ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଉଦ୍ଘାଟନ କଲେ ମୋଦି
ଭୁବନେଶ୍ବର,୨୮।୧: ଭୁବନେଶ୍ବର ଜନତା ମଇଦାନରେ ଉଦ୍ଘାାଟିତ ହୋଇଯାଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫। ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ, ପ୍ରତିନିଧି…
ଓଡ଼ିଶା ହେଉଛି ଦ୍ୱିତୀୟ ଅଷ୍ଟ୍ରେଲିଆ: ରାଜ୍ୟରେ ପୁଞ୍ଜି ନିବେଶକୁ ନେଇ ବଡ଼ କଥା କହିଦେଲେ ଅନିଲ ଅଗ୍ରଓ୍ବାଲ
ଭୁବନେଶ୍ବର,୨୮।୧: ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରିଛନ୍ତି। ଏହି କନ୍କ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବ୍ୟବସାୟୀ…
ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ପ୍ରଧାନ ଶିକ୍ଷକ: ଥାନାର ଦ୍ୱାରସ୍ଥ ହେଲା ପରିଚାଳନା କମିଟି
ଲୋଇସିଂହା,୨୮।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଛାତ୍ରୀମାନଙ୍କୁ ଆଶଳୀନ ବ୍ୟବହାର ପ୍ରଦର୍ଶନ କରୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଧାନ ଶିକ୍ଷକଙ୍କ ଏପରି ଆଚରଣକୁ ନେଇ…
ବଡ଼ ଘୋଷଣା କଲେ ନବୀନ ଜିନ୍ଦଲ: କେନ୍ଦୁଝରରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ
ଭୁବନେଶ୍ବର,୨୮।୧: ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ରେ ଜେଏସ୍ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ନବୀନ ସୂଚନା ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। କ୍ଷମତା ବୃଦ୍ଧି ପାଇଁ ୬ ବର୍ଷରେ…
ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ବର,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଏୟାରପୋର୍ଟରେ ପହଞ୍ଚିଛନ୍ତି। ଏୟାରପୋର୍ଟରୁ ବାହାରି ଜନତା ମଇଦାନ ଯିବାର କାର୍ଯ୍ୟକ୍ରମ ରହିଛି। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୫ରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର…
୪ ଯୁବକଙ୍କୁ ଅପହରଣ ମାମଲା: ୨ ଗିରଫ
ଦିଗପହଣ୍ଡି,୨୮।୧(ଅଶେଷ ନାଥ ମିଶ୍ର): ୪ ଯୁବକଙ୍କୁ ଅପହରଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି କେ.ନୂଆଗାଁ ଥାନା ପୋଲିସ। କାଲି ଅଟକ ଥିବା ଯୁବକ ସହ ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ଗିରଫ କରାଯାଇଛି। ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି…
ବାଛି ବାଛି ପ୍ରତିଶୋଧ ନେଉଛନ୍ତି ଟ୍ରମ୍ପ! ୧୨ ଅଧିକାରୀ ନିଲମ୍ବିତ
ଓ୍ବାଶିଂଟନ,୨୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକ ଆସିବା ପରଠାରୁ ନିରନ୍ତର ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି। ସେ WHO ରୁ ଆମେରିକାର ଓହରିଯିବା ଏବଂ ଆମେରିକା ସୀମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସମେତ ଅନେକ ବଡ଼ ନିଷ୍ପତ୍ତି…
CEC ରାଜୀବ କୁମାରଙ୍କ ପରେ କିଏ ହେବେ ନିର୍ବାଚନ କମିଶନ? ଏବେଠୁ ଆରମ୍ଭ ହେଲାଣି ଖୋଜା
ନୂଆଦିଲ୍ଲୀ,୨୮।୧: କେନ୍ଦ୍ର ସରକାର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର (CEC)ଙ୍କ ନିଯୁକ୍ତି ପାଇଁ ନାମ ତାଲିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ଗଠନ କରିଛନ୍ତି। ଏକ ନିର୍ଦ୍ଦେଶକୁ ଉଦ୍ଧୃତ…
ରାମ ରହିମଙ୍କୁ ପୁଣି ମିଳିଲା ପାରୋଲ
ରୋହତକ,୨୮।୧: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମଙ୍କୁ ଦ୍ୱାଦଶ ଥର ପାଇଁ ପାରୋଲ ମିଳିଛି। ୩୦ ଦିନର ପାରୋଲ ପାଇବା ପରେ, ଗୁରମିତ ରାମ ରହିମଙ୍କୁ ମଙ୍ଗଳବାର (୨୮ ଜାନୁଆରୀ) ସକାଳ ୫ଟା୨୬ ରେ ଗୁପ୍ତ ଭାବରେ ଜେଲରୁ…
ହୃଦୟ ଜିତିଲେ ବିରାଟ କୋହଲି: ପ୍ରଶଂସକଙ୍କୁ ଦେଲେ ଏମିତି ଉପହାର
ନୂଆଦିଲ୍ଲୀ,୨୮।୧:ବିରାଟ କୋହଲି ପ୍ରୟତଃ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। ଏଥର କୋହଲି ତାଙ୍କ ବ୍ୟାଟିଂରେ ନୁହେଁ ବରଂ ତାଙ୍କ ଦାନଶୀଳତାରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କୋହଲି ଆଜିକାଲି ରଣଜୀ ଟ୍ରଫିକୁ ନେଇ ଖବରରେ ଅଛନ୍ତି। କୁହାଯାଉଛି ଯେ, ଜାନୁଆରୀ ୩୦ ତାରିଖରେ ରେଳବାଇ…
ଭାରତଠାରୁ କ’ଣ ଚାହୁଁଛି ଆମେରିକା: ମୋଦିଙ୍କ ସହ କଥାବାର୍ତ୍ତାବେଳେ ଖୋଲି କହିଦେଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୮।୧: ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବରେ ଶପଥ ନେବାର ଠିକ ଗୋଟିଏ ସପ୍ତାହ ପରେ, ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। ସୋମବାର ଫୋନରେ ଏହି କଥାବାର୍ତ୍ତା ବହୁତ ସମୟ ଧରି ଚାଲିଥିଲା। ଏହି ସମୟରେ…
ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ମାନହାନି ମାମଲା କରିବେ ହରିୟାଣା ସରକାର
ଚଣ୍ଡିଗଡ଼,୨୮।୧: ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି କହିଛନ୍ତି ଯେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ଶସ୍ତା ଏବଂ ମିଥ୍ୟା ରାଜନୀତି କରିବାରେ ତାଙ୍କର କୌଣସି ସମକକ୍ଷ ନାହିଁ। ହରିୟାଣା ବିରୁଦ୍ଧରେ ସେ…
Archives


