Home

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିକଶିତ ହେବ ସତ୍ୟବାଦୀ ବନବିଦ୍ୟାଳୟ

ସାକ୍ଷୀଗୋପାଳ,୭।୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲାର ସତ୍ୟବାଦୀ ଐତିହାସିକ ବକୁଳବନ ସ୍ଥିତ ବନବିଦ୍ୟାଳୟର ହଜିଲା ସ୍ମୃତି ପୁଣି ଉଜ୍ଜିବୀତ ହେବ। ଛାତ୍ରୀଛାତ୍ର ଓ ପର୍ଯ୍ୟଟକମାନଙ୍କ ପାଇଁ ଏହାକୁ…

ସୋନୁ ସୁଦଙ୍କ ବଢିଲା ଅଡୁଆ: ଗିରଫ ଓ୍ବାରେଣ୍ଟ୍‌ ଜାରି

ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ଏକ ଠକେଇ ମାମଲାରେ ସାକ୍ଷ୍ୟ ଦେବାକୁ ହାଜର ନ ହେବା ପରେ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାଟି ଲୁଧିଆନାର ଓକିଲ ରାଜେଶ ଖାନ୍ନା ଦାୟର…

‘ମୋତେ ସୁଯୋଗ ମିଳିଲେ, ମୁଁ ଗୋଟିଏ କ୍ଷଣ ବି ଚିନ୍ତା କରିବନି ତୁମକୁ ହତ୍ୟା କରିବାକୁ’, ଟ୍ରମ୍ପକୁ ଏମିତି ଧମକ ଦେଲେ ଇରାନ ସାଂସଦ

ତେହରାନ,୭।୨: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ନିକଟରେ ଟ୍ରମ୍ପ ଗାଜା ସମ୍ପର୍କରେ ତାଙ୍କର ଯୋଜନା ଉପସ୍ଥାପନ କରିଥିଲେ। ଇରାନ ଏହା ବିରୋଧରେ ପ୍ରତିବାଦ କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ଗାଜା ଷ୍ଟ୍ରିପକୁ ମିଶ୍ରଣ ଏବଂ ପୁନଃବିକଶିତ…

୩ ଦିନରେ ୪ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ୱର,୭ା୨(ଅନୁରାଧା ମହାରଣା):ରାଜ୍ୟରେ ଖରା ଓ ଗୁଳୁଗୁଳି ଜାରି ରହିଥିବାବେଳେ ଗୁରୁବାର ୪ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ରେକର୍ଡ କରାଯାଉଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୫.ଋ ଡିଗ୍ରୀ ସେଲସିୟସ୍‌ ରହିଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ…

ଆମେରିକାକୁ ବଡ଼ କ୍ଷତି ପହଞ୍ଚାଉଛି ପାକିସ୍ତାନ, ଏଫବିଆଇର ବଡ଼ ଆକ୍ସନ

ଓ୍ବାଶିଂଟନ/ଇସଲାମାବାଦ,୭।୨: ଏକ ବଡ଼ ତଥ୍ୟ ସାମ୍ନାକୁ ଆଣି ଆମେରିକୀୟ ଗୁଇନ୍ଦା ସଂସ୍ଥା FBI (ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ) କହିଛି ଯେ ଆମେରିକୀୟ ନ୍ୟାୟ ବିଭାଗ (DOJ) ପାକିସ୍ତାନରୁ କାର୍ଯ୍ୟ କରୁଥିବା ଏକ ବଡ଼ ସାଇବର ଅପରାଧ ଗ୍ୟାଙ୍ଗ ବିରୋଧରେ କଠୋର…

ମୁଖ୍ୟମନ୍ତ୍ରୀଙ୍କ ଭାଷଣବେଳେ ଉଠିଗଲେ ଲୋକେ: ରାଜନୈତିକ ବାତାବରଣ ଉଷ୍ମ

ହାଟଡ଼ିହୀ, ୭l୨(ଶୁଭକାନ୍ତ ନାୟକ):ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ପରିସରରେ ବୁଧବାର ଅନୁଷ୍ଠିତ ହୋଇଥିଲା। ବିଡିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଏମ୍‌ପି ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ…

ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କ ପରଲୋକ

ଅଯୋଧ୍ୟା,୭।୧: ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କର ଦିଲ୍ଲୀରେ ଦେହାନ୍ତ ହୋଇଛି। ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଅଗଷ୍ଟ ୨୦୨୪ରେ ଏହି ହସ୍ପିଟାଲରେ ଚୌପାଲଙ୍କର କିଡନୀ…

ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ: ନିଆଁକୁ ନିୟନ୍ତ୍ରଣ କଲେ ଅଗ୍ନିଶମବାହିନୀ , ଦେଖନ୍ତୁ ଭୟାନକ ଭିଡ଼ିଓ

ପ୍ରୟାଗରାଜ,୭।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା କ୍ଷେତ୍ରରେ ଅଗ୍ନିକାଣ୍ଡ ଘଟିଛି। ହେଲେ ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ଅଗ୍ନିକାଣ୍ଡ ଘଟଣା ପିପା ବ୍ରିଜ ନମ୍ବର ୧୮ ନିକଟରେ ଘଟିଛି। ଆରଏଏଫ୍‌, ୟୁପି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

୨୧ରୁ ମାଟ୍ରିକ୍‌ ପରୀକ୍ଷା: ମାର୍ଚ୍ଚ ୧୯ରୁ ଖାତାଦେଖା

କଟକ,୭ା୨(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଏକ ସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ।…

ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଦଳ: କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୭ା୨(ସୂର୍ଯ୍ୟକାନ୍ତ ବେହେରା):କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ମେ’ଫେୟାର ହୋଟେଲ୍‌ରେ ରହିବେ। କମିଶନରେଟ ପୋଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ…

ଆମେରିକାରେ ସ୍ବପ୍ନଭଙ୍ଗ:୪୫ କି.ମି. ଚାଲିଲୁ, ବାଟରେ ମୃତଦେହ

ଅମୃତସର/ନୂଆଦିଲ୍ଲୀ,୭ା୨:ଆମେରିକାରେ ଏକ ଉନ୍ନତ ଜୀବନ ଜିଇଁବା ପାଇଁ ସେଠାକୁ ଯାଇଥିବା ଅନେକ ଲକ୍ଷ ଭାରତୀୟଙ୍କ ସ୍ବପ୍ନଭଙ୍ଗ ହୋଇଛି ପ୍ରଥମ ଦଫାରେ ୧୦୪ ବେଆଇନ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସହ। ଅମୃତସର ବିମାନବନ୍ଦରରେ ପ୍ରବାସୀମାନେ ପହଞ୍ଚତ୍ବା ପରେ ଟ୍ରମ୍ପ୍‌ ପ୍ରଶାସନର ବ୍ୟବହାର ଓ ସେମାନଙ୍କ…

କଟକ ଦିନିକିଆରେ କୋହଲି ଖେଳିବେ ନା ନାହିଁ: ଆସିଲା ବଡ଼ ଅପଡେଟ୍‌

ନାଗପୁର,୭।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ନ ଖେଳିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। କୋହଲି ବିଶ୍ୱର ସବୁଠାରୁ ଫିଟ ଖେଳାଳିଙ୍କ ମଧ୍ୟରୁ ଜଣେ, ତେଣୁ ଫିଟନେସ କାରଣରୁ ତାଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ ଦିଆଯିବା ଏକ ଏପରି ଖବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri