୨ ପରିବର୍ତ୍ତନ ସହ ମଇଦାନରେ ଟିମ୍ ଇଣ୍ଡିଆ
ଚେନ୍ନାଇ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଚେନ୍ନାଇ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ସିରିଜର ପ୍ରଥମ ମ୍ୟାଚ୍ରେ…
‘ଇସ୍ତଫା ଦେଇ ବାଂଲାଦେଶ ଛାଡି ପଳାଇବେ ମହମ୍ମଦ ୟୁନୁସ,’ ଫେସବୁକ ପୋଷ୍ଟ ପରେ ଆକ୍ସନ ମୋଡରେ ପୋଲିସ
ଢାକା,୨୫।୧: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଡକ୍ଟର ମହମ୍ମଦ ୟୁନୁସଙ୍କ ଇସ୍ତଫା ଏବଂ ପଳାୟନ ଗୁଜବ ପ୍ରଚାର କରିଥିବା ଯୁବକମାନଙ୍କୁ ବାଂଲାଦେଶ ପୋଲିସ ଗିରଫ କରିଛି। ଏହି ଯୁବକମାନେ ବିଏନପି-ଜମାତ ନେତାଙ୍କ ଘର ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ…
ଆମେରିକାକୁ ଧମକାଇଲା ଚାଇନା!
ବେଜିଂ,୨୫।୧: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର (୨୫ ଜାନୁଆରୀ, ୨୦୨୫) ଆମେରିକାର ନୂଆ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଏକ କଥା କହିଥିଲେ ଯାହାର ପ୍ରାୟ ଅର୍ଥ ‘ନିୟମ ମଧ୍ୟରେ ରହିବା’।…
ବଡ଼ ମା’-ବାପାଙ୍କୁ ହତ୍ୟା କଲେ ପୁତୁରା
ଗୋଲାମୁଣ୍ଡା,୨୫ା୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଧିନସ୍ଥ କାର୍ଲିଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ମା’ ନିର୍ମମ ହତ୍ୟା କରଛନ୍ତି ପୁତୁରା। ମୃତ ବଡ଼ ବାପା ବୁଡୁ ବାଗ ଓ ବଡ଼…
୪୭୭ ଦିନ ପରେ ମିଳିଲା ମୁକ୍ତି, ହମାସ କବଳରୁ ମୁକ୍ତ ହେଲେ ଆଉ ୪ ଇସ୍ରାଏଲୀ ମହିଳା ସେନା
ଜେରୁଜେଲମ,୨୫।୧: ପ୍ରାୟ ୧୬ ମାସ ବନ୍ଦୀତ୍ୱ ପରେ ଗାଜାରୁ ଚାରି ଜଣ ଇସ୍ରାଏଲୀ ମହିଳା ସୈନିକଙ୍କୁ ମୁକ୍ତ କରିଛି ହମାସ। ଏମାନେ ସମସ୍ତେ ଇସ୍ରାଏଲୀ ସୈନିକ ଥିଲେ, ଯାହାଙ୍କ ନାମ ଲିରି ଆଲବାଗ (୧୯), ଡାନିଏଲା ଗିଲବୋଆ (୨୦), କରିନା ଆରିୟେଭ…
ଗିରଫ ହେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ
କଲମ୍ବୋ,୨୫।୧: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ୟୋଶିତା ରାଜପକ୍ଷେଙ୍କୁ ଶନିବାର ଏକ ସମ୍ପତ୍ତି କ୍ରୟ ମାମଲାରେ ଦୁର୍ନୀତି ଅଭିଯୋଗରେ ପୋଲିସ ଗିରଫ କରିଛି। ୨୦୧୫ ପୂର୍ବରୁ ତାଙ୍କ ପିତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ସମ୍ପତ୍ତି କ୍ରୟ ମାମଲାର ତଦନ୍ତ ପାଇଁ…
ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣା: ୧୧ ଲକ୍ଷ ୨୩ ହଜାର ଟଙ୍କା, ସୁନାଗହଣା ଜବତ, ୨ କୋର୍ଟ ଚାଲାଣ
ନବରଙ୍ଗପୁର,୨୫ା୧(ସଦାଶିବ ପ୍ରହରାଜ): ଚଳିତ ମାସ ୧୩ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ହାତ ଓ ପାଟିକୁ କପଡ଼ାରେ ବାନ୍ଧି ତଣ୍ଟିରେ ଛୁରି ଲଗାଇ ନଗଦ ୨୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଲୁଟି ନେଲେ ଦୁର୍ବୃତ୍ତ ଏହି ଘଟଣା ପ୍ରଚାରିତ…
ଭାରତ-ଇଣ୍ଡୋନେସିଆ ସମ୍ପର୍କ ହେଲା ଆହୁରି ମଜଭୁତ, ଚାଇନାକୁ ଦେଲେ ଖୋଲା ବାର୍ତ୍ତା
ନୂଆଦିଲ୍ଲୀ,୨୫।୧: ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶିଖରରେ ପହଞ୍ଚିଛି। ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଶନିବାର ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ପ୍ରତିରକ୍ଷା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ମିଳିତ…
କଳାହାଣ୍ଡି ଭାଜପା ସଭାପତି ହେଲେ ଯୁଗଳ ପୋଢ଼
ଭବାନୀପାଟଣା,୨୫ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଭାଜପା ଜିଲା ସଭାପତି ଭାବେ ବରିଷ୍ଠ ନେତା ଯୁଗଳ କିଶୋର ପୋଢ଼ ମନୋନୀତ ହୋଇଛନ୍ତି। ଭବାନୀପାଟଣାସ୍ଥିତ ସର୍କିଟ ହାଉସରେ ଜିଲା ଉପସଭାପତି ମୁକେଶ ଅଗ୍ରଓ୍ବାଲଙ୍କ ସଭାପତିତ୍ୱରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା…
ଆଇସିସି ଟି-୨୦ ଦଳ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, କୋହଲି ବିଦା
ନୂଆଦିଲ୍ଲୀ,୨୫।୧: ଆଇସିସି ପୁରୁଷ ଟି-୨୦ ଦଳ ଅଫ ଦି ଇୟର ଘୋଷଣା କରିଛି। ଆଇସିସି ୨୦୨୪ ବର୍ଷର ଶ୍ରେଷ୍ଠ ଦଳ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି। ତାଙ୍କ ସହିତ, ମୋଟ ଚାରି ଜଣ ଭାରତୀୟ ଖେଳାଳିଙ୍କୁ ଏହି ଦଳରେ…
ସଚିନଙ୍କ ପୁଅ ସହ ପାତରଅନ୍ତର: ୪ ମ୍ୟାଚ୍ ୧୬ ଉଇକେଟ୍ ନେଇ ମଧ୍ୟ ରଣଜୀ ଫାଇନାଲ୍ରେ ମିଳିଲାନି ସ୍ଥାନ
ନୂଆଦିଲ୍ଲୀ,୨୫।୧: ଜାନୁଆରୀ ୨୩ ତାରିଖରୁ ଦିମାପୁରର ନାଗାଲାଣ୍ଡ କ୍ରିକେଟ ଷ୍ଟାଡିୟମରେ ରଣଜୀ ଟ୍ରଫି ପ୍ଲେଟ ଲିଗର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ଫାଇନାଲ ମ୍ୟାଚରେ ଗୋଆ ଏବଂ ନାଗାଲାଣ୍ଡ ଦଳ ମୁହାଁମୁହିଁ ହେବେ। ଉଭୟ ଦଳ ପରସ୍ପରକୁ କଡ଼ା ପ୍ରତିଯୋଗିତା ଦେଉଛନ୍ତି।…
୧୩ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି: ଡିଡିସିଏ ସ୍ବତନ୍ତ୍ର ବ୍ୟବସ୍ଥା
ନୂଆଦିଲ୍ଲୀ,୨୫।୧:ଟିମ ଇଣ୍ଡିଆର ଅନେକ ଷ୍ଟାର ଖେଳାଳି ବର୍ତ୍ତମାନ ରଣଜୀ ଟ୍ରଫିରେ ଖେଳୁଛନ୍ତି। ଜାନୁଆରୀ ୨୩ ତାରିଖରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ରୋହିତ ଶର୍ମା, ଶୁଭମନ ଗିଲ, ରିଷଭ ପନ୍ତ, ଯଶସ୍ବୀ ଜୟସ୍ବାଲ ଏବଂ ରବିନ୍ଦ୍ର ଜାଡେଜା ଅଂଶଗ୍ରହଣ କରିଥିଲେ। କିନ୍ତୁ…
Archives


