Home

ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ପୁରୀ,୨୩ା୬: ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ପୁରୀ ପୌରସଂସ୍ଥାକୁ ଚିଠି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପ୍ରଶାସନ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ସହ ପବିତ୍ର ଶରଧାବାଲିର ଅନେକ ଗୁରୁତ୍ୱ ରହିଛି। ଶରଧାବାଲିକୁ ଅନ୍ୟ କାର୍ଯ୍ୟ…

ଇରାନରେ ଆଖିବୁଜା ମିଶାଇଲ ମାଡ଼ କଲା ଇସ୍ରାଏଲ, ୯୫୦ରୁ ଅଧିକ ମୃତ

ତେହେରାନ,୨୩।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନାରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ମାନବାଧିକାର ଗୋଷ୍ଠୀ ଅନୁଯାୟୀ, ଇସ୍ରାଏଲୀ ବିମାନ ଆକ୍ରମଣରେ ଅତି କମରେ ୯୫୦ଇରାନୀଙ୍କ ମୃତ୍ୟୁ ହୋଇଛି ଏବଂ ୩,୪୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।…

ଭୁଲିହେବନି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ

ଭଞ୍ଜନଗର,୨୩/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନୁଆ କୋର୍ଟ କୋଠା ପରିସରରେ ସୋମବାର ଡ, ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଡ. ଶ୍ୟାମା ପ୍ରସାଦ…

ଖରାପ ପାଗ ଯୋଗୁ ହେଲିକପ୍ଟର ବଦଳରେ କାରରେ ଆସିକା ଗଲେ ମୁଖ୍ୟମନ୍ତ୍ରୀ

ଆସିକା,୨୩।୬(ସୁରେନ୍ଦ୍ର ନାଥ ସାହୁ): ଭାଜପା ସରକାର ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଆଜି ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ‘ଯୁବ ଶକ୍ତି ସମାବେଶ’ ହେଉଛି।…

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ରୁଟରେ ବନ୍ଦ କଲା ଉଡ଼ାଣ

ନୂଆଦିଲ୍ଲୀ,୨୩।୬: ତେହେରାନର ଗୁରୁତ୍ୱପୂର୍ଣ୍ଣ ପରମାଣୁ ପ୍ରତିଷ୍ଠାନ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ପ୍ରବେଶ ଏହି ସଂଘର୍ଷକୁ ଆଗକୁ ବଢାଇବାର ସମ୍ଭାବନାକୁ ବୃଦ୍ଧି କରିଛି। ଏୟାର ଇଣ୍ଡିଆ ରବିବାର କହିଛି ଯେ…

ସାମ୍ପ୍ରତିକ ରାଜନୀତିରେ ନୀତି-ନୈତିକତାର ସ୍ଥାନ ନାହିଁ

ଦିଗପହଣ୍ଡି,୨୩।୬(ଅଶେଷ ନାଥ ମିଶ୍ର): ପୂର୍ବତନ ବିଧାୟକ ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭାମଣ୍ଡପରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ବିଶ୍ୱନାଥଙ୍କ ପୁତ୍ର ତଥା ସମଦୃଷ୍ଟି ପତ୍ରିକାର କାର୍ଯ୍ୟନିର୍ବାହୀ…

ବିଫଳ ହେଲା ମୁନିରଙ୍କ ସହ ଟ୍ରମ୍ପଙ୍କ ମଧ୍ୟାହ୍ନ ଭୋଜନ ଯୋଜନା, ଆମେରିକାକୁ ଧମକ ଦେବା ଆରମ୍ଭ କଲାଣି ପାକିସ୍ତାନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ମଧ୍ୟାହ୍ନ ଭୋଜନ କରିବାର ଚାଲ ବିଫଳ ହୋଇଛି। ଇରାନ ଉପରେ ବିମାନ ଆକ୍ରମଣ ପରେ, ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ…

କେମିତି ରହିବେ ନୀରୋଗ: ଆପଣାନ୍ତୁ ଏହି ଟିପ୍ସ

ଆମର ଏଭଳି କେତେକ ଅଭ୍ୟାସ ରହିଛି ଯାହା ପ୍ରତି ଆମେ ନଜର ନେବା ନିହାତି ଦରକାର। କାରଣ ନିଜକୁ ସୁସ୍ଥ ରଖିବା ଲାଗି କେତେକ ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ। ଖାଇବାର ଠିକ୍‌ ପରେ ପରେ ଫଳମୂଳ ଆଦୌ ଖାଆନ୍ତୁ ନାହିଁ।…

ଦୁର୍ଘଟଣା ଏଡାଇବାକୁ ଏଥର ରିୟାଦ ଡାଇଭର୍ଟ ହେଲା ଏୟାର ଇଣ୍ଡିଆ ବିମାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୨୩।୬: ବର୍ମିଂହାମରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AI114 ବିମାନରେ ବୋମା ଥିବା ଖବର ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାଉଦି ଆରବର ରିୟାଦ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଥିଲା। ଶନିବାର (୨୧ ଜୁନ) ବିମାନଟି ଉଡ଼ାଣ କରିଥିଲା ଏବଂ ରବିବାର…

ଆଜି ଆସିବ ଚାରି ରାଜ୍ୟର ୫ ବିଧାନସଭା ଉପନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ,୨୩।୬: ଗୁରୁବାର (ଜୁନ ୧୯) ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ବିଧାନସଭା ଉପନିର୍ବାଚନର ଫଳାଫଳ ସୋମବାର ଆସୁଛି। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ଭୋଟ ଗଣତି ଆରମ୍ଭ ହେବାର କିଛି ସମୟ ପରେ ଟ୍ରେଣ୍ଡ ମଧ୍ୟ…

ଆଜ୍‌ମା ରୋଗୀଙ୍କ ପାଇଁ ଉପକାରୀ ଶାଗ

ସ୍ବାସ୍ଥ୍ୟ ପାଇଁ ଶାଗ କେତେ ଉପକାରୀ ତାହା ଅନେକ ଜାଣନ୍ତି। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌ ବ୍ୟତୀତ ଭିଟାମିନ୍‌-ଏ, ସି ଏବଂ ଇ ଆଦି ଭରି ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଶାଗ ଖାଆନ୍ତି, ତେବେ ତାଙ୍କର ଓଜନ କେତେକାଂଶରେ ନିୟନ୍ତ୍ରଣରେ…

ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାନ୍ତୁ ସାବଧାନ: ନରେତ୍‌ ହୋପାରେ…

ଆଙ୍ଗୁଠି ଫୁଟାଇଲେ ଟିକେ ଆରାମ ଲାଗେ। କିନ୍ତୁ କେତେକ ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସର ପରିଣତ ହୋଇଯାଇଥାଏ। ତେବେ ଏଭଳି ଅଭ୍ୟାସର ଖରାପ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିବାର ଆଶଙ୍କା ରହିଛି ବୋଲି ବର୍ଲିନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri