦ଟି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି, ତେଣୁ ଆସନ ବଣ୍ଟନ ସଂପର୍କରେ ଶାସକ ଏନଡିଏ ସହଯୋଗୀ ଦଳ ଏବଂ ବିରୋଧୀ ଇଣ୍ଡିଆ ମେଣ୍ଟ୍ଚ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଏସବୁ ମଧ୍ୟରେ ଇଣ୍ଡିଆ ମେଣ୍ଟରେ କଂଗ୍ରେସ ନିଜର ଆସନ…

ଯଦି ଭାରତର ପରିସ୍ଥିତି ବାଂଲାଦେଶ ଭଳି ହୁଏ, ତେବେ କୁଆଡେ ଯିବେ ହିନ୍ଦୁ: ଧିରେନ୍ଦ୍ର ଶାସ୍ତ୍ରୀ

ନୂଆଦିଲ୍ଲୀ,୯।୮: ବାଂଲାଦେଶର ହିନ୍ଦୁ ଦେବତା ଏବଂ ଦେବୀଙ୍କ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ଛତ୍ରପୁରର ପ୍ରସିଦ୍ଧ ବାଗେଶ୍ୱର ଧାମର ପୀଠୀଶ୍ୱର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ସେ ଗୁରୁବାର ରାତିରେ ନ୍ୟୁଜିଲ୍ୟାଣ୍ଡରୁ ଭାରତ ଫେରିଥିଲେ। ସେ…

କେରଳ ଯିବେ ମୋଦି, ଓ୍ବାୟନାଡ଼ ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୦ରେ କେରଳର ୱାୟନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ଦୈବି ଦୁର୍ବିପାକରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏହି ବିନାଶର ପ୍ରଧାନମନ୍ତ୍ରୀ ଏକ ବିମାନ ସର୍ଭେ କରିବେ। ୩୦…

ଜେଲରୁ ବାହାରିଲେ ସିସୋଡିଆ, ସିଧା ଯିବେ କେଜରିଓ୍ବାଲଙ୍କ ଘରକୁ

ନୂଆଦିଲ୍ଲୀ,୯।୮: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତିହାର ଜେଲରୁ ମୁକ୍ତ କରାଯାଇଛି। ଶୁକ୍ରବାର (ଅଗଷ୍ଟ ୯) ସୁପ୍ରିମକୋର୍ଟ ସିସୋଡିଆଙ୍କୁ ଦୁର୍ନୀତି ଏବଂ ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତି…

ଭିନେଶଙ୍କୁ ରାଜ୍ୟ ସଭା ପଠାଇବା ନେଇ କଂଗ୍ରେସର ଅଛି ବଡ଼ ରାଜନୈତିକ ଚାଲ୍‌! ସାଂଘାତିକ କଥା କହିଦେଲେ ରେସଲର୍‌ଙ୍କ ଦାଦା

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ହରିୟାଣା ସରକାର ରେସଲର୍‌ ଭିନେଶ ଫୋଗଟଙ୍କୁ ରୋପ୍ୟ ପଦକ ବିଜେତା ଭଳି ସମସ୍ତ ସୁବିଧା ଏବଂ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଭିତରେ ଭିିନେଶଙ୍କୁ ରାଜ୍ୟ ସଭା ପଠାଇବା ପାଇଁ…

ଏକାଠି ଚା’ ପିଇଲେ ମୋଦି-ରାହୁଲ, ହାତ ବି ମିଳାଇଲେ, ମୋଦି ହସିହସି କହିଲେ…

ନୂଆଦିଲ୍ଲୀ,୯।୮: ଆଜି ଏକ ଅନୌପଚାରିକ ବୈଠକରେ ଏକାଠି ବସି ଚା’ ପିଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସଂସଦ ଅଧିବେଶନ ସ୍ଥଗିତ ହେବା ପରେ ଶୁକ୍ରବାର ଦିନ ଏକ ଅନୌପଚାରିକ ଚା ବୈଠକରେ ଦୁହେଁ ଏକାଠି…

ରାଜ୍ୟ ସଭା ଅଧ୍ୟକ୍ଷ ପଦରୁ ହଟିବେ ଧନଖର! ବିରୋଧୀ ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୯।୮: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ଶୁକ୍ରବାର ରାଜ୍ୟ ସଭାରେ ଗୃହ ଅଧ୍ୟକ୍ଷ ଓ ଜଣେ ମହିଳା ଏମପିଙ୍କ ମଧ୍ୟରେ କଥା କଟାକଟି ଉଗ୍ର ରୂପ ନେଇଛି। ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ…

କେମୋ ଥେରାପି ମଝିରେ ବି ଜିମ ଯାଉଛନ୍ତି ହିନା, ଭିଡିଓ ଶେୟାର କରି ଲେଖିଲେ…

ମୁମ୍ବାଇ,୯।୮: ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ସହିତ ଲଢୁଛନ୍ତି। ସେ କେମୋଥେରାପି ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ମଧ୍ୟ ଲଣ୍ଡା ହୋଇଯାଇନ୍ତି। ଏହି ସବୁ ଅସୁବିଧା ସତ୍ତ୍ୱେ ହିନା ଖାନ କାମ ବନ୍ଦ କରି…

ସୁପ୍ରିମକୋର୍ଟଙ୍କ ବଡ ପ୍ରଶ୍ନ, ତିଲକ-ବିନ୍ଦି ଉପରେ କାହିଁକି ଲାଗିଲା ନାହିଁ ନିଷେଧାଦେଶ

ନୂଆଦିଲ୍ଲୀ,୯।୮: ଶୁକ୍ରବାର (ଅଗଷ୍ଟ ୯,୨୦୨୪) ସୁପ୍ରିମକୋର୍ଟ ମୁମ୍ବାଇର ଏକ କଲେଜର ସର୍କୁଲାରକୁ ଆଂଶିକ ଭାବେ ରୋକ ଲଗାଇଛନ୍ତି, ଯାହା କଲେଜ ପରିସରରେ ହିଜାବ, ବୁର୍ଖା ଏବଂ ନିକାବ ପିନ୍ଧିବାକୁ ବାରଣ କରିଛି। କୋର୍ଟ କହିଛନ୍ତି ଯେ ଯଦି କଲେଜର ଉଦ୍ଦେଶ୍ୟ ବାଳିକାମାନଙ୍କ…

ଜାମିନରେ ବାହାରକୁ ଆସିଲା ପରେ ବି ଏହି କାମ କରିପାରିବେନି ସିସୋଡିଆ, କୋର୍ଟ ରଖିଛନ୍ତି ସର୍ତ୍ତ

ନୂଆଦିଲ୍ଲୀ,୯।୮: ମଦ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମନୀଷ ସିସୋଡିଆଙ୍କ ପାଇଁ ଏହା ଏକ ବଡ ଆଶ୍ୱସ୍ତି ଖବର, କାରଣ ସେ…

ଓଡିଶାରେ ବେଲଗାମ୍‌ ଆଳୁ: ଦିଦିଙ୍କୁ ମନାଇବେ ଜଗନ୍ନାଥ…

ଭୁବନେଶ୍ୱର,୯।୮: ଓଡିଶାରେ ବେଲଗାମ୍‌ ଆଳୁ। ରାଜ୍ୟରେ ଦେଖା ଦେଇଛି ଉତ୍କଟ ଆଳୁ ସଙ୍କଟ । ଯେତେ ଯାହା କଲେ ବି ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ…

ଭିନେଶ ଫୋଗଟଙ୍କୁ ମିଳିବ ରୌପ୍ୟ ପଦକ! ବଡ଼ ଅପଡେଟ୍‌ ଦେଲା ସିଏଏସ୍‌

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଯୋଗ୍ୟତା ପ୍ରସଙ୍ଗରେ ଭିନେଶ ଫୋଗଟ ଆବେଦନ କରିଥିଲେ। ତାଙ୍କ ମାମଲାକୁ ନେଇ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ’ ସିଏଏସ୍‌ (CAS) ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ ଦେଇଛି। ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଭିନେଶଙ୍କ ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri