ଭୁବନେଶ୍ୱର ସମେତ ୪ ସହରରେ ଚାଲିବ ୩୫୦ ଇ-ବସ୍
ଭୁବନେଶ୍ୱର,୯ା୧୦(ଅନିଲ ଦାସ):ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ରୋକିବା ସହ ସାଧାରଣ ପରିବହନ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ରାଜ୍ୟର ସହରାଞ୍ଚଳରେ ଇଲେକ୍ଟ୍ରିକ ବସ୍ ସେବାକୁ ତ୍ୱରାନ୍ବିତ କରାଯିବ। ଏ ନେଇ ରାଜ୍ୟ ସରକାର ୪୦୦ ଇ-ବସ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ…
ଆଜି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୨ୟ ପର୍ଯ୍ୟାୟ: ଏହି ନମ୍ବରକୁ କଲ୍ କରି ପାଆନ୍ତୁ ଅପ୍ଡେଟ୍
ଭୁବନେଶ୍ୱର, ୯ା୧୦(ସୁନିତ୍ ମିଶ୍ର):‘ସୁଭଦ୍ରା’ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ବୁଧବାର ମଧ୍ୟାହ୍ନ ୧୨ଟା ପୂର୍ବରୁ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପ୍ରଭାତୀ କହିଛନ୍ତି, ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀ…
ହରିୟାଣାରେ ଧର୍ମେନ୍ଦ୍ରଙ୍କ କମାଲ, ଭାଜପାର ହ୍ୟାଟ୍ରିକ ବିଜୟ
ଚଣ୍ଡିଗଡ,୮।୧୦: ଭାରତୀୟ ଜନତା ପାର୍ଟି ଏକଜିଟ୍ ପୋଲ୍କୁ ଭୁଲ ପ୍ରମାଣିତ କରି ହରିୟାଣାରେ ପ୍ରଚଣ୍ଡ ବହୁମତ ସହ ହ୍ୟାଟ୍ରିକ ବିଜୟ ହାସଲ କରିଛି। ଭାଜପା ଯେଉଁଠି ୧୦ବର୍ଷ ଧରି କ୍ଷମତାସୀନ ଥିଲା ସେଠାରେ ପୁଣି ବହୁମତ ହାସଲ କରି କ୍ଷମତାକୁ ଫେରିଛି।…
ଓଡ଼ିଶା ପାଇଁ ଗୌରବ, ଦମନକୁ ଜାତୀୟ ପୁରସ୍କାର
ଭୁବନେଶ୍ୱର,୮।୧୦: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରୁଛନ୍ତି। ବିଭିନ୍ନ ବର୍ଗରେ ମନୋନୀତ…
ପୋଖରୀରୁ କୁନି ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ
ବାରିପଦା,୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଂଜ ଅଞ୍ଚଳର ଏକ ପୋଖରୀ ଭିତରୁ ହାତୀ ଛୁଆର ମୃତଦେହକୁ ବନବିଭାଗ ଉଦ୍ଧାର କରିଛି। ତିନି-ଚାରି ଦିନ ପୁର୍ବରୁ ହାତୀ ଶାବକର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି…
ଜମ୍ମୁ-କଶ୍ମୀରରେ କାମ ଦେଲାନି ୩୭୦, ବଡ଼ ଓଲଟପାଲଟ କଲେ ରାହୁଲ!
ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ ବହୁମତ ଛୁଇଁ ସାରିଛି। ଏବେ ଏହି ମେଣ୍ଟ ୫୦ ସିଟ୍ରେ ଟ୍ରେଣ୍ଡ କରୁଛି। ଭାଜପା…
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉଦ୍ଧବ ଠାକରେଙ୍କ ବଡ଼ ଘୋଷଣା: କଂଗ୍ରେସ-ଏନସିପି..
ପୁଣେ,୮।୧୦: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ/ୟୁବିଟି) କଂଗ୍ରେସ ଏବଂ ଏନସିପି (ଶରଦ ପାୱାର/ଏସପି) ଦ୍ୱାରା ଘୋଷିତ ଯେକୌଣସି ମୁଖ୍ୟମନ୍ତ୍ରୀ…
କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ…
ଚଣ୍ଡିଗଡ଼,୮।୧୦: ହରିୟାଣା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଲଗାତର ତୃତୀୟ ଥର ଲାଗି ଭାଜପା ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଜିତିବାର ଆଶା ରଖିଥିଲା। ଲୋକ ସଭା ନିର୍ବାଚନ ପରେ ଭାଜପା ସରକାର…
ଅମିତ ଶାହାଙ୍କ ପୁରୁଣା ଫର୍ମୁଲା ଆଗରେ କଂଗ୍ରେସ ଚିତ୍ପଟାଙ୍ଗ୍
ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଏହି ଫଳାଫଳ ହରିୟାଣା ସମ୍ବନ୍ଧୀୟ ସମସ୍ତ ଏକଜିଟ ପୋଲ ମଧ୍ୟ ଭୁଲ ପ୍ରମାଣିତ କରିଛି। ଏକଜିଟ ସର୍ଭେରେ…
ଜମ୍ମୁ-କଶ୍ମୀରରେ ଖାତା ଖୋଲିଲା ଏଏପି: ବାଜିମାରିଲେ ମେହରାଜ
ଶ୍ରୀନଗର,୮।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ନିଜର ଆକାଉଣ୍ଟ ଖୋଲିଛି। ଡୋଡା ବିଧାନସଭା ଠାରୁ ୪୭୭୦ ଭୋଟରେ ଏଏପି ପ୍ରାର୍ଥୀ ମେହରାଜ ମଲିକ ଜିତିଛନ୍ତି। ଏହି ବିଜୟକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ଜାତୀୟ…
Subhadra Yojana: ଦ୍ୱିତୀୟ ଥର ବି ଖାତାକୁ ‘ସୁଭଦ୍ରା ଟଙ୍କା’ ନ ଆସିଲେ କ’ଣ କରିବେ ହିତାଧିକାରୀ? ଜାଣିନିଅନ୍ତୁ…
ଭୁବନେଶ୍ୱର,୮।୧୦: ବୁଧବାର ଅର୍ଥାତ ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଦଶହରା ସମୟ ଥିବାରୁ ଏନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ହେଲେ ପୂର୍ବଥର ଅନେକ ମହିଳା ଟଙ୍କା ଆଶା କରି ନିରାଶ ହୋଇଥିବା…
କଟା ଘା’ରେ ଚୂନ ଲଗାଇଲେ ସ୍ବାତୀ ମାଲିୱାଲ: କହିଲେ, ଅହଙ୍କାର ଛାଡନ୍ତୁ କେଜ୍ରିଓ୍ବାଲ୍
ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଅବସ୍ଥା ଖରାପ ରହିଛି। କିଙ୍ଗମେକର ହେବାର ସ୍ବପ୍ନ ସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଏପି ଦଳ ପରାଜୟର ସମ୍ମୁଖୀନ ହୋଇଛି। ଏପରିକି ଅନେକ ଆସନରେ ଖାତା ଖୋଲିପାରି ନାହିଁ। ଏହି ସମୟରେ…
Archives


