Home

ପାଟଣା ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା

ପାଟଣା,୩୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଶନିବାର ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ…

ମହଙ୍ଗା ପଡିଲା ହେଟ ସ୍ପିଚ ଦେବା, ଆବାସ ଦୋଷୀ ସାବ୍ୟସ୍ତ

ମାଉ,୩୧।୫: ମାଫିଆ ମୁଖତାର ଅନସାରୀଙ୍କ ପୁଅ ଏବଂ ମାଉ ସଦରର ସୁଭସପା ବିଧାୟକ ଅବ୍ବାସ ଅନସାରୀଙ୍କୁ ଘୃଣାପୂର୍ଣ୍ଣ ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ସେହି ସମୟରେ, କାକା ମନସୁର ଅନସାରୀଙ୍କୁ ଷଡ଼ଯନ୍ତ୍ରରେ ଅଂଶଗ୍ରହଣ କରିବା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି।…

ହଠାତ୍ ମାଡ଼ି ଆସିଲା ସମୁଦ୍ର; ବୁଡିଗଲା…

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ଶିଆଳି ବେଳାଭୂମିରେ ସମୁଦ୍ର ତା’ର ଉଗ୍ର ରୂପ ଦେଖାଇଛି। ଶନିବାର ସମୁଦ୍ରର ଉଚ୍ଚ ଜୁଆର କୂଳ ଲଙ୍ଘି ପ୍ରାୟ ୨୦୦ ମିଟର ଅଞ୍ଚଳକୁ ବୁଡ଼ାଇ ଦେଇଛି। ଏହି ଘଟଣାରେ ବେଳାଭୂମି ନିକଟରେ ଥିବା ପାର୍କିଂସ୍ଥଳ…

କାଲି ଫୋପାଡ଼ି ଥିଲେ ଟଙ୍କା: ଆଜି ବନ୍ଧାହେଲେ କୁବେର ଯନ୍ତ୍ରୀ

ଭୁବନେଶ୍ୱର,୩୧।୫: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ତାଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନ୍‌ ରୋଡ୍‌ସ)…

ପାକିସ୍ତାନ ପାଇଁ ଭଣ୍ଡାର ଖୋଲିଦେଲା ଚାଇନା: କଲା ଟଙ୍କା ବର୍ଷା

ବେଜିଂ,୩୧।୫: ସାରା ବିଶ୍ୱ ପାକିସ୍ତାନର ଆର୍ଥିକ ଅବସ୍ଥା ବିଷୟରେ ଅବଗତ। ଏହାର ଅର୍ଥନୀତିକୁ ଟାଣ କରିବା ପାଇଁ ଚାଇନା ଆସନ୍ତା ମାସରେ ପାକିସ୍ତାନକୁ ୩୧୬୬୦୪୦୦୫୦୦୦ ଟଙ୍କା (୩.୭ ବିଲିୟନ ଡଲାର) ଋଣ ଦେବାକୁ ପ୍ରତିଶ୍ରୁତି ଦେଇଛି। ଚାଇନାଠାରୁ ଏହି ସାହାଯ୍ୟ ସହିତ…

ଦାରିଙ୍ଗବାଡ଼ିରେ ବର୍ଷା ସାଙ୍ଗକୁ ଅଦିନ କୁହୁଡ଼ି, ଜନଜୀବନ ପ୍ରଭାବିତ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ଦିନ ତମାମ ପାଗ ମେଘୁଆ ସହ ବର୍ଷା ଲାଗିରହିଛି। ସେହିପରି ଦିନ ହେଉକି ରାତି ଦାରିଙ୍ଗବାଡ଼ି ଓ ତାର ଆଖପାଖ ଅଞ୍ଚଳରେ ଘନକୁହୁଡି…

ଘରେ ପଶି ମାରିବୁ…ପାକିସ୍ତାନକୁ ପୁଣି ଧମକ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶର ଭୋପାଳରେ ଦେବୀ ଅହଲ୍ୟାବାଈ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏକ ଜନସଭାକୁ ସମ୍ବୋଧିତ କରି ପାକିସ୍ତାନକୁ ଟାର୍ଗେଟ୍‌ କରିଥିଲେ। ଅପରେଶନ ସିନ୍ଦୂର ହେଉଛି ଆତଙ୍କବାଦ…

ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର,୩୧ା୫: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭ୍ରାଟକୁ ନେଇ ନୀତିକାନ୍ତି ବନ୍ଦ ହୋଇଛି। ବିନା ମଙ୍ଗଳ ଆଳତିରେ ସାହାଣ ମେଲା ଦର୍ଶନକୁ ନେଇ ବିବାଦ ଉପୁଜିଛି। ଶୀତଳଷଷ୍ଠୀ ଭଳି ଦିନରେ ନୀତିକାନ୍ତି ବନ୍ଦ ରହିଛି। ଅବକାଶ ପରେ ମଙ୍ଗଳ ଆଳତୀ ନକରି ସିଧା…

ଯୁଦ୍ଧ ପରେ ପ୍ରଥମଥର ମୋଦିଙ୍କୁ ଭେଟିବେ ଜିନପିଙ୍ଗ! ହେବ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୩୧।୫: ପାକିସ୍ତାନ ସହିତ ସାମ୍ପ୍ରତିକ ସାମରିକ ଉତ୍ତେଜନା ଏବଂ ପାକିସ୍ତାନକୁ ଚାଇନାର ସମର୍ଥନ ମଧ୍ୟରେ, ଭାରତ ଏବଂ ଚୀନ ମଧ୍ୟରେ କୂଟନୈତିକ ଆଲୋଚନା ପାଇଁ ଏକ ନୂତନ ସୁଯୋଗ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ…

ରୁଷିଆ କଥା ଶୁଣି ପାକିସ୍ତାନର ମୁଣ୍ଡ ଗୋଲ୍‌, ପୁଟିନ୍‌ କହିଲେ ମୋଦିଙ୍କ ସହ…

ମସ୍କୋ,୩୧।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ବନ୍ଧୁ ରୁଷିଆ ପାକିସ୍ତାନ ସହିତ ଏକ ବଡ଼ ଚୁକ୍ତି କରିଥିବା ଖବର ଏବେ ଚର୍ଚ୍ଚା ହେଉଛି। ପାକିସ୍ତାନୀ ଗଣମାଧ୍ୟମ ଦ୍ୱାରା ଏ ସମ୍ପର୍କରେ ବଡ଼ ବଡ଼ ଦାବି କରାଯାଇଥିଲା। ତେବେ ବର୍ତ୍ତମାନ ରୁଷିଆ…

ଶେଷ ପର୍ଯ୍ୟାୟରେ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା, ମନ ମୋହୁଛି ମୀନା ବଜାର

ପୁରୁଷୋତ୍ତମପୁର,୩୧ା୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ଐତିହାସିତ ପଞ୍ଚ ଠାକୁରାଣୀଙ୍କ ଦ୍ବିତୀୟ ବାର୍ଷିକ ଯାତ୍ରାର ଶେଷ ପର୍ଯ୍ୟାୟ ଶନିବାର ୨୫ ଦିନରେ ପହଞ୍ଚିଛି। ମା’ ପଞ୍ଚ ଠାକୁରାଣୀଙ୍କ ଆଶୀର୍ବାଦ ଭିକ୍ଷା ଲାଗି ବଡ଼ବଜାର ଅସ୍ଥାୟୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି…

ଅଫିସ ଯିବା ବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ଚାଲିଗଲା ଇଞ୍ଜିନିୟରଙ୍କ ଜୀବନ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାସ୍ତାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ଅନ୍ୟ ଏକ କାର୍‌ ପଛପଟୁ ଧକ୍କା ଦେବରୁ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ଗଙ୍ଗାଧର ନଗର ନିବାସୀ ଇଞ୍ଜିନିୟର ତୁଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?