ବାଟ ଛାଡ଼ିଲେ ଶିନ୍ଦେ: ଏବେ ମହାରାଷ୍ଟ୍ରରେ ହେବ ଅସଲ ଖେଳ
ମୁମ୍ବାଇ,୨୮ା୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ୱିତୀୟ ଦାବିଦାର ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ବିଧାନସଭା ନିର୍ବାଚନ ଫଳ ଆସିବାର ୪ ଦିନ ପରେ ଏହି ଦାବିରୁ ଓହରିଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ନିଷ୍ପତ୍ତି ନେବେ ସେ ତାକୁ ମାନିନେବେ ବୋଲି…
ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ବିଶ୍ୱାସଘାତ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୮ା୧୧(ପି.ଟି.):କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସି. ସେଲଭାରାନିଙ୍କ ବାପା ହିନ୍ଦୁ ହୋଇଥିବାବେଳେ ମା’…
ଗନ୍ଧମାର୍ଦ୍ଦନରେ ଆଦାନୀର ଜମିକିଣା ନେଇ ବିରୋଧୀ-ଶାସକ ମୁହାଁମୁହିଁ
ଭୁବନେଶ୍ୱର,୨୮ା୧୧(ଅନିଲ ଦାସ):ବରଗଡ଼ ଓ ବଲାଙ୍ଗୀର ଜିଲାକୁ ଲାଗି ରହିଥିବା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଘରୋଇ କମ୍ପାନୀ ଆଦାନୀ ଗ୍ରୁପ୍ର ଜମିକିଣାକୁ ନେଇ ବିଧାନସଭାରେ ବିଜେଡି ଓ ଭାଜପା ମୁହଁାମୁହିଁ ହୋଇଛନ୍ତି। ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡିର ବରିଷ୍ଠ ସଦସ୍ୟ…
ରାଜଧାନୀରେ ୫ ବର୍ଷୀୟା ଝିଅଙ୍କୁ ବିକିଦେଲେ ମା’ ବାପା: ମଧ୍ୟସ୍ଥିଙ୍କୁ ଧରିଲା ପୋଲିସ
ଭୁବନେଶ୍ୱର,୨୮ା୧୧(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱର ଶିଶୁପାଳଗଡ଼ ବଡ଼ଟାଙ୍ଗୀରେ ରହୁଛନ୍ତି ଶିଶୁକନ୍ୟାଙ୍କ ମା’ ଗୁଡ଼ିଆ ଦେବୀ ଏବଂ ସାବତ ବାପା ସୁବୋଧ ଶର୍ମା। ସେମାନଙ୍କ ଘର ବିହାରରେ ହୋଇଥିବାବେଳେ ଭୁବନେଶ୍ୱରରେ ସୁବୋଧ ଏକ କାଠ କାରଖାନାରେ କାମ କରନ୍ତି। ସେମାନେ ପିପିଲି ଅଞ୍ଚଳର ଦମ୍ପତି ରଘୁନାଥ…
ପ୍ରତି ୨୧ ଘଣ୍ଟାରେ ଗ୍ରହର ନୂଆ ବର୍ଷ
ବ୍ରିସ୍ବେନ୍, ୨୮।୧୧:ଜ୍ୟୋତିର୍ବିଜ୍ଞାନୀମାନେ ଆମ ସୌର ଜଗତ ବାହାରେ ଏକ ବିରଳ ଗ୍ରହର ଆବିଷ୍କାର କରିଛନ୍ତି, ଯାହାର ଗୋଟିଏ ବର୍ଷ ମାତ୍ର ୨୧ ଘଣ୍ଟାରେ ଶେଷ ହୋଇଥାଏ। ‘ଟିଓଆଇ-୩୨୬୧ ବି’ ନାମକ ଏହି ଗ୍ରହ ନେପଚ୍ୟୁନ ଆକାରର ହୋଇଥିବାବେଳେ ତା’ର ନକ୍ଷତ୍ର ମଣ୍ଡଳରେ…
ମାତ୍ର ୧୮ ବଲ୍ରେ ଜିତିଗଲେ T20 ମ୍ୟାଚ୍, ୧୦ ରନ୍ ବି ଛୁଇଁ ପାରିଲେ ନାହିଁ କୌଣସି ଖେଳାଳି
ନୂଆଦିଲ୍ଲୀ,୨୭।୧୧: ଭାରତର ଘରୋଇ କ୍ରିକେଟରେ ଏବେ ସୈୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ୨୦୨୪ ଖେଳାଯାଉଛି। ୩୮ ଟିମ୍ ମଧ୍ୟରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ଅଜବ କ୍ରିକେଟ ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍୍ରେ ଉଭୟ…
ଆଡିଲେଡ୍ରେ ଡେବ୍ୟୁ କରିବେ ଟିମ୍ ଇଣ୍ଡିଆର ୫ ଖେଳାଳି! ରୋହିତଙ୍କ ଅଧିନାୟକତ୍ୱରେ ଦେଖିବାକୁ ମିଳିବ ନିଆରା ଦୃଶ୍ୟ…
ନୂଆଦିଲ୍ଲୀ,୨୭।୧୧: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଆଡିଲେଡ୍ରେ ଖେଳାଯିବ। ଏହା ଏକ ଦିବାରାତ୍ର ମ୍ୟାଚ୍ ରହିବ। ଡିସେମ୍ବର ୬ରୁ ଏହି ମୁକାବିଲା ଆରମ୍ଭ ହେବ। ଏମିତିରେ ଦଳର ଏକାଦଶରେ ସେତେଟା ପରିବର୍ତ୍ତନ ଦେଖାଯାଇ ନ ପାରେ ବୋଲି କୁହାଯାଉଛି। ହେଲେ ଅତି…
କ’ଣ ଆଧାର ସହ ଲିଙ୍କ୍ କରିବାକୁ ହେବ QR କୋଡ୍ ଥିବା ପାନ୍ କାର୍ଡ? ଜାଣନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀ,୨୭।୧୧: ନୂତନ ପାନ୍ 2.0 ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହି ଯୋଜନା ଅନୁଯାୟୀ, ପାନ କାର୍ଡକୁ ନବୀକରଣ କରାଯିବ। ଏଥିରେ QR କୋଡ୍ ମଧ୍ୟ ଅନ୍ତର୍ଭୂକ୍ତ କରାଯିବ। ଏଭଳି ସ୍ଥିତିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ…
ପ୍ରେମିକା ନାବାଳିକା ଥିଲେ ବୋଲି ଯିବାକୁ ପଡ଼ିଥିଲା ଜେଲ, ଏବେ ସିଡବ୍ଲୁସିର ହସ୍ତକ୍ଷେପ ପରେ ବିବାହ କଲେ ପ୍ରେମୀ ଯୁଗଳ
ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି)ର ହସ୍ତକ୍ଷେପ ପରେ ଦୁଇ ପ୍ରେମୀ ଯୁଗଳ ଏକାଠି ହୋଇ ବିବାହ ହୋଇଛନ୍ତି। ଏ ନେଇ ଭବାନୀପାଟଣା ସ୍ଥିତ ଜିଲା ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟରେ ବୁଧବାର ସେମାନଙ୍କ ଆଦର୍ଶ…
କୋରାପୁଟ ବସ୍ଷ୍ଟାଣ୍ଡରେ ଛୁରା ମାଡ଼
କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍. କାସିମଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ କୋରାପୁଟ ଟାଉନ୍ ଥାନାରେ ଲିଖିତ…
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ପ୍ରେସ୍ କନଫରେନ୍ସ କରି ଶନ୍ଦେ କଲେ ବଡ଼ ଘୋଷଣା
ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି। ତେବେ ବର୍ତ୍ତମାନ ଏହି ସସପେନ୍ସକୁ କାର୍ଯ୍ୟନିର୍ବାହୀ ସିଏମ ଏକନାଥ ଶିନ୍ଦେ ଶେଷ କରିଛନ୍ତି। ବୁଧବାର ଖବରଦାତା ସମ୍ମିଳନୀରେ ଏକନାଥ ଶନ୍ଦେ କହିଛନ୍ତି ଯେ ମୁଁ ଜଣେ ଖୋଲା ହୃଦୟ ବିଶିଷ୍ଟ…
ବିଶ୍ୱର ନମ୍ବର-୧ ବୋଲର୍ ହେଲେ ଜଶପ୍ରୀତ ବୁମ୍ରା
ନୂଆଦିଲ୍ଲୀ,୨୭।୧୧: ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ହଇଚଇ ସୃଷ୍ଟି କରିଥିବା ଭାରତର ତାରକା ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ଟେଷ୍ଟ କ୍ରିକେଟରେ ବିଶ୍ୱର ୧ ନମ୍ବର ବୋଲର ହୋଇଛନ୍ତି। ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ…
Archives


