ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଲକ୍ଷ୍ୟ:ଓଡିଆ ପକ୍ଷରେ ରକ୍ତଦାନ ଶିବିର
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାର ଆସିବା ପରେ କେତେକ କ୍ଷେତ୍ରରେ ପରିବର୍ତ୍ତନ ହେଉଛି। ଚଳିତବର୍ଷ ଉତ୍କଳ ଦିବସକୁ ଓଡିଶା ଦିବସ ଭାବେ ପାଳନ କରାଯାଇଥିଲା। ଏଥିସହ ଏପ୍ରିଲ ପହିଲାରୁ ଓଡିଆ ପକ୍ଷ ପାଳିତ ହେଉଛି। ଏହି ସମୟରେ ବିଭିନ୍ନ ବିଭାଗ…
ସୀମାରେ ରହିବ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ସିଷ୍ଟମ, ଶାହା କହିଲେ ସବୁ ଉଦ୍ୟମ ହେବ ପଣ୍ଡ
ଜମ୍ମୁ,୮।୪: ଜମ୍ମୁ-କଶ୍ମୀରର ତିନି ଦିନିଆ ଗସ୍ତର ଦ୍ୱିତୀୟ ଦିନରେ, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଠୁଆର ସୀମାନ୍ତ ପୋଷ୍ଟ ‘ବିନୟ’ ପରିଦର୍ଶନ କରିଥିଲେ। ଏହି ସମୟରେ ଅମିତ ଶାହା ସୀମାରେ ନିୟୋଜିତ ସୀମା ସୁରକ୍ଷା ବାହିନୀ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା…
ମା’ ହେବାକୁ ଯାଉଛନ୍ତି ସ୍ବାମୀ ହତ୍ୟାକାରୀ ମୁସ୍କାନ: ଗର୍ଭସ୍ଥ ଶିଶୁଙ୍କ ପିତା କିଏ? ଉଠୁଛି ପ୍ରଶ୍ନ
ନୂଆଦିଲ୍ଲୀ,୮।୪: ମିରଟର ସୌରଭ ହତ୍ୟା ମାମଲାର ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ମା’ ହେବାକୁ ଯାଉଛନ୍ତି। ତାଙ୍କ ଗର୍ଭଧାରଣ ଟେଷ୍ଟ ପଜିଟିଭ ବାହାରିଛି। ମୁସ୍କାନ ଜେଲରେ ଅନେକ ଥର ବାନ୍ତି କରିବାରୁ ଜେଲ ପ୍ରଶାସନ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ରିପୋର୍ଟ ଆସିବା…
ଧାନ ଅମଳ ମେଶିନ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଲା ହାଇୱା: ଜଣେ ମୃତ
ଦେବଗଡ଼,୮।୪:(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଆମ୍ବକଟା ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ଧାନ ଅମଳ ମେଶିନ ବୋଝେଇ ଟ୍ରାକ୍ଟରକୁ ଏକ ହାଇୱା ଧକ୍କା ଦେବା ଫଳରେ ଧାନ ଅମଳ ମେଶିନ ଅପରେଟରଙ୍କ ମୃତ୍ୟୁ…
ଭାଜପା ପକ୍ଷରୁ ୪୬ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ ଶୋଭାଯାତ୍ରା
ଦେବଗଡ,୮।୪(ଶଶାଙ୍କ ଶେଖର ଝାଙ୍କର):ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେବଗଡ ଜିଲା ଭାଜପା କାର୍ଯ୍ୟାଳୟରେ ଭାଜପାର ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭାଜପା ଦେବଗଡ ମଣ୍ଡଳ ସଭାପତି ତଥା ଯୁବ ନେତା ରାଜେନ୍ଦ୍ର କୁମାର ଆଚାର୍ଯ୍ୟ(ରାଜୁ)ଙ୍କ ଆବାହକତ୍ୱ ଏବଂ ଜିଲା…
ଇତିହାସ ରଚିଲା RCB: ଆଇପିଏଲ୍ରେ ଏମିତି କାରନାମା କରିବାରେ ହେଲା ଦ୍ୱିତୀୟ ଦଳ
ମୁମ୍ବାଇ,୮।୪: ଓ୍ବାଙ୍ଖେଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆରସିବି ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବି ୨୦…
ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଅଣ୍ଡର ୧୫ ଫୁଟବଲ ଚମ୍ପିୟାନସିପ ଶୁଭ ଉଦ୍ଘାଟନ
ଦେବଗଡ଼,୮।୪(ଶଶାଙ୍କ ଶେଖର ଝାଙ୍କର): ଜିଲା କ୍ରୀଡା ସଂଘ ଓ ଜିଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ସୋମବାର ଅପରାହ୍ନ ୪ଟାରେ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଅଣ୍ଡର ୧୫ ଫୁଟବଲ ଚମ୍ପିୟାନସିପ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୭ ଏପ୍ରିଲ…
୧୦୦ଟନ ଜୀବନ୍ତ କୁମ୍ଭୀର କାହିଁକି ନିଲାମ କରୁଛି ଚାଇନା? କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ବେଜିଂ,୮।୪: ଚାଇନାର ଶେନଜେନ ନାନଶାନ ପିପୁଲ୍ସ କୋର୍ଟ ଏକ ଅନନ୍ୟ ନିଷ୍ପତ୍ତି ନେଇ ୧୦୦ ଟନ ଜୀବନ୍ତ କୁମ୍ଭୀରର ଅନଲାଇନ ନିଲାମ ଆରମ୍ଭ କରିଛି। ଏହି ନିଲାମ ଆଲିବାବାର ନ୍ୟାୟିକ ନିଲାମ ପ୍ଲାଟଫର୍ମରେ କରାଯାଉଛି। ଏହି କୁମ୍ଭୀରମାନଙ୍କ ପାଇଁ ପ୍ରାରମ୍ଭିକ ନିଲାମ…
ଜାଲ ଦସ୍ତାବିଜ ବଳରେ ଜମି ବିକ୍ରି ଉଦ୍ୟମ : ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କଲେ ଜିଲା ଉପନିବନ୍ଧକ
ଦେବଗଡ଼,(ଶଶାଙ୍କ ଶେଖର ଝାଙ୍କର): ଜାଲ ଦସ୍ତାବିଜ ବଳରେ ଦେବଗଡ ପୌରାଞ୍ଚଳ ବାବୁସାହି(ୟୁନିଟ-୮)ର ଏକ ମୂଲ୍ୟବାନ ଜମି ବିକ୍ରୀ ଉଦ୍ୟମ ହେଉଥିବା ଜିଲା ଉପନିବନ୍ଧକଙ୍କ ଦ୍ୱାରା ଧରା ପଡିଛି । ଏନେଇ ଜିଲା ଉପ ନିବନ୍ଧକ ଦେବଗଡ ଥାନାରେ ଲିଖୀତ ଅଭିଯୋଗ କରିବାପରେ…
ସରକାରୀ ଜମିରୁ ଜବରଦଖଲ ମୁକ୍ତ: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖାଲି ହେଲା ଗୋଚର, ଗ୍ରାମ୍ୟ ରାସ୍ତା ଜମି
ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗ୍ରାମର କେତେଜଣ ବ୍ୟକ୍ତି ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲକରି ଦୀର୍ଘବର୍ଷ ଧରି ରହି ଆସୁଥିଲେ। ଏହି ଜମିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ମାପଚୁପ…
ନାଗରିକ ମଞ୍ଚର ଦାବି ପରେ ଚେତା ପଶିଲା: ୧୬୦ କଳାକାରଙ୍କୁ ଆକାଉଣ୍ଟକୁ ଗଲା ସହାୟତା ରାଶି
ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚଳିତବର୍ଷ ଉତ୍ସାହର ଉଦ୍ଦୀପନାର ସହିତ ଉଦ୍ଯାପିତ ହୋଇଥିଲା । ଅନ୍ୟବର୍ଷ ତୁଳନାରେ ଏଥର ମହୋତ୍ସବର ଆକର୍ଷଣ ସହିତ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିଥିବା ପରିଲକ୍ଷିତ ହୋଇଥିଲା। ନୂଆ ଭାଜପା ସରକାର…
ଜଣଙ୍କ ଘରୁ ୮ ବସ୍ତା ରାଶନ ଚାଉଳ ଜବତ
ମହାକାଳପଡ଼ା, ୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଡିଢ଼ି ଗ୍ରାମ ଖୁଚୁରା ବିକ୍ରୟ କେନ୍ଦ୍ରର ୮ ବସ୍ତା ଚାଉଳ ଜଣକ ଘରୁ ଯୋଗାଣ ବିଭାଗ ଅଧିକାରୀ ଓ ପୋଲିସ ଟିମ୍ ଚଢ଼ାଉ କରି ସୋମବାର ରାତି ୯ଟାରେ ଜବତ କରିଛନ୍ତି।…
Archives


