ଅଧରାତିରେ ଏମିତି ପୋଷ୍ଟ କଲେ ଅମିତାଭ ବଚ୍ଚନ: ପ୍ରଶଂସକ ଚିନ୍ତିତ
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବେ ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଯେଉଁ ବୟସରେ ଲୋକମାନେ ଅବସର ନେଇ ଘରେ ଆରାମ କରନ୍ତି, ସେହି ବୟସରେ ଅମିତାଭ ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ନିକଟରେ ସେ ‘କଳକି ୨୮୯୮ ଏଡି’ରେ ତାଙ୍କର…
୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢିବ ଭାଜପା! ଆପ୍ ପଛରେ ପଡ଼ିବାର ୫ ମୁଖ୍ୟ କାରଣ
ନୂଆଦିଲ୍ଲୀ,୮।୨: ଦିଲ୍ଲୀର ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପାକୁ ବହୁମତ ମିଳୁଥିବା ଦେଖାଯାଉଛି। ତଥାପି, ଚୂଡ଼ାନ୍ତ ଫଳାଫଳ ଆସିବାକୁ ନିଶ୍ଚିତ ଭାବରେ କିଛି ସମୟ ଲାଗିବ। କିନ୍ତୁ, ଯଦି ଏହି ଟ୍ରେଣ୍ଡ ଆଗକୁ ବଢେ ତେବେ ଭାଜପା ରାଜ୍ୟରେ ବିପୁଳ ବିଜୟ ସହ ୨୭…
‘ନିଜ ଭିତରେ ଆହୁରି ଲଢ…’, ଦିଲ୍ଲୀ ଫଳାଫଳକୁ ନେଇ କଂଗ୍ରେସ-ଆପକୁ ଶୁଣାଇଲେ ଓମାର ଓବଦୁଲ୍ଲା
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ, ଆଜି ଅର୍ଥାତ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଚାଲିଛି। ଏହି ଖବର ଲେଖାଯିବା ପର୍ଯ୍ୟନ୍ତ, ଭାଜପା ୪୫ ରୁ ଅଧିକ ଆସନରେ ଆଗୁଆ ଅଛି। ଯେତେବେଳେ ଆମ ଆଦମୀ ପାର୍ଟି ୨୦ରୁ ଅଧିକ…
ଗ୍ୟାସ ସିଲିଣ୍ଡର ଟ୍ରାଜେଡି: ୫ ଆହତଙ୍କ ମଧ୍ୟରୁ ଜଣେ ମୃତ
ଚିକିଟି/ଦିଗପହଣ୍ଡି,୮।୨(ପ୍ରକାଶ ଚନ୍ଦ୍ର ସାହୁ/ଅଶେଷ ନାଥ ମିଶ୍ର): ବେଙ୍ଗାଲୁରୁ ଗ୍ୟାସ ସିଲିଣ୍ଡର ଟ୍ରାଜେଡି ଘଟଣାରେ ଗୁରୁତର ଆହାତ ଗଞ୍ଜାମ ଜିଲା ଚିକିଟି ଏନଏସି ଅନ୍ତର୍ଗତ ଜେନାପୁର ଗ୍ରାମର ଦାଦନ ଶ୍ରମିକ ସନ୍ତୋଷ କୁମାର ବେହେରା ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ…
Delhi Election Result: କଡ଼ା ମୁକାବିଲା, ଆଗରେ ଭାଜପା ପଛରେ କଂଗ୍ରେସ
ନୂଆଦିଲ୍ଲୀ,୮।୨: ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନର ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ବହୁମତ ହାସଲ କରିଛି। ଭାଜପା ୫୦ଟି ଆସନରେ ଆଗୁଆ ଅଛି। ଶାସକ ଏଏପି ୧୯ଟି ଆସନରେ ଆଗୁଆ ଅଛି। କଂଗ୍ରେସ ଗୋଟିଏ…
Delhi Election Result: ମ୍ୟାଜିକ୍ ନମ୍ବର ଅତିକ୍ରମ କଲା ଭାଜପା: ପଛରେ ପଡିଗଲା ଆପ୍
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ, ଭାଜପା ମ୍ୟାଜିକ୍ ନମ୍ବର ଅତିକ୍ରମ କରିଥିବାବେଳେ ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ଭାଜପା ୪୫ଟି ଆସରେ ଆଗୁଆ ଥିବାବେଳେ…
ବିଶ୍ୱବିଜେତା ଟିମ୍ଇଣ୍ଡିଆର ଖେଳାଳିଙ୍କୁ ବିସିସିଆଇ ଦେଲା ‘ଡାଏମଣ୍ଡ ରିଙ୍ଗ’: ଦାମ୍ ଜାଣିଲେ ଉଡିଯିବ ହୋଶ୍
ନୂଆଦିଲ୍ଲୀ,୮।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଟିମ ଇଣ୍ଡିଆର ବିଜୟ ପରେ, ଏକ ବିଜୟ ପରେଡ ମଧ୍ୟ ଆୟୋଜନ କରାଯାଇଥିଲା। ଏହା ପରେ ପୁରସ୍କାର କାର୍ଯ୍ୟକ୍ରମରେ ଖେଳାଳିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଭାରତୀୟ କ୍ରିକେଟ…
ଫଳାଫଳ ପୂର୍ବରୁ କଂଗ୍ରେସ ହାରିବ ବୋଲି ଭବିଷ୍ୟବାଣୀ କଲେ ରବର୍ଟ ଭଦ୍ରା? ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ,୮।୨: ସପୂର୍ଣ୍ଣ ଫଳାଫଳ ସ୍ପଷ୍ଟ ହେବା ପୂର୍ବରୁ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟକୁ ସ୍ବୀକାର କରିଛନ୍ତି। ତାଙ୍କର ଗୋଟିଏ ବକ୍ତବ୍ୟ ସ୍ପଷ୍ଟ କରିଥିଲା ଯେ ସେ କଂଗ୍ରେସର ବାସ୍ତବତାକୁ ଜାଣନ୍ତି। ପ୍ରାରମ୍ଭିକ…
ମହାପ୍ରଭୁଙ୍କ ଶରଣରେ ଭାରତୀୟ କ୍ରିକେଟର: ସକାଳୁ ସକାଳୁ କଲେ ଦର୍ଶକ
ପୁରୀ, ୭।୨: କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ଗେମ୍। ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରମାନେ ପୁରୀ…
Delhi Election Result: କେଜରିଓ୍ବାଲ, ଆତିଶୀ, ସିସୋଡିଆ ପଛରେ
ନୂଆଦିଲ୍ଲୀ,୮।୨: ଏପର୍ଯ୍ୟନ୍ତ ଦିଲ୍ଲୀରେ ୨୭ଟି ଆସନର ଗଣତି ସାମ୍ନାକୁ ଆସିଛି। ଯେଉଁଥିରେ ଭାଜପା ୧୮ଟି ଆସନରେ ଏବଂ ଆମ ଆଦମୀ ପାର୍ଟି ୮ଟି ଆସନରେ ଆଗୁଆ ଅଛି। ଏହା ବ୍ୟତୀତ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି। ଆମ ଆଦମୀ ପାର୍ଟିର…
Delhi Election Result: ୨୬ ବର୍ଷ ପରେ ଫେରିବ ଭାଜପା!
ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଶନିବାର ସକାଳ ୮ଟାରେ ଆରମ୍ଭ ହେବ। ଏଥର ନିର୍ବାଚନ ମଇଦାନରେ ୬୯୯ ଜଣ ପ୍ରାର୍ଥୀ ଅଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ସମୟରେ ୧୯ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ଆରମ୍ଭ ହେବ।…
୯୪ ରନ୍ କରିବା ମାତ୍ରେ ଇତିହାସ ରଚିବେ ବିରାଟ କୋହଲି: କଟକରେ ହୋଇପାରେ ବିଶ୍ୱରେକର୍ଡ
ନୂଆଦିଲ୍ଲୀ,୭।୨: ନାଗପୁରରେ ଖେଳାଯାଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳି ନ ଥିଲେ ବିରାଟ କୋହଲି। ଆଣ୍ଠୁ ସମସ୍ୟା ଯୋଗୁ କିଙ୍ଗ କୋହଲି ନାଗପୁର ଦିନିକିଆରେ ଅଂଶଗ୍ରହଣ କରିପାରି ନ ଥିଲେ। ଏବେ ସିରିଜର ଦ୍ୱିତୀୟ ମ୍ୟାଚ…
Archives


