Home

ମୋଦିଙ୍କ ବୟାନକୁ ନେଇ ଖାର୍ଗେ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୩୧।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ୍ବାନ ନେଶନ ଓ୍ବାନ ଇଲେକ୍ସନର ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଖାର୍ଗେ ଏହାକୁ ଅସମ୍ଭବ ବୋଲି କହିଛନ୍ତି। ଗୁରୁବାର ଗୁଜୁରାଟରେ…

ଅନନ୍ତ ଅମ୍ବାନୀଙ୍କ ବଡ ହୃଦୟ! ୩ ଆଫ୍ରିକୀୟ ହାତୀଙ୍କୁ ଦେଲେ ନୂଆ ଜୀବନ

ମୁମ୍ବାଇ,୩୧।୧୦: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପଶୁ ପ୍ରତି ଥିବା ପ୍ରେମ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା। ବର୍ତ୍ତମାନ ସେ ତିନି ହାତୀକୁ ନୂଆ ଜୀବନ ଦେଇଛନ୍ତି। ତିନି ଆଫ୍ରିକୀୟ ବଣୁଆ ହାତୀକୁ ଗୁଜୁରାଟର ଜାମନଗରରେ ଅବସ୍ଥିତ…

କଂଗ୍ରେସ ନେତାଙ୍କୁ ଡେଟ କରୁଛନ୍ତି ସାରା? ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ କିଛି ନା କିଛି କାରଣକୁ ନେଇ ହେଡଲାଇନରେ ରହିଥାଆନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଅଛନ୍ତି। ନିକଟରେ ସାରା ଅଲି ଖାନ କେଦାରନାଥ ଧାମର କିଛି ଫଟୋ ଶେୟାର…

IPL 2025 Retention List: ଫ୍ରାଞ୍ଚାଇଜ ଜାରି କଲେ ଲିଷ୍ଟ, ବାହାରିଲେ ପନ୍ତ, ଆୟର

ନୂଆଦିଲ୍ଲୀ,୩୧।୧୦: ସମସ୍ତ ଦଳ ଆଇପିଏଲ ୨୦୨୫ ପାଇଁ ସେମାନଙ୍କର ରିଟେନସନ ଲିଷ୍ଟ ପ୍ରକାଶ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଶ୍ରେୟସ ଆୟରଙ୍କୁ ରିଟେନ କରି ନାହାଁନ୍ତି। ଏଥି ସହିତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଦଳ ପାଇଁ…

ଦୀପାବଳିରେ ବଡ଼ ଅଘଟଣ, ଜଳିଗଲା ୬୬ ଦୋକାନ

ବୋକାରୋ,୩୧।୧୦: ଆଲୋକର ପର୍ବ ଦୀପାବଳି ଅବସରରେ ଝାଡ଼ଖଣ୍ଡରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି। ବୋକାରୋର ମାରଗା ପୋଲ ନିକଟରେ ବାଣ ଦୋକାନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୬୬ଟି…

ସତ୍ୟ ନାଡେଲାଙ୍କ ନିଦ ହଜାଇଲା ଚାଇନା! କମିଲା ମାଇକ୍ରୋସଫ୍ଟ ସିଇଓଙ୍କ ରୋଜଗାର

ଓ୍ବାଶିଂଟନ,୩୧।୧୦: ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ଦରମା ୨୦୨୪ ଆର୍ଥିକ ବର୍ଷ ପାଇଁ ୬୩% ବୃଦ୍ଧି ପାଇଛି। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଙ୍କ ନିକଟରେ ଦାଖଲ କରିଥିବା କମ୍ପାନୀ ଅନୁଯାୟୀ, ଜୁନ ୩୦ ଶେଷ ହେବାକୁ ଥିବା…

କଳ୍ପନା ସୋରେନଙ୍କୁ ଦେଖି ମୋ ସ୍ତ୍ରୀ କହୁଛନ୍ତି…, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟି,୩୧।୧୦: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଯୋର ସୋରରେ ପ୍ରଚାର ଚାଲିଛି। ଏହି ସମୟରେ ଝାଡ଼ଖଣ୍ଡର ଦାୟିତ୍ୱରେ ଥିବା ଭାଜପା ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଞ୍ଚିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ…

ନିଆରା ଢଙ୍ଗରେ ଦୀପାବଳି ପାଳିଲେ ମୋଦି, ଦେଖନ୍ତୁ ଭିଡିଓ

କଚ୍ଛ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚଳିତ ବର୍ଷ ସୀମାରେ ନିୟୋଜିତ ସେନାଙ୍କ ସହିତ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଛନ୍ତି। ସେ ଗୁରୁବାର ଗୁଜୁରାଟର କୁଚ୍ଛରେ ସାର୍‌ କ୍ରିକ ଅଞ୍ଚଳରେ ସୀମା ସୁରକ୍ଷା ବଳ (ବିଏସଏଫ), ଭାରତୀୟ ସେନା,…

ଓ୍ବାନ ନେଶନ ଓ୍ବାନ ଇଲେକ୍ସନ ସହ ୟୁସିସିକୁ ନେଇ ମୋଦି ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୩୧।୧୦: ପ୍ରଧାନମନ୍ତ୍ରୀ ମୋଦି ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଗୁରୁବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୯ତମ ଜନ୍ମ ବାର୍ଷିକୀରେ ଗୁଜୁରାଟର ଷ୍ଟାଚ୍ୟୁ ଅଫ ୟୁନିଟିରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜାତୀୟ ଏକତା ଦିବସ ପାଳନ ପାଇଁ…

ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୩୧ା୧୦: ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ-ଭୁବନେଶ୍ବର ଡିସିପି ପିନାକ ମିଶ୍ର ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କୁ ତାଙ୍କ ବାନ୍ଧବୀ…

ସର୍ଭେ ରିପୋର୍ଟ ଦେଖି ଭାଜପାର ଉଡିବ ନିଦ! ଚମକି ଉଠିବେ ଶିନ୍ଦେ

ମୁମ୍ବାଇ,୩୧।୧୦: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ମତଦାନ ହେବାକୁ ଯାଉଛି ଏବଂ ଏହାର ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ । ଏହି ସମୟରେ ମହାରାଷ୍ଟ୍ରରେ ନିର୍ବାଚନ କାର୍ଯ୍ୟକୁ ନେଇ ସବୁ ରାଜନୈତିକ ଦଳ ମଧ୍ୟରେ ଚଞ୍ଚଳତା ପ୍ରକାଶ ପାଇଛି। ଏହି ସମୟରେ…

ଦୀପାବଳିରେ କଂଗ୍ରେସକୁ ଲାଗିଲା ବଡ ଝଟ୍‌କା

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ଦୀପାବଳିରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି। କଂଗ୍ରେସ ନେତା ରବି ରାଜ ଦଳରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗ ଦେଇଛନ୍ତି। ରବି ରାଜ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଭାଜପାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri