Home

ହୃଦୟ ଜିତିଲେ ବିରାଟ କୋହଲି: ପ୍ରଶଂସକଙ୍କୁ ଦେଲେ ଏମିତି ଉପହାର

ନୂଆଦିଲ୍ଲୀ,୨୮।୧:ବିରାଟ କୋହଲି ପ୍ରୟତଃ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। ଏଥର କୋହଲି ତାଙ୍କ ବ୍ୟାଟିଂରେ ନୁହେଁ ବରଂ ତାଙ୍କ ଦାନଶୀଳତାରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କୋହଲି ଆଜିକାଲି ରଣଜୀ ଟ୍ରଫିକୁ ନେଇ ଖବରରେ ଅଛନ୍ତି। କୁହାଯାଉଛି ଯେ, ଜାନୁଆରୀ ୩୦ ତାରିଖରେ ରେଳବାଇ…

ଭାରତଠାରୁ କ’ଣ ଚାହୁଁଛି ଆମେରିକା: ମୋଦିଙ୍କ ସହ କଥାବାର୍ତ୍ତାବେଳେ ଖୋଲି କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୧: ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବରେ ଶପଥ ନେବାର ଠିକ ଗୋଟିଏ ସପ୍ତାହ ପରେ, ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। ସୋମବାର ଫୋନରେ ଏହି କଥାବାର୍ତ୍ତା ବହୁତ ସମୟ ଧରି ଚାଲିଥିଲା। ଏହି ସମୟରେ…

ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ମାନହାନି ମାମଲା କରିବେ ହରିୟାଣା ସରକାର

ଚଣ୍ଡିଗଡ଼,୨୮।୧: ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି କହିଛନ୍ତି ଯେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ଶସ୍ତା ଏବଂ ମିଥ୍ୟା ରାଜନୀତି କରିବାରେ ତାଙ୍କର କୌଣସି ସମକକ୍ଷ ନାହିଁ। ହରିୟାଣା ବିରୁଦ୍ଧରେ ସେ…

ବିଦେଶୀ ସହାୟତା

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବା ପରେ ବିଶ୍ୱ ରାଜନୈତିକ ଓ ରଣନୀତିକ ଦୃଶ୍ୟପଟରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଯାହା ଅନୁମାନ କରୁଥିଲେ ତାହା ସତ ହେବାରେ ଲାଗିଛି। ଟ୍ରମ୍ପ୍‌ଙ୍କ ଦ୍ୱିତୀୟ…

ଖୁବ ଶୀଘ୍ର ଆମେରିକା ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି। ଉଭୟ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ଉନ୍ନତ କରିବା ଉପରେ ଆଲୋଚନା କରିଥିଲେ। ଟ୍ରମ୍ପ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ…

ପ୍ରସାଦ ଜୁଏଲର୍ସର ନୂଆ ଶୋ’ରୁମ ଉଦ୍‌ଘାଟିତ

ସମ୍ବଲପୁର,୨୮ା୧(ବି.ଶଙ୍କର): ପ୍ରସାଦ ଜୁଏଲର୍ସର ନୂତନ ଶୋରୁମ ସମ୍ବଲପୁର ସହର ବୁଢ଼ାରଜା ଏସ୍‌ଆଇଟି କଲୋନି ସମ୍ମୁଖରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୋରୁମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଅନିଲ ପ୍ରସାଦଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ…

ବିଶ୍ୱର କେଉଁ ଦେଶରେ ପ୍ରଥମେ ଆରମ୍ଭ ହୋଇଥିଲା ବଜେଟ୍‌?ଆଉ ଭାରତରେ…

ନୂଆଦିଲ୍ଲୀ,୨୮।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧, ୨୦୨୫ରେ ଦେଶର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ। ତାଙ୍କର ବଜେଟ ଭାଷଣ ଲୋକ ସଭାରେ ସକାଳ ୧୧ଟାରେ ଆରମ୍ଭ ହେବ। ଅର୍ଥମନ୍ତ୍ରୀ ଭାବରେ ଏହା ସୀତାରମଣଙ୍କ ଅଷ୍ଟମ ବଜେଟ ଭାଷଣ ହେବ। ଏଥିପାଇଁ…

ରୟାଲ ଏନଫିଲ୍ଡ ହଣ୍ଟର ୩୫୦ର ବିକ୍ରି ମାଇଲଖୁଣ୍ଟ

ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ରୟାଲ ଏନଫିଲ୍ଡର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍‌ ରୋଡଷ୍ଟର ହଣ୍ଟର ୩୫୦କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏହି ମଡେଲ ୫,୦୦,୦୦୦ ବିକ୍ରି ପଞ୍ଜିକରଣର ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୨ ଅଗଷ୍ଟରେ ଏହି ମଡେଲର…

ପିଜିଜିଏସ୍‌ର ନୂଆ ମାଇଲଷ୍ଟୋନ୍‌

ନୂଆଦିଲ୍ଲୀ,୨୮।୧: ପଲ୍‌ ଜର୍ଜ ଗ୍ଲୋବାଲ ସ୍କୁଲ ବା ପିଜିଜିଏସ୍‌ ନୂଆଦିଲ୍ଲୀକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏହି ସ୍କୁଲ ନିକଟରେ ଏକ ନୂଆ ମାଇଲଷ୍ଟୋନ ହାସଲ କରିଛି। ଏପରିକି ସଷ୍ଟେନେବିଲିଟି ଏଡୁକେଶନ ଆଣ୍ଡ ଏନଭାରନମେଣ୍ଟାଲ ରେସପନ୍ସିବିଲିଟି ଯୋଗୁ ପିଜିଜିଏସକୁ ଏହି ମାନ୍ୟତା…

କ୍ଷୀରୋଦ ଲାଲ୍‌ଚାନ୍ଦର ପ୍ରଥମ ଲକ୍ଷପତି

ଭୁବନେଶ୍ୱର,୨୮।୧: ଲାଲଚାନ୍ଦ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଲକି ଡ୍ର ‘ଲାଲଚାନ୍ଦ କୌନ ବନେଗା ଲକ୍ଷପତି’ ଉଠାଣରେ ତାଳଚେରର ଗ୍ରାହକ କ୍ଷୀରୋଦ ଚନ୍ଦ୍ର ବାରିକ ଚଳିତ ବର୍ଷର ପ୍ରଥମ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି। ଉଲ୍ଲେଖାଯୋଗ୍ୟ, ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ନ୍ୟୁ ମାରିଅନ…

ଭିତ୍ତିଭୂମି ପ୍ରଗତିରେ ବେଦାନ୍ତର ଉଲ୍ଲେଖନୀୟ ଯୋଗଦାନ

ଭୁବନେଶ୍ୱର,୨୮।୧: ବେଦାନ୍ତ ଲିମିଟେଡ ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ରାଜ୍ୟର ଅସୀମ ସମ୍ଭାବନାକୁ ନିକଟରେ ଉନ୍ମୋଚିତ କରିଛି। ଏପରିକି ଓଡ଼ିଶାର ପରିବର୍ତ୍ତନ ଯାତ୍ରାରେ ବେଦାନ୍ତ ଯୋଗ ଦେଇଛି। ରାଜ୍ୟର ଅର୍ଥନୈତିକ ଓ ଭିତ୍ତିଭୂମି ପ୍ରଗତିରେ ବେଦାନ୍ତ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି।…

ବଜାରରେ କିଆର ଅଲ୍‌ ନ୍ୟୁ ‘ସିରୋସ୍‌’

ଭୁବନେଶ୍ୱର,୨୮।୧(ଅଭୟ ଦାଶ): କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ କିଆ ସିରୋସ୍‌’ର ବିଶ୍ୱସ୍ତରୀୟ ଅନାବରଣ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କିଆ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଡିଲର ତୃପ୍ତି କିଆ ଭୁବନେଶ୍ୱର ପାତ୍ରପଡ଼ା ଶୋ’ରୁମ୍‌ ପକ୍ଷରୁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri