ମହାକାଶରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଭାରତ
ନୂଆଦିଲ୍ଲୀ,୧୨।୧: ଭାରତ ଏହାର ମହତ୍ୱାକାଂକ୍ଷୀ SpadeX ମିଶନରେ ସଫଳତା ହାସଲ କରିବାର ବହୁତ ନିକଟତର ହୋଇଛି। ଇସ୍ରୋ କହିଛି ଯେ ସ୍ପେସ ଡକିଂ ପରୀକ୍ଷଣ (SPADEX) ଅଧୀନରେ, ଦୁଇଟି ଯାନକୁ ୧୫ମିଟର ନିକଟତର ଏବଂ ଆହୁରି ୩ ମିଟର ଉପରକୁ ଆଣିବାର…
ଅଶ୍ୱତ୍ଥ ବୃକ୍ଷର ମାହାତ୍ମ୍ୟ; ଏଭଳି କଲେ ପିତୃଦୋଷରୁ ମିଳେ ମୁକ୍ତି, କରିବେ ଶତ୍ରୁକୁ ଜୟ…
ଅଶ୍ୱତ୍ଥ ବୃକ୍ଷ ଏକ ଏୟାର ପ୍ୟୁରିଫାୟାର ପ୍ଲାଣ୍ଟ। ଏହାସହ ବାସ୍ତୁଶାସ୍ତ୍ରରେ ବି ଏହି ଗଛକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଜ୍ୟୋର୍ତିବିଦ୍ମାନେ ମଧ୍ୟ ଏହି ଗଛକୁ ନେଇ ବହୁତ କଥା ଲେଖିଛନ୍ତି। ତେବେ କ’ଣ ଭୂମିକା ରହିଛି ଏହି ଉପକାରୀ…
ଘରେ ଅସରପା ହେଉଛନ୍ତି କି? ତଡ଼ିବା ଲାଗି ଆପଣାନ୍ତୁ ଏହି ଉପାୟ…
ଘର ଅପରିଷ୍କାର ରହିଲେ ବିଭିନ୍ନ ପ୍ରକାରର କୀଟପତଙ୍ଗ ସୃଷ୍ଟି ହେବା ସ୍ବାଭାବିକ କଥା, ଯେମିତିକି ଅସରପା। ଅସରପା ଦେଖିବାକୁ ସିନା ଛୋଟ ଆକାରର ହୋଇଥାଏ; କିନ୍ତୁ ବେଳେବେଳେ ଏମାନଙ୍କ କାର୍ଯ୍ୟକଳାପ ମୁଣ୍ଡ ବିନ୍ଧାର କାରଣ ସାଜେ। କେଉଁଠି ଏମାନେ ପୋଷାକପତ୍ର ଭିତରେ…
ଶିକ୍ଷକ-ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ: ନାଟକ ମାଧ୍ୟମରେ ଉପସ୍ଥାପନ କଲେ ସ୍କୁଲର ବିଭିନ୍ନ ସମସ୍ୟା
ଥୁଆମୂଳ ରାମପୁର,୧୧।୦୧(ଦୁର୍ଗା କୀର୍ତ୍ତି): ବିଭିନ୍ନ ସମସ୍ୟା ଘେରରେ ବ୍ଲକ ମୁଖ୍ୟାଳୟ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ପ୍ରଶାସନ ସମାଧାନ ନିମନ୍ତେ କଳାହାଣ୍ଡି ଘୁମୁରା ଉତ୍ସବ ମଞ୍ଚରେ ଏକ ନାଟକ ମାଧ୍ୟମରେ ଉପସ୍ଥାପନ କରି ସମସ୍ତଙ୍କ…
ଭାରତକୁ ନେଇ ଆଉ ଏକ ଚମକାଇବା ଭଳି ବୟାନ ଦେଲେ ୟୁନୁସ ସରକାର
ଢାକା,୧୨।୧: ବାଂଲାଦେଶ ସରକାର ଶନିବାର ଏକ ପୋଲିସ ରିପୋର୍ଟକୁ ଉଦ୍ଧୃତ କରି କହିଛନ୍ତି ଯେ ୪ ଅଗଷ୍ଟ, ୨୦୨୪ ପରେ ଦେଶରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହୋଇଥିବା ଆକ୍ରମଣ ଏବଂ ଭଙ୍ଗାରୁଜାର ଅଧିକାଂଶ ଘଟଣାଗୁଡିକ ‘ସାମ୍ପ୍ରଦାୟିକ ନୁହେଁ ବରଂ ରାଜନୈତିକ ପ୍ରକୃତିର’ ଥିଲା।…
ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଣ୍ଡୋନେସିଆ ରାଷ୍ଟ୍ରପତି! ଯିବେ ନାହିଁ ପାକିସ୍ତାନ
ନୂଆଦିଲ୍ଲୀ,୧୨।୧: ଚଳିତ ବର୍ଷ ଜାନୁଆରୀ ୨୬ତାରିଖରେ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି। ତଥାପି, ଭାରତ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରିନାହିଁ। ପ୍ରକୃତରେ, ପୂର୍ବରୁ ଖବର ଆସିଥିଲା…
ନିଶ୍ଚିହ୍ନହେବାକୁ ବସିଛି ଇକୋଲୋଜିକାଲ ପାର୍କ
ଭବାନୀପାଟଣା,୧୨ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଋଷିଗାଁ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ଜିଲାର ପ୍ରଥମ ଇକୋଲୋଜିକାଲ ପାର୍କ ରକ୍ଷଣାବେକ୍ଷଣ ଅଭାବରୁ ନିଶ୍ଚିହ୍ନ ହେବାକୁ ବସିଛି। ଜିଲା ପ୍ରଶାସନ ପକ୍ଷରୁ ୨୦୦୭-୦୮ ଆର୍ଥିକ ବର୍ଷରେ ଏହାକୁ…
ସୁଧୁରିନି ଧାନବିକ୍ରି ସମସ୍ୟା, ବଢୁଛି ଅସନ୍ତୋଷ
ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ପୂରିବ। ଅଥଚ ଜିଲାରେ ଧାନବିକ୍ରି ସମସ୍ୟାରେ ଆଶାନୁରୂପ ସୁଧାର ଆସି ନ ଥିବା ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଅଭିଯୋଗ କରିଛି। ଏଭଳି ଅଭିଯୋଗ ନେଇ…
ଦର୍ଶକଙ୍କ ହୃଦୟ ଜିତିଲେ ସୌରଭ-ସତ୍ୟଜିତ
ଦାରିଙ୍ଗବାଡି, ୧୨।୧ (ଅରୁଣ ସାହୁ )-ଦାରିଙ୍ଗବାଡି ଶୀତ ମହୋତ୍ସବରେ ବିଶିଷ୍ଠ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ମହୋତ୍ସବରେ ବିଶିଷ୍ଠ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ ମଞ୍ଚରେ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ତାଙ୍କ ଭଜନରେ ଦର୍ଶକଙ୍କ…
ସତ୍ୟଜିତଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ: ଶୀତ ମହୋତ୍ସବର ପ୍ରଥମ ଦିନରେ ଦୁଲୁକିଲା ମଞ୍ଚ
ଦାରିଙ୍ଗବାଡି,୧୨।୧(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଶୀତ ମହୋତ୍ସବର ପ୍ରଥମ ଦିନରେ ରାଜ୍ୟର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ମଞ୍ଚ ଦୁଲୁକିଛି। ପ୍ରକାଶ ଯେ, ତିନିଦିନିଆ ଶୀତ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନଙ୍କ ସଂଗୀତରେ ଦର୍ଶକ,…
୩ ଦିନରେ ୨କୋଟିର କାରବାର
ଭୁବନେଶ୍ୱର,୧୨।୧ (ଅଭୟ ଦାଶ): ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି ମାତ୍ର ୩ ଦିନ ମଧ୍ୟରେ ପ୍ରାୟ ୨ କୋଟି ଟଙ୍କାର କାରବାର ହୋଇଛି। ୨୦୨୫…
ରାଜ୍ ଇଲେକ୍ଟ୍ରୋନିକ୍ସରେ ଏସି ମହା ସଞ୍ଚୟ ସେଲ୍
ଭୁବନେଶ୍ୱର,୧୨ା୧,(ଅନୁରାଧା ମହାରଣା): ରାଜ୍ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି) ମହା ସଞ୍ଚୟ ସେଲ୍ ଘୋଷଣା କରାଯାଇଛି। ଖରାଦିନ ଆରମ୍ଭ ହେଲେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟରେ ବୃଦ୍ଧିର ପ୍ରଭାବ ପଡ଼ିବା ସମ୍ଭାବନା ରହିଥିବାବେଳେ ବର୍ତ୍ତମାନଠାରୁ ଏସିର ଚାହିଦା ବୃଦ୍ଧି ପାଇବା ଆରମ୍ଭ…
Archives


