ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୭ା୧: ଅନୁଗୋଳ ଜିଲା ପାଲଲହଡ଼ା ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା…
୧୭ ଗାଡ଼ିକୁ ଧକ୍କା ଦେଲା ତେଲ ଟ୍ୟାଙ୍କର, ୧୮ ଜଣଙ୍କ ଜୀବନ ଗଲା
ଘାନା,୨୭ା୧: ନାଇଜେରିଆରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏକ ତେଲ ଟ୍ୟାଙ୍କର ଏକକାଳୀନ ୧୭ ଗାଡ଼ିକୁ ଧକ୍କା ଦେବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ଟ୍ୟାଙ୍କରଟି ଭାରସାମ୍ୟ ଏହି ଗାଡ଼ିଗୁଡ଼ିକୁ ଧକ୍କା ଦେଇଥିଲା। ଫଳରେ ଗୋଟିଏ…
ରାଜନଗରରେ ଚାଲିଛି ଡଲଫିନ୍ ଗଣନା
କେନ୍ଦ୍ରାପଡ଼ା,୨୭ା୧: ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ। ମୋଟ୍ ୯ଟି ଟିମ୍ରେ…
କର୍ତ୍ତବ୍ୟ ପଥରେ ଅଳିଆ ଉଠାଇଲେ ମୋଦି: ଭାଇରାଲ୍ ହେଉଛି ଭିଡିଓ
ନୂଆଦିଲ୍ଲୀ,୨୭/୯: ରବିବାର ଭାରତ ନିଜର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରିବା ସହ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି। ଏହି ପ୍ରଦର୍ଶନୀରେ ଶ୍ରେଷ୍ଠ ସୈନ୍ୟ, କ୍ଷେପଣାସ୍ତ୍ର ଏବଂ ବିଭିନ୍ନ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଝଲକ ଦେଖିବାକୁ ମିଳିଥିଲା। ଏହି ଅବସରରେ ଇଣ୍ଡୋନେସିଆ…
ଅବସରପ୍ରାପ୍ତ ପୋଲିସ ସଂଗଠନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
ବଲାଙ୍ଗିର,୨୬/୧(ସୁନିଲ କୁମାର ମହାନ୍ତି): ୭୬ତମ ସାଧାରଣତନ୍ତ୍ର ଦିବସ ଅବସରପ୍ରାପ୍ତ ପୋଲିସ ସଂଗଠନ, ବଲାଙ୍ଗିର ତରଫରୁ ତୁଳସୀନଗର ଠାରେ ମହାସମାରୋହ ସାଧାରଣନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏଥିରେ ଶତାଧିକ ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଉକ୍ତ ଉତ୍ସବରେ ସର୍ବାଧିକ ବୟୋଜେଷ୍ଟ ଋଷ୍ୟଶୃଙ୍ଗ ରଣା…
ମହାକୁମ୍ଭରେ ଆପଲର ସହ-ପ୍ରତିଷ୍ଠାତାଙ୍କ ସ୍ତ୍ରୀ ଭାଙ୍ଗିଲେ ୯୩ ବର୍ଷ ପୁରୁଣା ରେକର୍ଡ
ନୂଆଦିଲ୍ଲୀ,୨୬।୧: ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ ପାୱେଲ ଜବ୍ସ ସମ୍ପ୍ରତି ମହାକୁମ୍ଭରେ ଯୋଗଦେବା ପାଇଁ ପ୍ରୟାଗରାଜ ଆସିଥିଲେ। ସ୍ବାସ୍ଥ୍ୟଗତ କାରଣରୁ ପ୍ରଥମ ଦିନରେ ସେ ସଙ୍ଗମରେ ବୁଡ଼ ପକାଇପାରି ନ ଥିଲେ ମଧ୍ୟ, ଲରେନଙ୍କ ପ୍ରୟାଗରାଜ ଗସ୍ତ ଆକର୍ଷଣର…
ଜାନୁଆରୀ ୨୬, ଅଗଷ୍ଟ ୧୫ରେ ଶତକ ମାରିଛନ୍ତି ଏହି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୨୬।୧: ଆଜି ଭାରତ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଆଜି ଭଳି ଦିନ ଅର୍ଥାତ୍ ୨୬ ଜାନୁଆରୀରେ କ୍ରିକେଟ୍ରେ ଶତକ ହାସଲ କରିବାର ସଫଳତା ହାସଲ କରିଛନ୍ତି ଜଣେ ମାତ୍ର ବ୍ୟାଟ୍ସମ୍ୟାନ୍। ସେ ହେଉଛନ୍ତି ବିରାଟ କୋହଲି। ଏସେ ୨୬…
ଝିମକୀ ଡଙ୍ଗର, କୋଡକିଦୋର ନଦୀରେ ସେତୁ ନିର୍ମାଣ ଦାବି
ଥୁଆମୂଳ ରାମପୁର,୨୫।୦୧(ଦୁର୍ଗା କୀର୍ତ୍ତି):ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ଅଡ୍ରି ପଞ୍ଚାୟତସ୍ଥିତ ଢୋଲଫାସ ଗ୍ରାମର ଜନସାଧାରଣ ଝିମକୀ ଡଙ୍ଗରଠାରେ ଥିବା ଇନ୍ଦ୍ରାବତୀ କୋଡକିଦୋର ନଦୀ ଦେଇ ମହୁଲପାଟଣା, ଜୟପାଟଣା, ନବରଙ୍ଗପୁର, ଜୟପୁର, ଜୁନାଗଡ଼, ଧର୍ମଗଡ଼,…
ସୁରକ୍ଷା ବ୍ୟାରିକେଟ ରୋକିବ ଦୁର୍ଘଟଣା
ଥୁଆମୂଳ ରାମପୁର,୨୬।୧(ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀ ତରଫରୁ ଥୁଆମୁଳ ରାମପୁର ଥାନାକୁ ୪ଟି ରାସ୍ତା ସୁରକ୍ଷା ବ୍ୟାରିକେଟ ପ୍ରଦାନ କରିଥିବା ବେଳେ ୨ଟି ଥାନା ଓ ମେଡିକାଲ ଛକରେ ଲଗାଯାଇଥିବାବେଳେ ଆଉ ୨ଟି ଅନ୍ୟ ଏକ ଛକରେ ସାଧାରଣତନ୍ତ୍ର ଦିବସ…
ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ ସଶ୍ରମ ଜେଲଦଣ୍ଡ
ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ପୋକ୍ସୋ ଅଦାଲତର ବିଚାରପତି ଜ୍ଞାନରଞ୍ଜନ ପଟ୍ଟନାୟକ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣିକରି ଅଭିଯୁକ୍ତ ଶିବଶଙ୍କର ବରୁଆ(୩୨)ଙ୍କୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ…
ଦୁର୍ନୀତି ମାମଲାରେ ୩ ମୃତ୍ତିକା ସଂରକ୍ଷଣ କର୍ମଚାରୀ ଦୋଷୀ ସାବ୍ୟସ୍ତ
ସୁନ୍ଦରଗଡ଼, ୨୬।୧(ଜୟ ନାରାୟଣ ମେଣ୍ଡୁଳି): ଦୁର୍ନୀତି ମାମଲାରେ ମୃତ୍ତିକା ସରକ୍ଷଣ ବିଭାଗର ୩ଜଣ କର୍ମଚାରୀ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଏହି ରାୟ ପ୍ରଦାନ କରି ବିଭାଗର ବି. କାମରାଜ ବେହେରା,…
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ୩ ଦିନରେ ଭାଙ୍ଗି ଯାଇଥିଲା ଦାମ୍ପତ୍ୟ ଜୀବନ, ଏବେ ଦେବେ ଏତିକି ଟଙ୍କା କ୍ଷତିପୂରଣ
ନୂଆଦିଲ୍ଲୀ,୨୬।୧: ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ଯୌତୁକ ଲୋଭୀମାନଙ୍କ ପାଇଁ ଏକ ଶିକ୍ଷା। ଯେଉଁଠାରେ ଜଣେ ପୁରୁଷଙ୍କୁ ଅତ୍ୟଧିକ ଯୌତୁକ ଦାବି କରି ବିବାହ ଭାଙ୍ଗିବା ପାଇଁ ବହୁ ମୂଲ୍ୟ ଦେବାକୁ ପଡିଲା ଏବଂ ଏବେ ତାଙ୍କୁ ତିନି ଦିନିଆ ବିବାହ ପାଇଁ…
Archives


