Home

ଜମ୍ମୁ-କଶ୍ମୀରରେ ଏହି ୫ ସଦସ୍ୟ ହେବେ ଅସଲ କିଙ୍ଗ ମେକର!

ଶ୍ରୀନଗର,୭।୧୦: ଜମ୍ମୁ-କଶ୍ମୀରରେ ଅଧିକାଂଶ ଏକଜିଟ ପୋଲ ଝୁଲା ବିଧାନସଭା ସମ୍ଭାବନାକୁ ସୂଚାଉଛି। ଏଭଳି ସ୍ଥିତିରେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ସଦସ୍ୟ କିଙ୍ଗ ମେକର ଭୂମିକାରେ ଉଭା ହେବେ ବୋଲି କୁହାଯାଉଛି। ଏହି…

ବିଲ୍‌ କରାଇ ଦେବା ପାଇଁ ଠିକାଦାରଙ୍କୁ ପିସି ମାଗି ଫସିଲେ ଯନ୍ତ୍ରୀ

ତିର୍ତ୍ତୋଲ,୭ା୧୦(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ୭ ଲକ୍ଷ ଟଙ୍କାର ଏକ ରାସ୍ତା କାମର ବିଲ୍‌ କରାଇ ଦେବା ଲାଗି ଠିକାଦାରଙ୍କ ସହ ପିସି ବାବଦରେ ଫୋନ୍‌ କଲ ଭାଇରାଲ ହୋଇଥିଲା। ଏହା ପରେ ଜଗତସିଂହପୁର…

ଭାରତ ପହଞ୍ଚିବା ପରେ ‘ୟୁ-ଟର୍ନ’ ନେଲେ ମାଲଦ୍ୱୀପ ରାଷ୍ଟ୍ରପତି, ଭାରତୀୟ ପର୍ଯ୍ୟଟକଙ୍କୁ କହିଲେ…

ନୂଆଦିଲ୍ଲୀ,୭।୧୦: ଭାରତ ଗସ୍ତରେ ଥିବା ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ନିଜର ସ୍ବର ପରିବର୍ତ୍ତନ କରିଛନ୍ତି। ମୁଇଜୁ କହିଛନ୍ତି ଯେ ଭାରତର ସୁରକ୍ଷାକୁ ଦୁର୍ବଳ କରିବା ପାଇଁ ସେ କିଛି କରିବେ ନାହିଁ ଏବଂ ସେ ଦିଲ୍ଲୀକୁ ଜଣେ ମୂଲ୍ୟବାନ…

ଶସ୍ତାରେ ଟମାଟୋ ବିକିବେ ସରକାର, ଜାଣନ୍ତୁ କେତେ ଦାମରେ ଆଉ କେଉଁଠି ମିଳିବ

ନୂଆଦିଲ୍ଲୀ,୭।୧୦: ଟମାଟୋର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସୋମବାରଠାରୁ ସରକାର ଶସ୍ତା ମୂଲ୍ୟରେ ଟମାଟୋ ବିକ୍ରି କରିବେ। ନ୍ୟାସନାଲ କୋଅପରେଟିଭ କଞ୍ଜ୍ୟୁମର ଫେଡେରେସନ (ଏନସିସିଏଫ) ଏବଂ ସଫଳର ଆଉଟଲେଟ ମାଧ୍ୟମରେ ଦିଲ୍ଲୀ ଏବଂ…

OSSSC ବିରୋଧରେ ଏକାଠି ହେଲେ ହଜାର ହଜାର ପରୀକ୍ଷାର୍ଥୀ, ତ୍ରୁଟି ଅଭିଯୋଗ ଆଣି ଅଧିକାରୀଙ୍କ…

ଭୁବନେଶ୍ୱର,୭ା୧୦: OSSSC ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ପରୀକ୍ଷାର୍ଥୀ ଏକଜୁଟ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆର୍‌ଆଇ, ଏଆର୍‌ଆଇ, ଅମିନ, ଆଇସିଡିଏସ୍‌ ପରୀକ୍ଷା ଆଦି ବାତିଲ ଦାବିରେ ଏହି ବିକ୍ଷୋଭ…

ଇସ୍ରାଏଲ ଉପରେ ରକେଟ ମାଡ କଲା ହେଜବୋଲ୍ଲା

ଇସ୍ରାଏଲ,୭।୧୦: ହେଜବୋଲ୍ଲା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହାଇଫା ଉପରେ ରକେଟ ଆକ୍ରମଣ କରିଛି। ଏଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ହେଜବୋଲ୍ଲାଙ୍କ କହିବାନୁସାରେ, ଏହା ହାଇଫାର ଦକ୍ଷିଣରେ ଅବସ୍ଥିତ ଏକ ସାମରିକ ବେସକୁ ଟାର୍ଗେଟ କରିଥିଲା, ଯେଉଁଥିପାଇଁ…

ଲାଲୁଙ୍କ ସମେତ ୯ ଜଣଙ୍କୁ ଜାମିନ ଦେଲେ କୋର୍ଟ

ପାଟନା,୭ା୧୦: ଚାକିରି ପାଇଁ ଜମି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମେତ ସମସ୍ତ ୯ ଅଭିଯୁକ୍ତଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ଶୁଣାଣି ସୋମବାର ହୋଇଥିଲା। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ୨୫ ଅକ୍ଟୋବରରେ ହେବ। ସମସ୍ତଙ୍କୁ…

ଉଜୁଡ଼ିବ ୨ ଶହ ଏକର ଚାଷଜମି, ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ନଜର ପଡୁନି

ଜୁନାଗଡ଼,୭।୧୦(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବାଗଡୁଙ୍ଗରୀ ଓ ଭେଜିପଦର ଗ୍ରାମକୁ କେନାଲ ପାଣି ସଠିକ୍‌ ଭାବରେ ପହଞ୍ଚି ପାରୁ ନାହିଁ। ଯାହାଫଳରେ ସେଠାରେ ଚାଷ ହୋଇଥିବା ପ୍ରାୟ ୨ ଶହ ଏକର ଧାନଚାଷ ଉଜୁଡ଼ିବା ଆଶଙ୍କା ଦେଖାଦେଇଛି।…

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ ରଖିଛି। କୃତ୍ରିମ ବୁଦ୍ଧିମତ୍ତା ସ୍ବାସ୍ଥ୍ୟସେବାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅବଦାନ ଦେଇପାରିବ। କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା…

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ ହୋଇ ରହିଛି, ପୁଣି ପ୍ରାକୃତିକ ଉପାୟରେ। ମସ୍ତିଷ୍କଟି ବେଶ୍‌ ନରମ ଓ ଧଳା ଏହାର…

ବଳାତ୍କାରୀଙ୍କୁ ପିଟି ପିଟି ହତ୍ୟା

କୋଲକାତା,୭।୧୦: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲାର ପଟାଶପୁରରେ ଶୁକ୍ରବାର ଜଣେ ମହିଳାଙ୍କୁ ବଳାତ୍କାର ଓ କୀଟନାଶକ ଖାଇବାକୁ ଦେବା ଘଟଣା ସାମ୍ନାକୁ ଆସିଛି। ରବିବାର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ପରେ ଗାଁର ମହିଳାମାନେ ଅଭିଯୁକ୍ତଙ୍କୁ ଘରୁ ବାହାର କରି ପିଟିଥିଲେ। ପରେ…

କିଙ୍ଗ କୋହଲିଙ୍କ ‘ମହାରେକର୍ଡ’ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୭।୧୦: ଗ୍ବାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି -୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଚମତ୍କାର ଇନିଂସ ଖେଳିଥିଲେ। ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ ଇଣ୍ଡିଆ ମାତ୍ର ୧୧.୫ ଓଭରରେ ଏକପାଖିଆ ବିଜୟ ହାସଲ କରିଛି। ଭାରତୀୟ ଅଲରାଉଣ୍ଡର ବାଂଲାଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri