ପ୍ରେମିକଙ୍କ ଫଟୋ ଧରି ଆତ୍ମହତ୍ୟା କରିଥିଲେ ନାବାଳିକା, ବାପା ଆଣିଲେ ଏମିତି ସାଂଘାତିକ ଅଭିଯୋଗ ଜାଣିଲେ…
କେନ୍ଦୁଝର,୧୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ଉଦୟ ବଲ୍ଲଭ ବାରିକଙ୍କ ଝିଅ ରୂପଶ୍ରୀ (୧୬) ଗତ ୧୩ ତାରିଖ ରାତିରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି…
ମା’ଙ୍କ ଉପହାର ସହ ଶପଥ ନେବେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ,୧୮।୧: ସୋମବାର ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ପଦର ଶପଥ ଗ୍ରହଣ ଉତ୍ସବରେ ଡୋନାଲ୍ଡ ଟ୍ରମ୍ପ ଦୁଇଟି ବାଇବଲ ଧରିବେ। ଏଥିମଧ୍ୟରୁ ଗୋଟିଏ ତାଙ୍କୁ ତାଙ୍କ ମାଆଙ୍କ ଠାରୁ ଉପହାର ସ୍ବରୂପ ମିଳିଥିଲା ଏବଂ ଅନ୍ୟଟି ଲିଙ୍କନ ବାଇବଲ ହେବ। ପ୍ରବଳ…
ଦୋଳିରୁ ଖସି ଛାତ୍ରଙ୍କ ଜୀବନ ଗଲା
କଳିଙ୍ଗନଗର,୧୮ା୧(ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଟମକା ଥାନା ନୟା ବଗପାଟିଆ ପ୍ରାଇମେରୀ ସ୍କୁଲରେ ଶନିବାର ଏକ ଅଘଟଣ ଘଟିଛି। ଦୋଳି ଖେଳୁଥିବା ବେଳେ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସମ୍ପର୍କୀୟଙ୍କ ଦ୍ୱାରା ସ୍କୁଲ ଶିକ୍ଷକ ଅଟକ…
ଜଜଙ୍କ ସାମ୍ନାରେ ଚମକାଇବା ଭଳି କଥା କହିଲେ ସଞ୍ଜୟ, ଏହି ମାମଲାରେ ଜଣେ ଆଇପିଏସ୍ ସମ୍ପୃକ୍ତ…
କୋଲକାତା,୧୮।୧: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡ୍ୟୁଟିରେ ନିୟୋଜିତ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ସିଆଲଦା କୋର୍ଟ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମାଚାର ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, କୋର୍ଟ…
କୋଲକାତା ଆର.ଜି କର ବଳାତ୍କାର ହତ୍ୟା ମାମଲା: ସୋମବାର ଦଣ୍ଡ ଘୋଷଣା
କୋଲକାତା,୧୮।୧: ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଜଣେ ମହିଳା ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ସିଆଲଦା ସିଭିଲ ଏବଂ ଫୌଜଦାରୀ କୋର୍ଟ ଶନିବାର ତାଙ୍କ ରାୟ ପ୍ରକାଶ କରିଛନ୍ତି। କୋର୍ଟ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ…
୩ ଦିନ ହେବ ଘରକୁ ଫେରି ନ ଥିଲେ, ଆଜି ବୈତରଣୀରୁ ମିଳିଲା ମୃତଦେହ
ଆନନ୍ଦପୁର,୧୮ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ଅମାରଙ୍ଗ ବୈତରଣୀ ନଦୀ ଘାଟରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନାରୁ ଜଣାପଡ଼ିଛି, ଧକୋଠା ଅମାରଙ୍ଗ ଗ୍ରାମର ଚିନ୍ତାମଣି ପଲେଇ (୫୨)ତିନି ଦିନ ହେବ ନିଖୋଜ ଥିଲେ। ପରିବାର…
୪୨ ଦିନରେ ମୁକୁଳିବେ ୩୩ ବନ୍ଧକ ୭୩୭ କଏଦୀ, ବଦଳିବ ଗାଜାର ଚିତ୍ର
ଇସ୍ରାଏଲ,୧୮।୧: ଇସ୍ରାଏଲ କ୍ୟାବିନେଟ ଗାଜାରେ ହମାସ ସହିତ ପ୍ରସ୍ତାବିତ ଯୁଦ୍ଧବିରତି ଚୁକ୍ତିକୁ ପାସ୍ କରିଛି। ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବ। ଯଦି ଏହି ପର୍ଯ୍ୟାୟର ପ୍ରାରମ୍ଭିକ ଦିନଗୁଡ଼ିକ ଭଲ ଫଳାଫଳ ଦିଏ, ତେବେ ଆଲୋଚନା ଦ୍ୱିତୀୟ ପର୍ଯ୍ୟାୟକୁ ଆଗକୁ…
ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଏହି ୧୫ଖେଳାଳିଙ୍କ ଖୋଲିଲା ଭାଗ୍ୟ
ନୂଆଦିଲ୍ଲୀ,୧୮।୧:ଚାମ୍ପିଆନ୍ସ ଟ୍ରଫି ୨୦୨୫ ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୫ ଜଣିଆ ଟିମ ଘୋଷଣ କରିଛି ଭାରତ । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା…
ଭଡ଼ାଟିଆଙ୍କୁ ମିଳିବ ମାଗଣା ବିଜୁଳି: କେଜ୍ରିଓ୍ବାଲ୍ଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମେ ଦିଲ୍ଲୀରେ ବିଦ୍ୟୁତ ଏବଂ ପାଣି ମାଗଣା କରିଛୁ। ଦୁଃଖର ବିଷୟ, ଭଡାଟିଆମାନେ ଏହାର…
ଦୀଘା ମୁହାଣରେ ବୁଡ଼ିଲା ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ
ଭୋଗରାଇ, ୧୮।୧ ( ପ୍ରଦୀପ ଦାସ ): ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣ ନିକଟରେ ଏକ ମାଛଧରା ଟ୍ରଲର ବଡିଯାଇଛି। ମାଛ ମାରି କୂଳକୁ ଫେରୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଓ ଅଧିକ ଓଜନର ମାଛ ବୋଝେଇ ଯୋଗୁ ସମୁଦ୍ରରେ…
ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ପୀଡିତାଙ୍କୁ ଭେଟିଲେ କଂସ ଅଭିନେତା
ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡିତା ଏବେ ମଧ୍ୟ ବୁର୍ଲାରେ ଚିକିତ୍ସାଧିନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ସୂଚନା ମିଳିଛି। ଶନିବାର ବରଗଡ଼…
ମାଲକାନଗିରିରୁ ରୋଗୀ ନେଇଯାଉଥିବା ବସ୍ ବିଶାଖାପାଟଣାରେ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୨ ଜୀବନ
ମାଲକାନଗିରି,୧୮।୧(ଦୁର୍ଯ୍ୟୋଧନ ପାତ୍ର): ବିଶାଖାପାଟନମସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସ୍ର ସଡ଼କ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ବିଶାଖାପାଟନମ ନିକଟରେ ହୋଇଛି। ଏହି ଦୁର୍ଘଟଣାରେ ମାଲକାନଗିରି ଜିଲା ପଡ଼ିଆ ବ୍ଲକର ଏମଭି ୫୮ ଗ୍ରାମର…
Archives


