ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍: ଜୟନାରାୟଣ
ସମ୍ବଲପୁର,୧୫।୧୧(ଭବାନୀ ଶଙ୍କର ଭୋଇ)\:ବିଜେଡି ଦୟାରୁ ମୋ ନାଁରେ ୭୨ କେସ୍ । କେସ୍, ମୋ ପାଇଁ କେସ୍ ଗୋଟେ ଉପହାର ସଦୃଶ ା ବିଜେଡି ସରକାର ମୋତେ ନିର୍ଯାତନା ଦେବା ପାଇଁ କେସ୍ ଦେଉଥିଲା। ବିରୋଧୀ ଦଳରେ ରହିଲେ କେସ୍ ହେବ।…
ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇଲେ ଓଡ଼ିଶାବାସୀ, ସବୁଠି ଭିଡ଼
ଭୁବନେଶ୍ୱର/କଟକ,୧୫ା୧୧: ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ନଦୀ, ପୋଖରୀ, ମହୋଦଧିରେ ମଧ୍ୟ ଡଙ୍ଗା ଭସାଇଛନ୍ତି। ସବୁଠି ଆ-କା-ମା-ବୈ’ର ସ୍ବର ଶୁଭିଛି। ଭୁବନେଶ୍ବରର ପବିତ୍ର ବିନ୍ଦୁ ସାଗର, କୂଆଖାଇ, ପୁରୀ ମହୋଦଧି,…
କାର୍ତ୍ତିକ ସରିଲା, ଶୀତ ଗାଏବ: ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡି, ୧୫।୧୧ (ଅରୁଣ ସାହୁ): କାର୍ତ୍ତିକ ସରିଲା ହେଲେ ଅଦ୍ୟାବଧି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୀତ ଆସିନାହିଁ । ଏହି ସମୟରେ ସର୍ବନିମ୍ମ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବା ନଜିର ରହିଥିବାବେଳେ ଚଳିତବର୍ଷ ଶୁକ୍ରବାର ସୁଦ୍ଧା ସର୍ବନିମ୍ନ…
ଏଥର ଭୟରେ କମ୍ପିବେ ଚାଇନା-ପାକିସ୍ତାନ
ନୂଆଦିଲ୍ଲୀ,୧୫।୧୧: ଭାରତ ଗୁରୁବାର ପୁଣି ଥରେ ସଫଳତାର ସହ ବିମାନ ପିନାକ ଅସ୍ତ୍ର ପ୍ରଣାଳୀକୁ ପରୀକ୍ଷଣ କରି ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଏହି ପରୀକ୍ଷଣ ସମୟରେ ପ୍ରୋଭିଜନାଲ ଷ୍ଟାଫ କ୍ୱାଲିଟେଟିଭ ରିକ୍ୱାରମେଣ୍ଟ(PSQR)…
ବାଲିଯାତ୍ରା
ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା, ସାଧବପୁଅ ସଂସ୍କୃତି ଓ ଐତିହ୍ୟର ଜୟଗାନ, ଅନ୍ୟପଟେ ବିନ୍ଦାସ୍ ମଜା, ମଜଲିସ୍, ବୁଲାବୁଲି, ଖିଆପିଆ,…
ଅଧିକରୁ ଅଧିକ ସୁଇସାଇଡ ଡ୍ରୋନ ନିର୍ମାଣ କରିବାକୁ ହଠାତ୍ ନିର୍ଦ୍ଦେଶ ଦେଲେ କିମ ଜୋନ ଉନ, ଜାଣନ୍ତୁ କ’ଣ ଏହାର କାରଣ
ପୋଙ୍ଗୟାଙ୍ଗ,୧୫।୧୧: ଉତ୍ତର କୋରିଆ ନେତା କିମ ଜୋନ ଉନ ଆତ୍ମଘାତୀ ଆକ୍ରମଣ ଡ୍ରୋନର ବହୁଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଗଣମାଧ୍ୟମ ଶୁକ୍ରବାର ଏହି ସୂଚନା ଦେଇଛି। ଏହାର ଗୋଟିଏ ଦିନ ପୂର୍ବରୁ ସେ ଏହି ଅସ୍ତ୍ର ପ୍ରଣାଳୀର ପରୀକ୍ଷା…
ଆରୁହା ପାହାଡ଼ରେ ବେଆଇନ କଳାପଥର ଖାଦାନ
ଯାଜପୁର,୧୫ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏତେ ପରିମାଣରେ ବେଆଇନ କ୍ରଶର ଏବଂ ପଥର ଖାଦାନ ଚାଲିଛି ଯେ, ସ୍କୁଲ ପିଲାଙ୍କ ଜୀବନ ପ୍ରତି ମଧ୍ୟ ଚିନ୍ତା କରାଯାଉ ନାହିଁ। ୩ଟି ସ୍କୁଲଠାରୁ ମାତ୍ର ୫୦୦ ମିଟର ଦୂରତା…
ଜେଡ୍ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର
ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍ଡିପିଏଚ୍)ର ପ୍ରମୁଖ ବ୍ରାଣ୍ଡ ଜେଡ୍ ବ୍ଲାକ୍ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିକଟରେ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଜେଡ୍ ବ୍ଲାକ୍ ଗୋଲ୍ଡ ପାର୍ଟନର…
ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା
ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ ଆୟ ସୁନା ଓ ରୁପା ଦରରେ ବଡ ଧରଣର ହ୍ରାସ ଘଟାଉଛି। ଫଳରେ ଅନ୍ତଃରାଷ୍ଟ୍ରୀୟ…
ଏକମାତ୍ର ଭାରତୀୟ ଭାବେ ଏମିତି କାର୍ନାମା କଲେ ମୁକେଶ ଅମ୍ବାନୀ
ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି ଭାବେ ଫର୍ଚୁନ୍ ମାଗାଜିନର ଶକ୍ତିଶାଳୀ ବ୍ୟବସାୟୀ-୨୦୨୪ ତାଲିକାରେ ସ୍ଥାନ ପାଇଛନ୍ତି । ଉଲ୍ଲେଖଯୋଗ୍ୟ, ଫର୍ଚୁନ୍…
ତୁଲସୀ ଗବାର୍ଡ ହେବେ ଆମେରିକା ନ୍ୟାଶ୍ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର
ଓ୍ବାଶିଂଟନ, ୧୫।୧୧:ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୁରୁବାର ହିନ୍ଦୁ ଆମେରିକୀୟ ତଥା ପୂର୍ବ ଡେମୋକ୍ରାଟ୍ ନେତା ତୁଲସୀ ଗବାର୍ଡଙ୍କୁ ଆମେରିକା ନ୍ୟାଶ୍ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର ଭାବେ ଚୟନ କରିଛନ୍ତି। ଆସନ୍ତାବର୍ଷ ଜାନୁଆରୀରେ ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ଭାବେ ତାଙ୍କର…
ରାଜ ପରିବାର: ଭାଇ-ଭାଇ ପତିଆରା କଳି
ବଲାଙ୍ଗୀର,୧୫ା୧୧(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନ ପରେ ବଲାଙ୍ଗୀରରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ୨୪ ବର୍ଷର ନବୀନ ସରକାରର ପତନ ପରେ ବିଜେଡି ନେତାଙ୍କ ପ୍ରଭାବ କମିଥିବା ବେଳେ ଭାଜପା ନେତାଙ୍କ ପତିଆରା ବହୁ ଗୁଣରେ ବୃଦ୍ଧି ପାଇଛି। ଏହି…
Archives


