Home

କ୍ୟାବ ଡ୍ରାଇଭରଙ୍କ କଳା କାରନାମା, ଯୁବତୀଙ୍କୁ ନିଶା ଦେଇ ନେଇଗଲେ ଘରକୁ , ତା’ପରେ…, ମିଳିଲା ୩୦୦୦ରୁ ଅଧିକ ଭିଡ଼ିଓ ସହ ଫଟୋ

ଟୋକିଓ,୨୭।୫: ଗୁରୁବାର (୨୨ ମେ’) ଜାପାନର ଟୋକିଓ ପୋଲିସ ଜଣେ ୫୪ ବର୍ଷୀୟ ପୂର୍ବତନ ଟ୍ୟାକ୍ସି ଡ୍ରାଇଭରଙ୍କୁ ଗିରଫ କରିଛି, ଯିଏ ଜଣେ ମହିଳାଙ୍କୁ ନିଦ ବଟିକା ଦେବା ପରେ ଏବଂ ଭିଡିଓ ରେକର୍ଡ କରିବା ପରେ ବଳାତ୍କାର କରିଥିବା ଅଭିଯୋଗରେ…

ଗାଦି ଟଳମଳ ଦେଖି ହିନ୍ଦୁ ପାଇଁ ବଡ଼ ଘୋଷଣା କଲେ ମହମ୍ମଦ ୟୁନୁସ

ଢାକା,୨୭।୫: ବାଂଲାଦେଶରେ ବିଦ୍ରୋହର ଆଲୋଚନା ମଧ୍ୟରେ ମହମ୍ମଦ ୟୁନୁସ ସରକାରଙ୍କ ଗାଦି ଏବେ ଟଳମଳ। ଫଳରେ ସେ ଏବେ ନିଜ ଦେଶରେ ରହୁଥିବା ହିନ୍ଦୁମାନଙ୍କ କଥା ମନେ ପକାଇଛନ୍ତି। ୟୁନୁସ ଆମେରିକାକୁ କହିଛନ୍ତି ଯେ, ସେ ହିନ୍ଦୁମାନଙ୍କୁ ସମସ୍ତ ପ୍ରକାରେ ସୁରକ୍ଷା…

ରୋହିତ-କୋହଲିଙ୍କ ପରେ ହଠାତ୍‌ ଅବସର ଘୋଷଣା କଲେ ଆଉ ଜଣେ ଭାରତୀୟ କ୍ରିକେଟର୍‌: ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ ଦଳ ଆଇପିଏଲ ୨୦୨୫ ପରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଯାତ୍ରା କରିବ। ଏଥିପାଇଁ ବିସିସିଆଇ ଦଳ ଘୋଷଣା କରିଛି। ଏହି ଗସ୍ତ ପୂର୍ବରୁ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟରୁ…

NSA ଅଜିତ ଡୋଭାଲ ଅସୁସ୍ଥ, ରଦ୍ଦ ହେଲା ରୁଷିଆ ଯାତ୍ରା, ଜାଣନ୍ତୁ କ’ଣ ହୋଇଛି

ନୂଆଦିଲ୍ଲୀ,୨୭।୫: ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଏହି ସପ୍ତାହରେ ମସ୍କୋ ଗସ୍ତ କରିବାର ଥିଲା, କିନ୍ତୁ ତାଙ୍କର ଯୋଜନା ହଠାତ ବାତିଲ ହୋଇଯାଇଛି। ଏକ ରିପୋର୍ଟ ଅନୁଯାୟୀ, NSA ଡୋଭାଲ ଅସୁସ୍ଥ ଅଛନ୍ତି। ସେ ଋତୁକାଳୀନ ଫ୍ଲୁ ଯୋଗୁ…

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ: ମୋଦିଙ୍କୁ ଏମିତି ପ୍ରସ୍ତାବ ଦେଲେ ଶେହବାଜ

ଇସଲାମାବାଦ୍‌,୨୭।୫: ଯୁଦ୍ଧ ଧମକ ଦେଉଥିବା ବିଚରା ପାକିସ୍ତାନ ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି। ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହିତ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ତେହେରାନରୁ ଦିଆଯାଇଥିବା ଏହି ବିବୃତ୍ତିରେ ସେ କଶ୍ମୀର, ଆତଙ୍କବାଦ, ଜଳ…

IPL Closing Ceremonyରେ ପାଳନ କରାଯିବ ଅପରେଶନ ସିନ୍ଦୂରର ବିଜୟ ଉତ୍ସବ, BCCIର ସ୍ବତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୨୭।୫: ‘ଅପରେଶନ ସିନ୍ଦୂର’ ମେ ୭ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହାର ଲକ୍ଷ୍ୟ ଥିଲା ପାକିସ୍ତାନ ଏବଂ ପାକ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା। ଏହି ଆକ୍ରମଣ ସେହି ଆତଙ୍କବାଦୀମାନଙ୍କ ଉପରେ କରାଯାଇଥିଲା ଯେଉଁମାନେ ଜୈଶ-ଏ-ମହମ୍ମଦ,…

ଅନ୍ୟଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଆତ୍ମୀୟସ୍ବଜନ: ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ

ଦେବଗଡ,୨୭।୫(ଶଶାଙ୍କ ଶେଖର ଝାଙ୍କର): ସାମାଜିକ ବାସନ୍ଦ ଭୟରେ ଛୁଇଁଲେ ନିଜ ଆତ୍ମୀୟଙ୍କ ମୃତଦେହ । ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଆଜି ଏକ ଅଭାବନୀୟ ଘଟଣା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ…

ଅଭାବନୀୟ ଘଟଣା, ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା

ପଞ୍ଚକୁଲା,୨୭।୫: ହରିୟାଣାର ପଞ୍ଚକୁଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳର ଲୋକମାନଙ୍କୁ ମର୍ମାହତ କରିଛି। ପୀଡିତ ପରିବାରର ଲୋକମାନେ ଡେରାଡୁନର ବାସିନ୍ଦା ଥିଲେ। ସେ ହନୁମାନ କଥାରେ ଅଂଶଗ୍ରହଣ…

ଚାଷୀଙ୍କ ଦୁଃଖ ବଢ଼ାଇଲା ଅଦିନିଆଁ ବର୍ଷା: ଉଜୁଡ଼ିଲା ଧାନ, ଆଶଙ୍କାରେ କ୍ଷତିପୂରଣ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। କେତେବେଳେ ରୋଗପୋକ ତ ଆଉକେବେ ଅଦିନିଆଁ ବର୍ଷା ଚାଷୀଙ୍କ ଧାନ ଫସଲକୁ ଉଜାଡ଼ି ଦେଉଛି। ବର୍ତ୍ତମାନ ଜିଲାରେ ଏଭଳି ସ୍ଥିତି ଉପୁଜିଛି। ଚାଷୀଙ୍କ ରବିଧାନ ଅମଳ ପ୍ରକ୍ରିୟା ଜୋର୍‌ ଧରିଥିବାବେଳେ ଅଦିନିଆଁ ବର୍ଷା…

ଦାଉ ସାଧୁଛି ବର୍ଷା: କଳାହାଣ୍ଡିରେ ରବି ଧାନ କିଣା ପ୍ରଭାବିତ

ଭବାନୀପାଟଣା,୨୬ା୫(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ଗତ ୨୦ତାରିଖଠାରୁ ରବି (ଡାଳୁଅ) ଧାନ ପାଇଁ ମଣ୍ଡି ଖୋଲିଛି। ତେବେ ମଣ୍ଡି ଖୋଲିବାର ୨ଦିନ ପରେ ଜିଲାରେ ବର୍ଷା ପ୍ରାୟ ସମୟରେ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଅପରାହ୍ନରେ ଘଡ଼ ଘଡି…

ଲାଲୁଙ୍କ ଘରେ ଖୁସିର ଲହରୀ, ଦ୍ୱିତୀୟ ଥର ବାପା ହେଲେ ତେଜସ୍ବୀ

ପାଟନା,୨୭।୫: ବିହାରର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରୁ ଏକ ବଡ଼ ଖୁସି ଖବର ଆସିଛି। ଲାଲୁ ଯାଦବ ପୁଣି ଥରେ ଜେଜେବାପା ହୋଇଯାଇଛନ୍ତି। ସେହିପରି ତେଜସ୍ବୀ ଯାଦବ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତେଜସ୍ବୀ ଯାଦବ ନିଜେ…

ସାମାନ୍ୟ ବର୍ଷାରେ ରାସ୍ତା ଶୋଚନୀୟ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ର ପାଣିଛତ୍ରରୁ ଜମୁର୍‌ ରାସ୍ତା ଶୋଚନୀୟ ହୋଇ ପଡିଛି। ସାମାନ୍ୟ ବର୍ଷାରେ ରାସ୍ତାର ଦୁରାବସ୍ଥା ଆହୁରି ବଢି ଯାଉଛି। ରବିବାର ବର୍ଷା ହେବା ପରେ ଏହି ରାସ୍ତାରେ ଏଭଳି ସ୍ଥିତି ଉପୁଜିଛି। ଦୀର୍ଘଦିନ ଧରି ଏଠାରେ ଏହି ସମସ୍ୟା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?