Home

ନିଯୁକ୍ତି ତାଲିକାରୁ ବାଦ୍‌ ପଡ଼ିଲେ ହୋମଗାର୍ଡ ଆଶାୟୀ, ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଗଜପତି,୧୫ା୮(ଗିରିଧାରୀ ପରିଚ୍ଛା): ନିଯୁକ୍ତି ତାଲିକାରୁ ବାଦ୍‌ ପଡ଼ିଥିବା ହୋମଗାର୍ଡ ଆଶାୟୀ ଶୁକ୍ରବାର ଗଜପତି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ବେଆଇନ ଭାବେ ହୋମଗାର୍ଡ ନିଯୁକ୍ତି ତାଲିକା ପ୍ରକାଶ ପାଇଥିବା ଅଭିଯୋଗ କରି ଆଶାୟୀମାନେ ବିକ୍ଷୋଭ କରିଛନ୍ତି। ଗତକାଲି ୧୨୮ଜଣ ହୋମଗାର୍ଡ…

ପାଲଟା ଧମକ ଦେଲେ ଶେହବାଜ, ଭାରତ ସହ….

ଇସଲାମବାଦ,୧୫।୮: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତିରେ ପାକିସ୍ତାନ ଅସନ୍ତୁଷ୍ଟ ଅଛି। ପାକ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର, ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଭାଷଣରେ ସ୍ପଷ୍ଟ…

ଲାଲକିଲ୍ଲାରୁ ମୋଦି କହିଦେଲେ ଏମିତି କଥା, ଥରିଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୧୫।୮: ୭୯ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ ଭାରତରେ ସ୍ବଦେଶୀ ଲଢ଼ୁଆ ବିମାନ ଇଞ୍ଜିନ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମର୍ନିଭରଶୀଳତା ଦିଗରେ ଏକ ବଡ଼ ପଦକ୍ଷେପ…

ଜନ୍ମାଷ୍ଟମୀରେ ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ, ଦୁର୍ଘଟଣାରେ ଉଡିଗଲା ଗାଡ଼ିର ଛାତ

ଇନ୍ଦୋର,୧୫।୮: ଶୁକ୍ରବାର ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ କାର ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ରାଜନନ୍ଦଗାଓଁ ପୋଲିସ ଅଧିକ୍ଷକ…

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ନୂଆ ଖୁଲାସା: ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ…

ଓ୍ବାଶିଂଟନ୍‌,୧୫।୮:ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଶେଷ ହେବାର ତିନି ମାସ ବିତିଗଲାଣି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହାକୁ ନେଇ ନୂଆ ନୂଆ ଦାବି କରୁଛନ୍ତି। ସେ ଏବେ ଦାବି କରିଛନ୍ତି, ଏହି ଯୁଦ୍ଧ ପରମାଣୁ ଯୁଦ୍ଧରେ ପରିଣତ…

ରାଇକିଆରେ ୭୯ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ରାଇକିଆ,୧୫।୮(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆଠାରେ ଶୁକ୍ରବାର ୭୯ତମ ବ୍ଲକ ସ୍ତରୀୟ ସାଧୀନତା ଦିବସ ପାଳିତ ହୋଇଯାଇଛି । ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ ବିଡିଓ ଡଃ ସବ୍ୟସାଚୀ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟର…

ସ୍ବାଧୀନତା ଆନ୍ଦୋଳନରେ ଭଦ୍ରକର ଅବଦାନ ଅତୁଳନୀୟ: ମନ୍ତ୍ରୀ

ଭଦ୍ରକ,୧୫ା୮(ସନାତନ ରାଉତ): ଭଦ୍ରକ କଲେଜ ପଡ଼ିଆରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା…

ଗାଁ ନିକଟରେ ବୁଲୁଛି ଭାଲୁ: ଲୋକେ ଆତଙ୍କିତ

ପାଟଣା,୧୫।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଖିରେଇଟାଙ୍ଗିରୀ ଟୋଲ ଗେଟ ନିକଟରେ ଶୁକ୍ରବାର ଏକ ଆହତ ବଣୁଆ ଭାଲୁ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି। ଭାଲୁକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଭାଲୁଟି…

ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା, ବସ-ଟ୍ରକ ଧକ୍କାରେ ୧୦ ମୃତ

କୋଲକାତା,୧୫।୮: ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଖବର ଆସିଛି। ବର୍ଦ୍ଧମାନ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏକ ଘରୋଇ ବସ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା…

ସାହସିକତା ପାଇଁ ୬ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୫ା୮: ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପଦକ ପ୍ରଦାନ କରିଛନ୍ତି। ଆର୍ମଡ ପୋଲିସ ଏସ୍‌ଆଇ…

ପୁଟିନଙ୍କ ସହ ଟ୍ରମ୍ପଙ୍କ ଆଲାସ୍କା ଆଲୋଚନା ମାରିବ ଫେଲ୍‌? ଆମେରିକା ରାଷ୍ଟ୍ରପତି କହିଲେ ୨୫ ପ୍ରତିଶତ…

ଓ୍ବାଶିଂଟନ,୧୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଶେଷ କରିବା ପାଇଁ କୌଣସି ଚୁକ୍ତି ଶୁକ୍ରବାର ତାଙ୍କ ସହ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କା ଶିଖର ସମ୍ମିଳନୀରେ ହେବ ନାହିଁ, ବରଂ ଦ୍ୱିତୀୟ,…

ଧୋନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସେହ୍ବାଗ: କ୍ରିକେଟ ଜଗତରେ ହଲଚଲ

ନୂଆଦିଲ୍ଲୀ,୧୫।୮:ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୭-୦୮ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ୩ଟି ମ୍ୟାଚ ପରେ ଏମଏସ ଧୋନୀ ମୋତେ ଦଳରୁ ବାହାର କରିଥିଲେ। ଏହା ପରେ, ମୁଁ କିଛି ଦିନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?