Home

ଅଧରାତିରେ ଫେରୁଥିବାବେଳେ ବାଇକ୍‌ ସହ କେନାଲରେ ପଡ଼ିଗଲେ ଯୁବକ: ଆଜି ସକାଳୁ…

କର୍ଲାମୁଣ୍ଡା,୪/୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଙ୍ଗାଲି କେନାଲ ଠାରେ ବାଇକ ସହ ଏକ ମୃତଦେହ ପଡିରହିଥିବା ସୋମବାର ଭୋର ସକାଳ ସମୟରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ଓ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ: ପୁଅ କହିଲେ, ଆଜି ମୁଁ ଶୂନ୍ୟ ହୋଇଗଲି

ନୂଆଦିଲ୍ଲୀ,୪।୮:ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM)ର ପ୍ରତିଷ୍ଠାତା ତଥା ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ସୋମବାର ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍‌ ଗଙ୍ଗାରାମ…

ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସମ୍ପନ୍ନ: ବାୟାବର ଗାଁରେ ଦିଆଗଲା କବର

ବଳଙ୍ଗା,୪।୮: ଜୀବନ ଓ ମୃତ୍ୟୁ ସହ ୧୫ଦିନ ଧରି ସଂଗ୍ରାମ କରିବା ପରେ ବଳଙ୍ଗା ପୀଡ଼ିତା ଶେଷରେ ଆଖି ବୁଜିଛନ୍ତି। ଦିଲ୍ଲୀ ଏମ୍ସରୁ ତାଙ୍କ ମୃତଦେହ ଆସିବା ପରେ ସୋମବାର ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୀଡ଼ିତାଙ୍କ ବାୟାବର ଗାଁ କବରସ୍ତାନରେ…

ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ଏହି ୨ ଜଣ ମୁଖ୍ୟ ଖଳନାୟକ: ୨୩ ଦିନ ପରେ ପଦାକୁ ଆସିଲା ସତ

ବାଲେଶ୍ୱର, ୪।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଇଣ୍ଡିଗ୍ରେଟେଡ଼ ବିଏଡ଼ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ ଟିମ l ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିବା ଦୁଇ ଜଣ…

ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣା: ସ୍ତ୍ରୀ-ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଉପର ସାହିର ଭକ୍ତ ବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ (୨୮)ଙ୍କୁ ଗତ ବୁଧବାର ସନ୍ଧ୍ୟାରେ ପଡୋଶୀ ଗାଁ ଆଙ୍କୁରା ଝାପା ସାହିର ସୌମ୍ୟରଞ୍ଜନ ଓ ତାଙ୍କ ସ୍ତ୍ରୀ ମିଶି…

କାର୍ଯ୍ୟକାରୀ ହେଉନି, ଘୋଷଣାରେ ସୀମିତ: କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଳମ୍ବିତ

ଭବାନୀପାଟଣା, 4।୮(ଉତ୍ତମ କୁମାର ଦାଶ):କଳାହାଣ୍ଡିରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବିଳମ୍ବ ହେଉଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ୨୦୧୪ରେ କେବିକେରେ ଦ୍ୱିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଜୁ ଜନତା ଦଳ (ବିଜେଡି)ନିଜ ନିର୍ବାଚନ ଇସ୍ତାହାରରେ ଘୋଷଣା…

ଆନ୍ଦୋଳନକୁ ଓହ୍ଲାଇବେ କନିଷ୍ଠ ଶିକ୍ଷକ: ସପ୍ତାହେ ମଧ୍ୟରେ ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଧମକ

ଭୁବନେଶ୍ୱର,୫ା୮(ସୁଚିସ୍ମିତା ସାହୁ):ଓଡ଼ିଶା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ କମିଟି ଦ୍ବାରା କରାଯାଇଥିବା ସୁଚିନ୍ତିତ ସୁପାରିସ୍‌ଗୁଡ଼ିକ ତୁରନ୍ତ ସରକାରୀ ଆଇନରେ ପରିଣତ କରାଯାଉ। ଶିକ୍ଷୟିତ୍ରୀଙ୍କୁ ମାସିକ ଋତୁସ୍ରାବ ଜନିତ ଛୁଟି ଦେବା ପାଇଁ ନିୟମ କରାଯାଉ। ସେହିପରି…

ପୁରୀ ଯାଉଥିବାବେଳେ ଅଘଟଣ: ଟାଟା ୱିଙ୍ଗରକୁ ଧକ୍କା ଦେଲା ହାଇୱା, ୨୦ ତୀର୍ଥଯାତ୍ରୀ ଆହତ

ସୋନପୁର,୪l୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ନିକଟସ୍ଥ ଝିଙ୍କିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ରାସ୍ତା ପାଶର୍‌ବରେ ଛିଡ଼ା ହୋଇଥିବା ଟାଟା ୱିଙ୍ଗର ଭ୍ୟାନ(ନଂ ଓଡ଼ି୩୧କେ – ୮୯୧୪)କୁ ପଛପଟୁ ଦ୍ରୁତ ବେଗରେ ଆସୁଥିବା ଏକ ଅଜଣା ହାଇୱା ଧକ୍କା…

ମଝି ସମୁଦ୍ରରେ ବୁଡ଼ିଗଲା ଜାହାଜ: ୬୮ ମୃତ, ୭୪ ନିଖୋଜ

ୟେମେନ,୪।୮: ୟେମେନର ଅବୟାନ ପ୍ରଦେଶର ଉପକୂଳରେ ପ୍ରବାସୀ ଭର୍ତ୍ତି ଏକ ଜାହାଜ ବୁଡ଼ିଯାଇଛି॥ ଜାହାଜରେ ୧୫୪ ଜଣ ଥିଲେ। ଏଥିରୁ ଅତି କମରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୪ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ,…

ଶିକ୍ଷାରେ ଚୋର

ଓଡ଼ିଶାରେ ପ୍ରଶ୍ନପତ୍ର ପ୍ରଘଟ ଓ ଖାତା ମୂଲ୍ୟାୟନରେ ହେରଫେର ନେଇ ଅତୀତରୁ ଅନେକ ଘଟଣା ଦେଖିଆସୁଛୁ। ଏହା ଦେହସୁହା ହୋଇଗଲା ଭଳି ମନେହେଉଛି। ଅଥଚ ଏହିଭଳି କାର୍ଯ୍ୟ ଘଟାଉଥିବା ବ୍ୟକ୍ତିବିଶେଷମାନେ ନିଜେ ପ୍ରବଳ ମାତ୍ରାର ଅର୍ଥ ଅର୍ଜନ କରିବା ସହିତ ଏହି…

କୁଇଶିରା, ଜାମପାଲିରେ ଭିନ୍ନ ଏକ ବାହୁଡା଼ଯାତ୍ରା: ଆଷାଢ଼ ବଦଳରେ ହୁଏ ଶ୍ରାବଣରେ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସାଧାରଣତଃ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ । ମହାପ୍ରଭୁ ଅଣସରରୁ ଫେରି ନବଯୌବନ ବେଶ ହେବା ପରେ ଜନ୍ମବେଦୀକୁ ନିଜ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ…

ରାତିଅଧିଆ ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ: ମେସେଜ୍‌ ଭାଇରାଲ ପରେ…

ସମ୍ବଲପୁର,୪ା୮(ପ୍ରମୋଦ ବହିଦାର):ସମ୍ବଲପୁରରେ ଏକ ପ୍ରତିଷ୍ଠିତ ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରୀନିବାସରେ ବରିଷ୍ଠ ଛାତ୍ରୀମାନେ ବୈଠକ ନାମରେ କନିଷ୍ଠଙ୍କୁ ଡାକି ରାତିଅଧିଆ ମାନସିକ ନିର୍ଯାତନାଜନିତ ରାଗିଂ କରୁଥିବା ଅଭିଯୋଗ ହୋଇଛି। ସେମାନେ କନିଷ୍ଠ ଛାତ୍ରୀମାନଙ୍କୁ ଦୀର୍ଘ ଏକଘଣ୍ଟା ଧରି ନିରବଛିନ୍ନଭାବେ ଛିଡା କରାଇ ସେମାନଙ୍କ ମୋବାଇଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?