Home

ପରସ୍ପରକୁ ବିବାହ କଲେ ଭାଇଭଉଣୀ, କାରଣ ଜାଣିବା ପରେ SDMଙ୍କୁ ଅଭିଯୋଗ କଲେ ପଡ଼ୋଶୀ

ଲକ୍ଷ୍ନୌ,୮।୧୦: ଉତ୍ତରପ୍ରଦେଶର ହାଥରସ୍‌ ଜିଲାରୁ ଚମକାଇବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଇଭଉଣୀ ସାମୂହିକ ବିବାହ ଯୋଜନା ଅଧିନରେ ପରସ୍ପରକୁ ବିବାହ କରିନେଇଛନ୍ତି। ଅବିଶ୍ୱସନୀୟ ହେଲେ ମଧ୍ୟ ଏହା ସତ ଯେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅଧିନରେ…

ବୁଢ଼ୀ ‘ଅନୁପମା’ଙ୍କୁ ଦେଖି ପ୍ରଶଂସକଙ୍କ ବଢ଼ିଲା ବିପି

ବମ୍ବେ: ଚର୍ଚ୍ଚାରେ ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’। ନିକଟରେ ନିର୍ମାତା ଏହାର ଲିପ୍‌ ନେଇ ଘୋଷଣା କରିଥିଲେ, ଯାହାର ପ୍ରମୋ ହୋଇଛି ରିଲିଜ। ଏହାପରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଆକ୍ରୋଶ ଦେଖିବାକୁ ମିଳୁଛି। ବିଶେଷକରି ରୂପାଲିଙ୍କ ଲୁକ୍‌ ପସନ୍ଦ…

୧୦୦ କିଲୋର ଜଲେବି ଅର୍ଡର କଳା ଭାଜପା

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ଟ୍ରେଣ୍ଡରେ ହ୍ୟାଟ୍ରିକ ଦେଖି ଭାଜପା ୧୦୦ କିଲୋଗ୍ରାମ ଜାଲେବି ଅର୍ଡର କରିଥିବା ଜଣାପଡିଛି। ହରିୟାଣାରେ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ଭାଜପା ୪୮ଟି ଆସନରେ ଆଗୁଆ ରହିଛି। ଯେଉଁଠାରେ କଂଗ୍ରେସ ୩୬ଟି ଆସନରେ ଆଗୁଆ ରହିଛି।…

ଭାଜପାକୁ ଜବରଦସ୍ତ ଟକ୍କର: ବିଜୟ ପଥରେ ଭାରତର ସବୁ ଧନୀ ମହିଳା

ହିସାର,୮।୧୦: ହରିୟାଣାର ହିସାର ଜିଲାରେ ମତ ଗଣନା ଚାଲିଛି। ଏହି ଆସନରେ ଭାଜପାର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ଆଗୁଆ ରହିଛନ୍ତି। କଂଗ୍ରେସର ରାମନିଭା ରାଡା ଦ୍ୱିତୀୟ ସ୍ଥାନରେ ଏବଂ ଭାଜପା ପ୍ରାର୍ଥୀ ଡକ୍ଟର କମଲ ଗୁପ୍ତା ତୃତୀୟ ସ୍ଥାନରେ…

ଇନ୍‌ଷ୍ଟାଗ୍ରାମ ଡାଉନ୍‌: ଆସିଲା ଅନେକ ଅଭିଯୋଗ

ନୂଆଦିଲ୍ଲୀ,୮।୧୦: ମେଟା ମାଲିକାନା ଫଟୋ ଶେୟାରିଂ ଆପ ଇନଷ୍ଟାଗ୍ରାମ ଡାଉନ ହୋଇଥିବାର ଜଣାପଡ଼ିଛି। Downdetector.in ଏହି ଘଟଣାକୁ ନିଶ୍ଚିତ କରିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଲୋକ ଡାଉନଡିଟେକ୍ଟରରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଇନଷ୍ଟାଗ୍ରାମରେ ଡାଉନ୍‌ ଆଜି ୧୧.୧୫ରୁ ଆରମ୍ଭ…

୯ ତାରିଖ ଏହି ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୮।୧୦: ‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ମହିଳାଙ୍କୁ ଏହି ଟଙ୍କା ମିଳିବାକୁ ଯାଉଥିବାରୁ ଉତ୍ସାହ ବଢ଼ି ଚାଲିଛି। ଏମିତିରେ କେଉଁ ସମୟରେ ଏହି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ…

୨୦୧୯ ଭଳି ହରିୟାଣାରେ ଫେଲ ମାରିବ ଏକଜିଟ ପୋଲ୍‌! ଜାଣନ୍ତୁ କ’ଣ କହୁଛି ବର୍ତ୍ତମାନ ଫଳାଫଳ

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ସାରା ଦେଶରୁ ମିଶ୍ରିତ ପ୍ରତିକ୍ରିୟା ଆସୁଛି। କେତେବେଳ ବି ଏହି ବାଜି ଓଲଟି ଯାଇପାରେ। ହରିୟାଣାରେ ଏପର୍ଯ୍ୟନ୍ତ ହୋଇଥିବା ଟ୍ରେଣ୍ଡ ଅନୁଯାୟୀ, ସମସ୍ତ ଏକଜିଟ ପୋଲ ବିଫଳ ହୋଇଥିବା ଜଣାପଡିଛି। ଟ୍ରେଣ୍ଡରେ ଭାଜପା…

ଝିଅମାନେ ଭଲ ପାଠ ପଢିଲେ କରିପାରିବେ ନିଜ ଭବିଷ୍ୟତ ନିର୍ଦ୍ଧାରଣ: ବେଟି ବଚାଓ, ବେଟି ପଢାଓକୁ ଗୁରୁତ୍ୱ

ଦାରିଙ୍ଗବାଡି, ୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଜଣେ ଝିଅ ଭଲ ପାଠ ପଢିଲେ ନିଜ ଭଲ ଭବିଷ୍ୟତ ନିର୍ଦ୍ଧାାରଣ କରିବାରେ ସହାୟକ ହେବେ।…

ହରିୟାଣାରେ ଟି-୨୦ ଭଳି ରୋମାଞ୍ଚ, ଘଣ୍ଟାକେ ଛୁଟୁଛି ଘୋଡ଼ା

ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ବେଳକୁ ଏଠାରେ କଂଗ୍ରେସ ଆଗରେ ଥିବା ବେଳେ ଅନେକେ ଅନୁମାନ ଲଗାଇଥିଲେ କି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ। ହେଲେ ଘଣ୍ଟାକେ ଘୋଡ଼ା ଛୁଟିବା…

ନବୀନ ପଟ୍ଟନାୟକଙ୍କ ନୋମିନି ଘୋଷଣା: ଜାଣନ୍ତୁ କିଏ ହେଲେ…

ହିଞ୍ଜିଳିକାଟୁ, ୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ ନିମନ୍ତେ ନୋମିନି ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ପକ୍ଷରୁ ଢେର…

ଚୋରାଚାଲାଣ ହେଉଥିଲା ଶାଳ ଚୌକାଠ: ମାଡ଼ିବସିଲା ବନବିଭାଗ

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦୁ ଯୋଡା ରାସ୍ତାରୁ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଏକ ଶାଳ ଚୌକାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ପିକଅପ୍‌ରେ ଥିବା ୪୦ ଖଣ୍ଡ ଚୌକାଠର ଆନୁମାନିକ ମୂଲ୍ୟ…

ଟ୍ରେଣ୍ଡରେ ପଛରେ ପଡ଼ିଛନ୍ତି ଭିନେଶ

ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନ ଲାଗି ଅକ୍ଟୋବର ୫ରେ ଭୋଟ ଗ୍ରହଣ ହୋଇଥିଲା। ସେହିଭଳି ସମସ୍ତ ଆସନରେ ହୋଇଥିବା ମତଗଣନା ଆଜି ଅର୍ଥାତ ଅକ୍ଟୋବର ୮ ସକାଳ ୮ଟାରୁ ଆରମ୍ଭ ହୋଇଛି। ରାଜ୍ୟର ଜିନ୍ଦ ଜିଲାର ଜୁଲାନା ଆସନଟି ହଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri