ଶିମିଳିପାଳ ସୁରକ୍ଷାରେ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ,ଏହାର ପରାକ୍ରମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…
ବାରିପଦା,୧୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି। ସାଢ଼େ…
ଏବେ ଶଙ୍ଖଭବନ ପାଲଟିଛି ହୋଟେଲ, ୮୦ ଟଙ୍କାରେ ମିଳୁଛି ମିଲ୍, ଗ୍ରାହକ କହୁଛନ୍ତି ଭିତିରି କଥା…
ଭୁବନେଶ୍ୱର,୧୩ା୧: ବିଜେଡି ପାର୍ଟି ଅଫିସ ଏବେ ଲୋକଙ୍କ ପାଇଁ ହୋଟେଲ ସାଜିଛି। ଏଠାରେ ଖାଲି ଯେ, ଦଳୀୟ କର୍ମୀ ଖାଇଥାନ୍ତି ତା’ ନୁହେଁ, ଏଠାରେ ସାଧାରଣ ଲୋକ ବି ଖାଉଛନ୍ତି ମିଲ୍। ମିଲ୍ ମାଗଣା ନୁହେଁ, ମିଲ୍ର ଦାମ୍ ରହିଛି ମାତ୍ର…
୮୦,୦୦୦ ଉପରେ ସୁନା ଦର
ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ଦିନ କେଇଟା ପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏପରିକି ବିବାହ କାର୍ଯ୍ୟକ୍ରମରେ ସବୁବର୍ଗର ଲୋକ ଅଳ୍ପବହୁତ ସୁନା କିଣିଥାନ୍ତି। ହେଲେ ବିବାହ ଋତୁ ଆରମ୍ଭ ପୂର୍ବରୁ ଓଡ଼ିଶା ବଜାରରେ ପୁଣି ଥରେ ସୁନା ଦର…
ଉତ୍କଳ କର୍କଟ କନ୍କ୍ଲେଭ୍ ୨.୦ ଉଦ୍ଯାପିତ
ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାନ୍ଦ୍ରିବିହାରସ୍ଥିତ ଉତ୍କଳ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍ ପକ୍ଷରୁ ଏକ ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍କ୍ଲେଭ ୨.୦ ରବିବାର ହୋଟେଲ ମେ ଫେୟାର କନ୍ଭେନ୍ସନ୍ ଭୁବନେଶ୍ୱରଠାରେ ଉଦ୍ଘାଟନ ସହ ଉଦ୍ଯାପିତ ହୋଇଯାଇଛି।…
ମେଦ ସମସ୍ୟା ଦୂର କରେ ଗ୍ରୀନ୍ ମଟର
ଶୀତଦିନେ ବେଶି ମିଳୁଥିବା ପରିବା ମଧ୍ୟରେ ଗ୍ରୀନ୍ ମଟର ଅନ୍ୟତମ। ଏଥିରେ ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଛି। ଏଥିରେ ଅନେକ ଉପକାରୀ ତତ୍ତ୍ୱ ରହିଛି। ତେବେ ଏହି ତାଲିକାରେ ନିକଟରେ ଆଉ ଏକ କଥାକୁ ସାମିଲ କରାଯାଇଛି। ଯଦି ଜଣେ…
ସଞ୍ଜୟ ହଂସଙ୍କୁ ରତ୍ନଶ୍ରୀ ପୁରସ୍କାର
ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଲଚାନ୍ଦ୍ ଗ୍ରୁପ୍ର ପ୍ରତିଷ୍ଠାତା ସଞ୍ଜୟ ହଂସଙ୍କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ରତ୍ନଶ୍ରୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ଏପରିକି ମାନବ ସମ୍ବଳର ବିକାଶ ତଥା ଦେଶ ନିର୍ମାଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ…
ଜିମ୍ରେ ରଶ୍ମିକା ଆହତ
ବେଙ୍ଗାଲୁରୁ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ ଲାଗିଛି। ସେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ୪ଟି ଫଟୋ ଶେୟାର କରିବା ସହ ଏହି ସୂଚନା ଦେଇଛନ୍ତି। ଉକ୍ତ ଫଟୋଗୁଡ଼ିକରେ ରଶ୍ମିକାଙ୍କର ଆଘାତପ୍ରାପ୍ତ ଗୋଡ଼ ଦୃଶ୍ୟମାନ ହେଉଛି। ଏହାସହ ତାଙ୍କ ଗୋଡ଼ରେ ପ୍ଲାଷ୍ଟର…
୩୨ ବର୍ଷୀୟଙ୍କ ୮୭ ପିଲା
ଲସ୍ ଏଞ୍ଜେଲ୍ସ: ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ ସେ ୧୦୦ ସନ୍ତାନର ପିତା ହେବାକୁ ଯାଉଛନ୍ତି ବୋଲି କାଇଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା…
ଜଳିଗଲା ୧୫୦ ବିଲିୟନ୍ ଡଲାର ସମ୍ପତ୍ତି
ଲସ୍ଏଞ୍ଜେଲ୍ସ,୧୩ା୧: ଲସ୍ଏଞ୍ଜେଲ୍ସ ନିଅଁା ବ୍ୟାପିବାରେ ଲାଗିଥିବାବେଳେ ଶକ୍ତ ସାଣ୍ଟା ଆନା ପବନ ସାଙ୍ଗକୁ ପାଗରେ ଶୁଷ୍କତା ଏହାକୁ ସୁହାଉଛି। ନିଅଁାରେ ବହୁ ଲୋକଙ୍କ ଘରଦ୍ୱାର ଜଳିଯାଇଛି। ୧,୫୦,୦୦୦ ବାସହରାଙ୍କୁ ଇଭାକ୍ୱେଶନ୍ ସେଣ୍ଟରରେ ରଖାଯାଇଥିବାବେଳେ ଅତିରିକ୍ତ ୨ ଲକ୍ଷ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା…
ନାରୀଶିକ୍ଷା ଉପରେ ତାଲିବାନ୍ର ନିଷେଧାଦେଶକୁ ବିରୋଧ କର
ଇସ୍ଲାମାବାଦ,୧୩।୧: ଆଫଗାନିସ୍ତାନର ଶାସକ ତାଲିବାନ ଦେଶରେ ବାଳିକା ଓ ନାରୀଶିକ୍ଷା ଉପରେ କଟକଣା ଲଗାଇଥିବାରୁ ଏହାକୁ ବିରୋଧ ଓ ପ୍ରତ୍ୟାଖ୍ୟାନ କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫ୍ଜାଇ ମୁସଲମାନ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ପାକିସ୍ତାନ ରାଜଧାନୀ ଇସ୍ଲାମାବାଦରେ ରବିବାର…
ମୁମ୍ବାଇରେ ୨୨ କୋଟି ଚିଟ୍ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ୨ ୟୁକ୍ରେନୀୟ
ମୁମ୍ବାଇ,୧୩।୧: ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ ଅଧିକ ସୁଧ ମିଳିବାର ପ୍ରତିଶ୍ରୁତି ଦେଇ ସେମାନେ ମୁମ୍ବାଇର ଅନେକ ଶହ ଲୋକଙ୍କଠାରୁ ୨୨…
ସମାନ ସୁଯୋଗ ପାଇଁ ନିର୍ବାଚନ କୋଡ୍ ଜରୁରୀ: ଇସି
ନୂଆଦିଲ୍ଲୀ,୧୩।୧(ପି.ଟି.): ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଯୋଗୁ ବାରମ୍ବାର ଆଦର୍ଶ ଆଚରଣବିଧି ଲାଗୁ କରାଯାଉଛି, ଯେଉଁଥିପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହେଉଛି। କେନ୍ଦ୍ର ସରକାର ଏକସଙ୍ଗେ ଲୋକ ସଭା ଏବଂ…
Archives


